ପଶୁଛୁ ତୁ Bahara କରିବି ମୁଁ,ତୁ ଭିତରେ ଆଉ ଏକା ଏକା ମୁଁ ବସିଛି ଆଉ ତୋ ପାଇଁ ସବୁ ବାଟ…

ଜଗବନ୍ଧୁ ଖେଳୁଛି ପ୍ଲାନ ଖୁବ ଶୀଘ୍ର ବାହାର କରିବ ଅର୍ଚ୍ଚନା ଙ୍କୁ ଜେଲ ଭିତରୁ ଏବଂ ଅର୍ଚ୍ଚନା ବହୁତ ଜଲଦି ବାହାରି ଯିବେ ପୋଲିସ କବଳରୁ।କାହିଁକି ନା ଅର୍ଚ୍ଚନା ଙ୍କ ବିରୋଧରେ ଗୋଟିଏ ପରେ ଗୋଟିଏ ପ୍ରମାଣ କୁ ନଷ୍ଟ କରିବାରେ ଲାଗିଛନ୍ତି ତାଙ୍କ ସ୍ବାମୀ ଜଗବନ୍ଧୁ।ଆଉ ଯାହା ଆରମ୍ଭ ହେଇଛି ସୋସିଆଲ ମିଡ଼ିଆ ରୁ।ସୋସିଆଲ ମିଡିଆରେ ସବୁ ଫୋଟ କୁ ଡିଲିଟ କରିସାରିଲେଣି ଜଗବନ୍ଧୁ।

ଆଉ ଏହା ସହିତ ଉଭୟଙ୍କ ପ୍ରୋଫାଇଲ ମଧ୍ୟ ଲକ ହେଇ ଯାଇଛି ଉଭୟଙ୍କ ପ୍ରୋଫାଇଲ ରେ ଥିବା ଅନେକ ସାରା ସାମ୍ବାଦିକ ଆଉ ଅନେକ ଫ୍ରେଣ୍ଡ ମାନଙ୍କୁ ସେମାନେ ଅନଫ୍ରେଣ୍ଡ କରିବା ବି ଆରମ୍ଭ କରି ଦେଇଛନ୍ତି।ଆଜ୍ଞା ହଁ ଆଉ ଏହା ସହିତ ଜଗବନ୍ଧୁ ଅର୍ଚ୍ଚନା ଙ୍କୁ ଜେଲରୁ ମୁକୁଳେଇବା ପାଇଁ ଭୁବନେଶ୍ବର ଏସ ଡି ଜି ଏମ

କୋର୍ଟରେ ଆପ୍ଲିକେସନ ଦିଆଯାଇ ସରିଛି।ତେବେ ଏଠି ପ୍ରଶ୍ନ ଉଠୁଛି ଯେ ସତରେ କଣ ଅର୍ଚ୍ଚନା ଜେଲ ରୁ ମୁକୁଳି ଯିବେ?ଆଜ୍ଞା ହଁ ୭୦ ରୁ ୮୦ ପ୍ରତିଶତ ଚାନ୍ସ ଅଛି ଅର୍ଚ୍ଚନା ଜେଲ ରୁ ମୁକୁଳି ଯିବେ,କାହିଁକି ନା ନିଜର ଇଜ୍ଜତ କୁ ତଳେ ପକାଇ ଅର୍ଚ୍ଚନା ଙ୍କ ବିରୋଧରେ କେହି ପ୍ରମାଣ ଦେବାକୁ ଆଗକୁ ଆସୁ ନାହାନ୍ତି।

ତେବେ ଯେଉଁ ଦି ଜଣଙ୍କ ନାମ ସାମ୍ନାକୁ ଆସିଛି ଅକ୍ଷୟ ଆଉ କେଭି ସିଂ ଦେଓ ସେମାନଙ୍କ କଥା ବି କିଛି ସ୍ପଷ୍ଟ କହି ହଉ ନାହିଁ।ତେବେ ଅର୍ଚ୍ଚନା ଙ୍କ ଶିକାର ରେ ଅନେକ ଲୋକ ତଥା ସୁନା ବ୍ୟବସାୟୀ ଠାରୁ ଆରମ୍ଭ କରି ରାଜନେତା ଆଉ ଫିଲ୍ମ ପ୍ରଡ୍ୟୁସର ଆଉ ଦୁଇଟି ବଡ଼ ନେତା ମାନେ ଏବଂ ୨ ଜଣ ସାମ୍ନାକୁ ଆସି ସାରିଛି।

ଅନ୍ୟ ପଟେ ପ୍ରୀତି କୁ କୋର୍ଟ ତରଫରୁ ମଞ୍ଜୁରୀ ମିଳିଛି।ତେବେ ଯଦି ୨ ଜଣ ପ୍ରାପ୍ତ ବୟସ୍କ ବ୍ୟକ୍ତି ଶାରୀରିକ ସମ୍ପର୍କ ରଖନ୍ତି ତାହେଲେ ଏହା ଭୁଲ ବୋଲି ପ୍ରମାଣିତ ହୋଇ ପାରିବ ନାହିଁ।କିନ୍ତୁ ହଁ ଯଦି ଜଣେ ବ୍ୟକ୍ତି ଏହାର ଭିଡିଓ ରେକର୍ଡ କରି ବ୍ଲାକମେଲ କରେ ତେବେ ଏହା ଏକ ଅପରାଧ ରେ ଧରାଯିବ।

Leave a Reply

Your email address will not be published. Required fields are marked *