ଲକ୍ଷ୍ମୀପୂଜା Medha ରେ ଟୁଙ୍ଗୁରୁ ବର୍ଷା,ଦେଖିବା ପରେ ଲୋକ ମୁଣ୍ଡରେ ହାତ ଦେଲେ ଆଉ କହିଲେ ତମକୁ ଖରାପ..

ଟୁଙ୍ଗୁରୁ ବର୍ଷା କେତେକ ମାତ୍ରାରେ ପ୍ରାୟ ଆପଣ ଜାଣିଥାଇପାରନ୍ତି।ଅଟୋ ଚଲାଉଛି ଟୁଙ୍ଗୁରୁ ଆଉ ପଛରେ ବସିଛି ବର୍ଷା।ଆଉ ପଛରେ ବସିଥିବା ବର୍ଷାକୁ ଗୋଲାପ ଫୁଲ ଦେଉଛନ୍ତି ଟୁଙ୍ଗୁରୁ।ଆଉ ହଠାତ ଅଟୋ ରୁ ଓହ୍ଲାଇ ପ୍ରେମ କରୁଛନ୍ତି ଟୁଙ୍ଗୁରୁ ଭୋଳ।ହଁ ଆଜ୍ଞା ଟିକେ ଭଲ କରି ଦେଖୁ ନାହାନ୍ତି ଏହି ଦୃଶ୍ୟକୁ କେମିତି ଲୋକେ ସଜେଇଛନ୍ତି ଟୁଙ୍ଗୁରୁ ଭୋଳ ଆଉ ବର୍ଷା ଙ୍କୁ।

ଦର୍ଶକ ବନ୍ଧୁ ଧରାପୃଷ୍ଠକୁ ଆଗମନ କରିଛନ୍ତି ମା ଗଜଲକ୍ଷ୍ମୀ,ମାଆଙ୍କ ଆଗମନ କୁ ନେଇ ଗାଁ ଠାରୁ ସହର ସବୁଠି ଖୁସିର ଦୃଶ୍ୟ।ମାଆଙ୍କର ଆଗମନ ପାଇଁ ସମସ୍ତଙ୍କ ମନ ଉତ୍ସାହିତ।ଚଳିତ ବର୍ଷ ମାଆଙ୍କ ଆଶୀର୍ବାଦରେ ସବୁଠାରେ ଚାଲିଛି ଧନ ଧାତ୍ରୀ ମା ଲକ୍ଷ୍ମୀଙ୍କ ପୂଜା।ମାଆ ହିଁ ସବୁକିଛି, ମାଆଙ୍କ ଦୟାରୁ ଏ ଦୁନିଆ

ଚାଲିଛି,ସବୁ ମାଆଙ୍କ କୃପା ଅଟେ।ମାଆଙ୍କ କୃପା ବିନା ଉନ୍ନତି କରିବା ଅଟେ ଅସମ୍ଭବ।ସବୁ ମାଆଙ୍କ ଦୟା ଅଟେ।ମାଆଙ୍କ ନାମ ଜପ କର ରହିବେ ଖୁସିରେ।ମାଆଙ୍କ ଦୟାରୁ ଆମେ ବଂଚିଚେ, ଖାଇବାକୁ ପାଉଛେ, ପିନ୍ଧିବାକୁ ପାଉଛେ, ସବୁ ମାଆଙ୍କ ଦୟା।ତେବେ ଯାଜପୁର ଜିଲ୍ଲାର ର ସୁକିନ୍ଦା ବ୍ଲକ ର ଦାମୋଦର

ଗାଁ ରେ ମାଆ ଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହେଇ ଆସିଛି।ଏ ବର୍ଷ ମଧ୍ୟ ମାଆଙ୍କ ପୂଜାକୁ ନେଇ ଗ୍ରାମର ପ୍ରତ୍ୟେକ ପୂଜା କମିଟି ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ଦେଖିବାକୁ ମିଳିଥିଲା।ଗ୍ରାମର ପ୍ରତ୍ୟେକ ପୂଜା କମିଟି ତରଫରୁ ଗ୍ରାମ କୁ ଅତି ସୁନ୍ଦର ଭାବରେ ସଜା ଯାଇଥିବା ବେଳେ ଗ୍ରାମର ପ୍ରତ୍ୟେକ ଶୋ ରେ

ଭକ୍ତଙ୍କୁ ଆକୃଷ୍ଟ କରିବାକୁ ଅନେକ ସୁନ୍ଦର ସୁନ୍ଦର କାର୍ଯ୍ୟ ମଧ୍ୟ କମିଟି ପକ୍ଷରୁ ନିର୍ମାଣ କରାଯାଇଛି।ଦୋକାନ ସାଙ୍ଗକୁ ଅପେରା ଆଉ ମୀନା ବଜାର ପଡ଼ିଛି।ସେପଟେ ଶାନ୍ତି ଶୃଙ୍ଖଳା କୁ ଦୃଷ୍ଟିରେ ରଖି ସୁକିନ୍ଦା ପୋଲିସ ପକ୍ଷରୁ ବ୍ୟାପକ ପରିସ୍ଥିତି ସୃଷ୍ଟି କରାଯାଇଥିବା ବେଳେ ଗ୍ରାମର ସମସ୍ତ ସହାୟତା କମିଟି ବନାଯାଇ ଦର୍ଶକଙ୍କୁ ଶାନ୍ତି ଶୃଙ୍ଖଳାରେ ରଖା ଯାଇଥିବାର ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *