ଆଉ ଜଣେ ଅର୍ଚନା,ନାମ ତାଙ୍କ Khusubu ମେଡିସିନି ଆଣିବା ପାଇଁ ପଠେଇକି ଗାଡି ଧରି ମାରନ୍ତି ଛୁ…

କିଛି ମହିଳା ଥାଆନ୍ତି ଯେଉଁମାନେ ଯୁବକଙ୍କୁ ନିଜ ଚେହେରା ଓ ସୌନ୍ଦର୍ଯ୍ୟର ପ୍ରଲୋଭନ ଦେଖାଇ ଦୌଡାଇଥାନ୍ତି। ଯୁବକ ଜଣକ ତାଙ୍କ ପଛରେ ପାଗଳ ହେବାପରେ ସେ ତାଙ୍କୁ ଆହୁରି ଅଧିକ ଦୌଡାଇଥାନ୍ତି ଓ ଶେଷରେ ମହିଳା ଜଣକ ଯୁବକଙ୍କୁ ଏମିତି ଜାଲରେ ଫସାଇ ଦିଅନ୍ତି ଯେ, ସେଠାରୁ ଯୁବକ ବାହାରି ପାରେନାହିଁ। ଏମିତି ଜଣେ ଯୁବତୀ ହେଉଛନ୍ତି ଅର୍ଚ୍ଚନା ଯାହାଙ୍କ

କାରନାମା ବିଷୟରେ ସାରା ଓଡ଼ିଶାରେ ଚର୍ଚ୍ଚା ଲାଗି ରହିଛି।ଏବେ ଅର୍ଚ୍ଚନାଙ୍କ ଭଳି ସମାନ ମାମଲା ଦିଲ୍ଲୀରେ ଦେଖିବାକୁ ମିଳିଛି। ଏଠାରେ ଖୁସବୁ ନାମକ ଜଣେ ମହିଳା ନିଜକୁ କେତେବେଳେ ଆଇଏଏସ ଅଧିକାରୀ ତ କେତେବେଳେ କୋର୍ଟ ଲୟର ରୂପରେ ପରିଚୟ ଦେଇ ଲୋକଙ୍କୁ ଠକିଛନ୍ତି। ଏକଦା ଖୁସବୁ ଜଣେ

ଧନଶାଳୀ ଲୋକକୁ ଲିଫ୍ଟ ମାଗିଥିଲେ ଓ ସେ ଲିଫ୍ଟ ଦେବାପରେ ଖୁସବୁ ତାଙ୍କୁ ଗାଡି ଭିତରେ ମିଠାମିଠା କଥା କହିଥିଲେ ଓ ଯୁବକ ଯେତେବେଳେ ତାଙ୍କ କଥାରେ ମୋହିତ ହୋଇଯାଏ ସେତେବେଳେ ଖୁସବୁ ତାଙ୍କୁ ଅଫର ଦେଇ କହିଥାନ୍ତି କି, କଣ ମୋ ସହ ଶାରୀରିକ ରଖିବାକୁ ଚାହିଁବେ ଯଦି ଚାହୁଁଛନ୍ତି ତାହେଲେ

ଷ୍ଟୋରରୁ ଏକ କମ ପ୍ୟାକେଟ ନେଇଆସନ୍ତୁ।ଯୁବକ ଏହାଶୁଣି ବହୁତ ଖୁସି ହୋଇଗଲା ଓ ସେ ଷ୍ଟୋର ଭିତରକୁ କମ ପାଇଁ ଯାଇଥିବା ସମୟରେ ଖୁସବୁ ନାମକ ଏହି ମହିଳା ଗାଡ଼ି ନେଇ ଫେରାର ହୋଇଯାଇଥିଲେ। ଏହାସହ ଖୁସବୁ ଙ୍କ ନାମରେ ଦିଲ୍ଲୀରେ ପ୍ରାୟତଃ ୧୦୦ରୁ ଉର୍ଦ୍ଧ୍ବ କେସ ଲାଗିରହିଛି

ସେ ପାଖାପାଖି ୩୦୦ ରୁ ଉର୍ଦ୍ଧ୍ବ ଲୋକଙ୍କୁ ନିଜ ବୁଢ଼ୀଆଣୀ ଜାଲରେ ଫସାଇ ଲୁଟିଛନ୍ତି।ଏବେ ମାମଲା ସାମ୍ନାକୁ ଆସୁଛି କି, ଆମ ଦେଶରେ ଅର୍ଚ୍ଚନା ଆଉ ଖୁସବୁକୁ ଛାଡ଼ିଦେଲେ ଏମିତି ଆଉ କେତେ ମହିଳା ଅଛନ୍ତି ଯିଏକି ନିଜର ସୁନ୍ଦର ଚେହେରା ଓ ସୌନ୍ଦର୍ଯ୍ୟର ପ୍ରଲୋଭନ ଦେଖାଇ ବହୁତସାରା ଲୋକଙ୍କୁ  କରି ତାଙ୍କଠାରୁ ଟଙ୍କା ଲୁଟିଛନ୍ତି?

Leave a Reply

Your email address will not be published. Required fields are marked *