କେନ୍ଦ୍ରାପଡା PATAKURA ରେ ବଡ ଘଟଣା,ଭଣଜା ପ୍ରେମରେ ମାଇଁ ହେଲା ବାଇ କହିଲା ସ୍ୱାମୀ ଜମା ରାତିରେ ପାରୁନି ମୁଁ ଆଉ…

ଘଟଣାଟି କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନାରୁ ସାମ୍ନାକୁ ଆସିଛି। ଏଠାରେ ଏକ ଲୋକ ଲଜ୍ବିତ କରିବାଭଳି ଘଟଣା ଆମକୁ ଦେଖିବାକୁ ମିଳିଛି। ଘଟଣାଟି ଏହାକି ଯେ, ନିଜ ସିନ୍ଦୂର ଓ ପିଲାଛୁଆକୁ ଭୁଲିଯାଇ ଜଣେ ମହିଳା ନିଜ ଭଣଜା ସହିତ ରାଜସ୍ଥାନ ପଳାଇଛି। ମହିଳା ଜଣକ ଶାରୀରିକ ସୁଖ ପାଇବାପାଇଁ ନିଜ ଭଣଜାକୁ ଫସାଇଥିଲା ଯାହାକି ଏକଥା ଭଣଜା

ପାଖରୁ ସାମ୍ନାକୁ ଆସିଛି। ମହିଳାଙ୍କ ଭଣଜା କହୁଛନ୍ତି କି, ମାଇଁ ମୋତେ ସମ୍ପର୍କ ରଖିବାପାଇଁ ବାଧ୍ୟ କରନ୍ତି ଆଉ ମୋ ଆଗରେ ବସ୍ତ୍ର ଖୋଲିବାକୁ ମଧ୍ୟ ପଛାନ୍ତି ନାହିଁମହିଳା ଜଣକ ଦୁଇବର୍ଷ ଭଣଜା ସହିତ ରାଜସ୍ଥାନରେ ରହିବାପରେ ଏବେ ନିଜ ଶାଶୁଘରକୁ ଫେରି ନିଜ ହକ ମାଗୁଛନ୍ତି। ଏଥିରେ ଶଶୁର ଘରଲୋକେ

ତାଙ୍କୁ ବାରଣ କରି କହିଥିଲେ, ନିଜ ସ୍ୱାମୀ ଆଉ ଛୁଆକୁ ଛାଡ଼ି ଚାଲିଗଲା ପରେ କଣପାଇଁ ତୁ ଏଠାକୁ ଆସିଛୁ? ଏହାକହି ସେମାନେ ତାଙ୍କୁ ଘର ଭିତରକୁ ପ୍ରବେଶ କରିବାକୁ ଦେଇନଥିଲେ।ମହିଳା ଜଣକ ଶେଷରେ ମିଡ଼ିଆ ଆଗରେ ଅଭିଯୋଗ ଆଣି ଓଲଟା କହିଛନ୍ତି କି, ମୁଁ ଘରେ ଥିବାବେଳେ ମୋ ସ୍ୱାମୀ

ସେତେବେଳେ ବାହାରେ ରହୁଥିଲେ ଓ ଏହାର ଫାଇଦା ଉଠାଇ ମୋ ଶଶୁର ମୋତେ ଏକଲା ପାଇ ମୋ ପାଖରେ ଆସି ବସିବେ ଆଉ ମୋ ଅଣ୍ଟା ଆଉ ପିଠିରେ ହାତ ମାରିବେ। ଏଥିରେ ମୁଁ ପ୍ରତିରୋଧ କରିବାରୁ ସେ ମୋତେ କହିବେ ପୁଅ ତ ବାହାରେ ରହୁଛି ତ ମୁଁ କଲେ ଖରାପ କଣ?ଏବେ ମାମଲା ପୋଲିସ

ପାଖରେ ପହଞ୍ଚିବା ପରେ ପୋଲିସ ତୁରନ୍ତ ଏହାଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଉକ୍ତ ମହିଳା, ଭଣଜା, ଶାଶୁ, ଶଶୁର ଓ ସ୍ୱାମୀଙ୍କୁ ପୋଲିସ ତାରିଖ ଦେଇ ପୋଲିସ ଷ୍ଟେସନ ଡକାଇଛି। ବହୁତ ଜଲଦି ପୋଲିସ କ୍ଷୀରରୁ ପାଣିକୁ ଅଲଗା କରି ମାମଲାକୁ ସମାଧାନ କରିବ।

Leave a Reply

Your email address will not be published. Required fields are marked *