ତୁ ତ ନଥିଲୁ ମୁଁ ଏକା କେମିତି ରହିଥାନ୍ତି,ଆମେ ଦୁହେଁ ପୁଣି ଖୋଲା ଆକାଶରେ ଘୁରି ବୁଲିବା,ଏପରି କହି ପ୍ରେମିକ ପାଖକୁ ଚାଲିଗଲେ,KATAK ରେ ଏପରି ଘଟିଲା…

କଥା ଦେଇଥିଲି ସାରା ଜୀବନ ସାଙ୍ଗ ହେଇ ରହିବାକୁ।କିନ୍ତୁ କଥା ରଖିଲେନି,ହାତ ଛାଡ଼ି ଚାଲିଗଲେ।ଆଉ ଏହି ଦୁନିଆରେ ଏକା ରହିବା ଲାଭ କଣ,ଯେଉଁ ପ୍ରେମର ଆକାଶ ରେ ଆମେ ଦୁହେଁ ଉଡ଼ି ବୁଲିଥାନ୍ତେ,ସେଇ ଆକାଶ ରେ ମୁଁ ଏକା ଏକା କେମିତି ଉଡ଼ିବି।ତମେ ମତେ ଏବେ ଜଉଠି ଅପେକ୍ଷା କରିଚ ମୁଁ ଏବେ ସେଇଠିକୁ ଚାଲିଯିବି।ତମେ ଅପେକ୍ଷା କର ମୁଁ ତମ ପାଖକୁ ଆସୁଛି।ଆମେ ଦୁହେଁ ପୁଣି ଖୋଲା ଆକାଶରେ ଉଡ଼ିବୁଲିବା ଜଉ ଜାଗାରେ କେହି ନଥିବେ।

ଏହା କଉ ଗପ କିମ୍ବା ସିନେମା ଷ୍ଟୋରୀ ନୁହଁ ଆଜ୍ଞା ଏହା ବାସ୍ତବରେ ଘଟିଛି।ଏହି ଘଟଣାଟି କଟକ ଜିଲ୍ଲା ଚୌଦ୍ୱାର ଅନ୍ତର୍ଗତ ପୋଖରୀ ଗାଁରେ ଘଟିଛି।ଗତ ୨ ଦିନ ପରେ ଆଠଗଡ଼ ଅଞ୍ଚଳର ଜଣେ ଯୁବତୀ ତାଙ୍କ ପ୍ରେମିକା ଚାଲିଯିବାରୁ ସେ ମଧ୍ୟ ଚାଲିଗଲେ।ତାଙ୍କ ପ୍ରେମିକଙ୍କ ମୃତ୍ୟୁ କୁ ୨ ଦିନ ନ ହେଉଣୁ ତାଙ୍କ ମୃତ୍ୟୁର ଖବର ଆସିଛି।

ପ୍ରେମ ଲୋକଙ୍କୁ କିଛି ବି କରିପାରେ,ପ୍ରେମ ପାଇଁ ଲୋକ କିଛିବି କରିପାରନ୍ତି,ଆଜିର ଏହି ସମାଜରେ ଲୋକ ମାନଙ୍କ ପାଇଁ ସତେ ଯେମିତି ପ୍ରେମ ହିଁ ସବୁକିଛି ,ସଂସାରର ସବୁକିଛି ଭୁଲିଯାଇ ପ୍ରେମରେ ଲିଭି ଯାଉଛନ୍ତି ପ୍ରେମୀ ଯୁଗଳ ମାନେ।ବର୍ତ୍ତମାନ ସମୟ ଏମିତି ଆସି ଯାଇଛି କି ଲୋକମାନେ କିଏ ପ୍ରେମ କରି ଲାଇଫ ସୁଧାରି ନଉଛି ତ ଆଉ କେହି ଜୀବନ ହାରି ଦେଉଛନ୍ତି।

ଦୁହେଁ ଆଗରୁ ବିବାହିତ ଥିଲେ ଆଉ ତାଙ୍କର ନିଜ ନିଜର ସଂସାର ମଧ୍ୟ ଥିଲା,ଆଉ ଦୁହେଁ ପ୍ରେମରେ ପଡ଼ିଯାଇଥିଲି ହେଲେ ଦୁହେଁ ଯେମିତି ଜାଣିଲେ କି ତାଙ୍କ ପ୍ରେମ ସଫଳ ହେଇ ପାରିବ ନାହିଁ,ତେଣୁ ସେ ଦୁଇଜଣ ଆତ୍ମହତ୍ୟା କରିଦେଇଥିଲେ।

Leave a Reply

Your email address will not be published. Required fields are marked *