କେନ୍ଦ୍ରାପଡା Pattamundei ରେ ନିଜ ବାପା ଝିଅ ସହିତ ସବୁଦିନ ରାତିରେ କରୁଥିଲେ ଏଭଳି କାମ,ଜାଣିଲେ ଆପଣ କହିବେ କଳିଯୁଗ ଶେଷ ହେବାକୁ ବସିଲା…

ମୋ ବାପା ମୋ ସହ ୪ ବର୍ଷ ହେଲା ପ୍ରେମ ସମ୍ପର୍କ ରଖି ଆସିଛନ୍ତି,ଜବରଦସ୍ତି କରିକି ରଖନ୍ତି,ସପ୍ତାହକୁ ୨ ଥର ଲେଖାଏଁ ରଖନ୍ତି।ଏପର୍ଯ୍ୟନ୍ତ ରଖିଛନ୍ତି,ଅତ୍ୟଧିକ ହେଲା ବୋଲି ମୁଁ ଘର ଛାଡିଲି, ଚୁପ ରହି ନଥିଲି ଘରେ ସମସ୍ତଙ୍କୁ ଜଣେଇ ଥିଲି,ମା କୁ ଜଣେଇଥିଲି ମା କହିଲା ଦେଖ,ଘର କଥା ଘରେ ଇଜ୍ଜତ,ବାପାଙ୍କ ଚାକିରି ସମ୍ମାନ ସେଥିପାଇଁ ସମସ୍ତେ କହିଲେ ଚୁପ ହେଇଯା।

ମହିଳା ଥାନାରେ ମୁଁ ସେପ୍ଟେମ୍ବର ୭ ତାରିଖ ଦିନ ଏଫ ଆଇ ଆର ଦେଇଥିଲି,ସେମାନେ ଯେହେତୁ ମୁଁ ଏଠିକାର ବାସିନ୍ଦା ନୁହଁ,ତେଣୁ ମୋର ସେମାନେ ପଟ୍ଟାମୁଣ୍ଡେଇ ଥାନା କୁ ଟ୍ରାନ୍ସଫର କରିଦେଲେ ଓ ବାପା ମୋ ସହ ୪ ବର୍ଷ ହେଲା ପ୍ରେମ ସମ୍ପର୍କ ରଖି ଆସିଛନ୍ତି,ଜୋର ।ସେଇଟା ସେମାନେ କହିଥିଲେ

କି ଯେହେତୁ ତମେ ଏଠିକାର ବାସିନ୍ଦା ନୁହଁ ତେଣୁ ଆପଣଙ୍କ କେସ କୁ ଆମେ ପଟ୍ଟାମୁଣ୍ଡେଇ ପଠେଇ ଦଉଛୁ।ପଟ୍ଟାମୁଣ୍ଡେଇ ଥାନାରେ ଏଫ ଆଇ ଆର ର ସାତ ଦିନ ପରେ ସେମାନେ କଲ କଲେ।ମୁଁ ମୋ ଆଡୁ ମାଡ଼ମ ଙ୍କୁ କଲ କଲାପରେ ମାଡ଼ମ ମତେ କହିଲେ ଝିଅ ତମେ ଯାଇକି ରିପୋର୍ଟ କରିବ।ତ ମୁଁ କହିଲି

ମାଡ଼ମ ମୁଁ ଯିବିନି ମୋ ଜୀବନ ପ୍ରତି ବିପଦ ଅଛି।ତାପରେ ସେ କହିଲେ ଆପଣ ଯାଆନ୍ତୁ ମୁଁ ଆପଣକୁ ନେଇକି ଯିବି ପଟ୍ଟାମୁଣ୍ଡେଇ ଥାନାକୁ,ତାପରେ ତାଙ୍କ ଗାଡ଼ିରେ ଆମେ ସେଦିନ ୧୫ ତାରିଖ ଦିନ ଯାଇଥିଲୁ ପଟ୍ଟାମୁଣ୍ଡେଇ ଥାନାକୁ।ସେଠି ପଟ୍ଟାମୁଣ୍ଡେଇ ଥାନାରେ ୧୬୧ ହେଲେ ଆଇ ସି ସି ସାର ଆଇ ଏସ ଡି

ମାଡମ ମୋ ପରିବାର ର ସମସ୍ତେ ମତେ ମୋଟିଭେଟ କଲେ କି ମୁଁ ମୋ ଉକ୍ତି ଚେଞ୍ଜ କରିବା ପାଇଁ ଯାହା ହେଇଛି ସବୁ ସମାଧାନ ହେଇଯିବ ଆଉ ତୁ କିଛି କର ନା,ଆଉ ତୁ ତୋର ଉକ୍ତି ବଦଳେଇ ଦେ।ସେମାନେ ସମସ୍ତେ ସେଠାରେ ବହୁତ ଚେଷ୍ଟା କଲେ କି ଯେମିତି ମୁଁ ମୋ କଥା ବଦଳାଏ

ମୁଁ କହିଲି ମୁଁ ମୋର କଥା ବଦଳେଇବି ନାହିଁ।ତାପରେ ସେମାନେ ମତେ ସେଠାରେ ଗୋଟିଏ ଦିନ ଗୋଟିଏ ରାତି ରଖିଲେ ମେଡିକାଲ ଟେଷ୍ଟ କଲେ ଆଉ ମେଡିକାଲ ଟେଷ୍ଟ ରେ ମତେ ବହୁତ କଷ୍ଟ ଦେଲେ।ଆଉ ସେମାନେ ବହୁତ ଚେଷ୍ଟା କଲେ ମୋ କଥା ବଦଳେଇବା ପାଇଁ,ମତେ ସେମାନେ ସେଠାରେ ଗୋଟେ ଦିନ ଆଉ ଗୋଟେ ରାତି ରଖିଲେ।

Leave a Reply

Your email address will not be published. Required fields are marked *