Surendra Routray ଅର୍ଚ୍ଚନା କିଏ ମୁଁ ଜାଣିନି,ନହେଲେ ସେ ଜାଣିଥାନ୍ତା ମୁଁ କଣ,ସେ ଯାହା ସବୁ କରିଛି ତା ପାଇଁ…

ସୁର ରାଉତ ଏମିତି କିଛି କହିଥିଲେ କି ମୁଁ କହି ପାରିବି ନାହିଁ ଅର୍ଚ୍ଚନା କିଏ?ଏ କଉଠି କଣ କଲେ,ମୁଁ ଏସବୁ କେସ ରେ ପସେନି,ଏଗୁଡ଼ାକରେ ଏବେ ଗୋଟେ ବ୍ୟାପାର ହେଇଗଲାଣି।ଓଡ଼ିଶାରେ ବ୍ୟାପାର ହେଇଗଲାଣି।ମିଡିଆ ପଚାରିଲେ କି ସାର ବିଜେପି ବିଜେଡ଼ି କଂଗ୍ରେସ କିଏ ଅଛନ୍ତି?ସୁର ରାଉତ କହିଲେ ଜଉ ଦଳ ଯାହା ଅଛି ତାକୁ କାଢ।ତାଙ୍କୁ ନେଇକି ଅପରେସନ

କର ସେଗୁଡ଼ାକ କାହିଁକି ତଳେ ରହିକି ଏଗୁଡ଼ାକ ଅବର୍ଜା କାମ କରୁଛନ୍ତି, ବଜରା କାମ କରୁଛନ୍ତି?ତାଙ୍କୁ ନେଇକି ଅପରେସନ କର ତାଙ୍କର ଖରାପ କାଉଣ୍ଟର ଯେମିତି ପୁରା ବନ୍ଦ ହେଇଯିବ।ଏଗୁଡାକ ବହୁତ ଅନ୍ୟାୟ କାମ କରୁଛନ୍ତି ପଲଟିକାଲ ଲୋକ ଗୁଡ଼ାକ,ଜଉଠି ପାରୁଛନ୍ତି ସେଇଠି ପସି ଯାଉଛନ୍ତି।

ସେଗୁଡ଼ାକ ଚିହ୍ନଟ କରିକି ଅପରେସନ କର,ଫାସ ପକେଇକି ଅପରେସନ କରିଦିଅ।ସେଗୁଡ଼ାକ ଖରାପ କାମରୁ ବଞ୍ଚିବେ ଆଉ ତାଙ୍କର ଖରାପ କରିବାକୁ ଇଛା ହେବନି।ମିଡିଆ ପଚାରିଲେ କି ସାର ଜଉ ମାନଙ୍କ ନାଆଁ ଅଛି ସେମାନଙ୍କୁ କଣ କରା ହେବ?ସୁର ରାଉତ କହିଲେ କି ହଁ ପୁରା ପୁରା ସେମାନଙ୍କୁ ଅପରେସନ କରିଦିଅ

ତାପରେ ସେମାନଙ୍କର ଆଉ ଖରାପ କରିବାକୁ ଇଚ୍ଛା ହେବନି କି କାମ କରିବାକୁ ଅଳସୁଆ ହେବେନି।ଅପରେସନ ହେଲେ ସବୁ ଠିକ ହେବ।ଅପରେସନ ନିହାତି ଦରକାର।ତେବେ ଅର୍ଚ୍ଚନା ଯେକି ଜେଲ ଯାଇଥିଲେ ଏବଂ ସେ ପାପ କାମ କରିଥିଲେ ଏବଂ ଧରାପଡିଥିଲେ।ତେବେ ସୁର ରାଉତ ଏହାକୁ ନେଇ କିଛି କଥା ରଖିଥିଲେ ଯାହା ଉପରେ କିଛି ଦିଆଯାଇଛି।

Leave a Reply

Your email address will not be published. Required fields are marked *