ସମାଜସେବୀ କହିଲେ ସବୁ ଦୋଷ କଣ ଅର୍ଚନା ର,Kalahandi ରୁ ଆସିକି ଏଠାରେ ଖେଳ କରୁଛି ଆଉ ସମସ୍ତେ…

ଜଣେ ସ୍ତ୍ରୀ ଲୋକଙ୍କ ଅନୁସାରେ,ଯେଉଁ ଲୋକମାନେ ଅର୍ଚ୍ଚନା ଦ୍ଵାରା ଧମକ ହୋଇଛନ୍ତି ସେମାନଙ୍କର କଣ କିଛି ଦୋଷ ନାହିଁ ଆମେ ଖାଲି ଅର୍ଚ୍ଚନା କୁ ଦୋଷ ଦେଉଛୁ ଏକଥା ଆମକୁ ଟିକେ ଭାବିବାକୁ ପଡ଼ିବ।ମୁଁ ତ ଭାବି ପାରୁନାହିଁ କାହିଁକି ଏତେ ଚର୍ଚ୍ଚା ହେଉଛି ସେହି ଝିଅ ବିଷୟରେ ଗୋଟିଏ ଝିଅ ଯଦି ଅଳ୍ପ ଦିନରେ ଏତେ ବଡ ସାମ୍ରାଜ୍ୟ କରିଛି ତାହାଲେ ଇନକମ୍ ଟ୍ୟାକ୍ସ ବିଭାଗ

ଇଡି ବିଭାଗ ଥିଲେ ସେମିତି ତ ବ୍ୟାଙ୍କ୍ ଛୋଟ ୫ କି ୧୦ ଲକ୍ଷ ଏପଟ ସେପଟ ହେଲେ ତାକୁ ଧରି ଦେଉଛି।ଗୋଟିଏ ଦଶମ ଶ୍ରେଣୀ ପାସ ଝିଅ କଳାହାଣ୍ଡି ଜିଲ୍ଲାରୁ ଆସି ଭୁବନେଶ୍ୱର ପରି ଏତେ ବଡ ଜାଗାରେ ଏମିତି ସବୁ କରିଛି ସମସ୍ତେ ଆଜି ତା ନାମରେ ଚର୍ଚ୍ଚା କରୁଛନ୍ତି ଯେହେତୁ ସେ ଗୋଟିଏ ଝିଅ କିନ୍ତୁ କାହା

ସାହାସ ରେ ସିଏ ଏତେ ବାଟ ବଢ଼ିଛି କିଏ ତା ପଛରେ ଅଛି ବିନା ସାହାସ ରେ ସିଏ ଏତେ ବାଟ ବଢି ପାରିବ ନାହିଁ।ସେ ଝିଅ ଭୁବନେଶ୍ୱରକୁ ନିଜର ସ୍ବପ୍ନ ପୂରଣ ପାଇଁ ଆସିଥିଲା ଯେଉଁ ମାନେ ତାକୁ ସାହାସ ଦେଇଛନ୍ତି ମତେ ଲାଗୁଛି ତାଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ କରିବା ଦରକାର।ସରକାର କେମିତି ଜାଣି

ପାରିଲେ ନାହିଁ ସରକାର ଜାଣିଲେ ବୋଲି ତ ଆରେଷ୍ଟ୍ କଲେ ଆଗରୁ ତ ଅର୍ଚ୍ଚନା ନାମ କେହି ଶୁଣି ନଥିଲେ ସରକାର କେଉଁଠି ଜାଣିବାକୁ ପାଇଲେ ତାକୁ ଆରେଷ୍ଟ କଲେ।ଓକିଲ ଏହା କାମ ସେମାନଙ୍କର,ସିଏ ତାଙ୍କର କ୍ଳାଇଣ୍ଟ କୁ ସୁରକ୍ଷା ପ୍ରଦାନ କରିବେ ତାଙ୍କୁ ଅଦାଲତରେ ନିର୍ଦ୍ଦୋଷ ପ୍ରମାଣ କରିବେ ସେଇଟା ହେଉଛି

ଗୋଟିଏ ଓକିଲ ଙ୍କ ମୁଖ୍ୟ କାମ।ସେ ତାଙ୍କ କାମ କରୁଛନ୍ତି ସେଥିରେ ଟିପ୍ପଣୀ କରିବା କିଛି ଆବଶ୍ୟକ ନାହିଁ।ଅର୍ଚ୍ଚନା ଫସିଗଲେ କଣ ହେବ ଯଦି କୁହା ଯାଉଛି କି ସେ ବହୁତ ବଡ଼ ବଡ଼ ଲୋକଙ୍କୁ ଧମକ ଦେଇଛି ତାହାଲେ ସେମାନେ ଆଗକୁ ଆସନ୍ତୁ ପୋଲିସ ଉପରେ ଭରସା ରଖନ୍ତୁ କେସ ଦିଅନ୍ତୁ।ମୁଁ ତ ଜାଣିନି

ଯେ ପୋଲିସ କେତେ ଦୂର ତଦନ୍ତ ଚାଲେଇଛନ୍ତି ସେଇଟା ପୋଲିସ କହି ପାରିବ ସେଇଟା ପୋଲିସର କାମ ସେ କହି ପାରିବେ ମୁଁ ଏ ବିଷୟରେ କେମିତି କହିବି।ମୁଁ ୨୦୦୦ ମସିହାରୁ ସମାଜ ସେବୀ ଅଛି ୬ ବର୍ଷ ମହିଳା କମିଶନ ରେ ମଧ୍ୟ ଅଛି ଆଉ ମୁଁ ସବୁଠାରୁ ବେଶୀ ଦେଖିଛି କି ଝିଅ ମାନେ ଆମ ପାଖକୁ ଆସି

ଅଭିଯୋଗ କରନ୍ତି ପୁଅ କରୁଛି ବି ଆମକୁ ଫୋନ କରନ୍ତି ଆମେ କହିଥାଉ ଥାନାରେ ଅଭିଯୋଗ କର କିଛି ଅସୁବିଧା ନାହିଁ ଆଜି ମୁଁ ପ୍ରଥମ ଦେଖୁଛି ଗୋଟିଏ ଝିଅ ଏମିତି କରୁଛି।ଏହା ଏକ ଭିଡିଓ ରିପୋର୍ଟକୁ ଆଧାର କରି ପ୍ରସ୍ତୁତ ଅଟେ।

Leave a Reply

Your email address will not be published. Required fields are marked *