ମୁଁ Jharpada ଜେଲ ରୁ ଗଲେ ପୁଣି ନୂଆ ଖେଳ କରିବା ଆଉ ଯେତିକି ବାକି ରହିଛି ସବୁ..

ଜାଣିଛ ଅର୍ଚ୍ଚନା ତମେ ଯେତେବେଳେ ମୋ ସ୍ତ୍ରୀ ହୋଇ ବଡ଼ ବଡିଆ ବାବୁ ମାନଙ୍କ ପାଖରେ ବେଡ଼ ଉପରେ ଶୋଇ ରୋମାନ୍ସ କରୁଥିଲ ମୁଁ ସେତେବେଳେ ସେ ଝରକା ସାଇଡ ରେ ଥାଇ ତାର ଲାଇଭ ସୁଟିଂ କରୁଥିଲି।ନେତା ଅଭିନେତା ମାନେ ଯେତେବେଳେ ତୋ  ଖୋଲି ତୋ ଉପରେ ପଡୁଥିଲେ ମୁଁ ସେତେବେଳେ ସେହି ଦୃଶ୍ୟକୁ କ୍ୟାମେରା ଲେନ୍ସ ରେ କଏଦ କରୁଥିଲି।

ଧନୀ ଘରର ଲୋକମାନେ ତୋ କରୁଥିବାବେଳେ ମୁଁ ସବୁ କୋଣ ଅନୁକୋଣ କୁ ନଜର କରୁଥିଲି।ଗୋଟେ ସ୍ବାମୀ ହୋଇ ମଧ୍ୟ ମୋ ନିଜ ସ୍ତ୍ରୀର ଖରାପ ସମ୍ପର୍କ ସମୟର ସାକ୍ଷୀ ମୁଁ ନିଜେ।ତା ବୋଲି ଯେ ମତେ ଖରାପ ଲାଗେନି ସେ କଥା ନୁହେଁ,ମତେ କଷ୍ଟ ହେଇନି ସେକଥା ନୁହେଁ ହେଲେ ପାପ କାମ କରି ବଡ଼ ଲୋକ ହେବା

ସ୍ବପ୍ନ ରେ ସେ ଦୁଃଖ କୁଆଡେ ମିଳେଇ ଯାଉଥିଲା।ଦିନ କେଇଟାର ବହୁତ ଟଙ୍କା କମେଇବା ନିଶାରେ ସେ କଷ୍ଟ କୁଆଡେ ହଜି ଯାଉଥିଲା।ନିଜ ସ୍ତ୍ରୀ ର ଅନୈତିକ ସମ୍ପର୍କ ଦେଖି ମତେ ବି କଷ୍ଟ ହୁଏ, ପର ପୁରୁଷ ମାନେ ଯେତେବେଳେ ମୋ ସ୍ତ୍ରୀ ର ଦେହକୁ ଝୁଣି ଝୁଣି ଖାଆନ୍ତି ମୋ ସାରା ଶରୀର ଟା ଥରି ଯାଏ।

ହେଲେ ବି ମୁଁ ସବୁ ସହିଯାଉଥାଏ କାହିଁକି ନା ଆମକୁ ରାତି ରାତି ପାପ କାମ କରି ବଡ଼ ଲୋକ ହେବାର ଅଛି।ଏହି ଦୁନିଆରେ ଇଜ୍ଜତ ମହତ ର କିଛି ମୂଲ୍ୟ ନାହିଁ।ଯାହା ପାଖରେ ଟଙ୍କା ଅଛି ସେ ଚାହିଁଲେ ଇଜ୍ଜତ ମହତ ସବୁ କିଛି କିଣି ପାରିବ। ସେଇଥି ପାଇଁ ମୁଁ ମଧ୍ୟ ମୋ ସ୍ତ୍ରୀ ର ଯୌବନ କୁ ବେପାର ରେ ଲଗେଇବା

ପାଇଁ ବାଧ୍ୟ ହେଇଗଲି।ଅଳ୍ପ ଦିନରେ ବହୁତ ଟଙ୍କା କମେଇବାର ସେଇ ସଇତାନ ପାପ କାମ ମତେ କବଳିତ କରିନେଲା।ମାନଙ୍କୁ କରି ତାଙ୍କ ଠାରୁ ପଇସା ଆଣିବାର ଦେଖା ଗଲା।କେବଳ ସେଇଥିପାଇଁ ମୋ ନିଜ ସ୍ତ୍ରୀ କୁ ପର ପୁରୁଷ ସହ ରୋମାନ୍ସ କରିବାକୁ ମୁଁ ଛାଡ଼ି ଦେଇ ସେଇ ରୋମାନ୍ସ ବେଳର ଦୃଶ୍ୟକୁ ମୁଁ କ୍ୟାମେରା

ରେ କଏଦ କରୁଥିଲି।କେବଳ ସେଇ ପାପ କାମ କରି ବଡ଼ ଲୋକ ହେବା ପାଇଁ ମୁଁ ଏସବୁ କରିଛି,କିନ୍ତୁ ଆଜି ମୋର ସେଇ ପାପ କାମ କରି ବଡ଼ ଲୋକ ହେବାର ନିଶା ଛାଡ଼ି ଯାଇଛି।ଏକ ରିପୋର୍ଟକୁ ଆଧାର କରି କିଛି ଏମିତି ପ୍ରସ୍ତୁତ।ହେଲେ ପାପ କାମ କଲେ ଦଣ୍ଡ ତ ନିଶ୍ଚୟ ମିଳିବ।ପାପ କାମ ପଡ଼ିଲା ଧରା, ଜେଲ ଯାଇଥିଲା ଅର୍ଚ୍ଚନା।

Leave a Reply

Your email address will not be published. Required fields are marked *