Phonepay ରେ ନୁହଁ ଯଥାଶୀଘ୍ର ରୁମ କୁ ଆସିକି ପଇସା ଦିଅ,ଆଉ ଥରେ ଜାଗାରେ ଦୁଇଥର ଚାଲୁ ପଛେ କିନ୍ତୁ…

ମୁଁ ତୁମକୁ ଖୁସି କଲି।ଏବେ ତମେ ମତେ ଖୁସି କରିବାକୁ ହେଲେ ମତେ ମୋଟା ଅଙ୍କରେ ଟଙ୍କା ଦେବାକୁ ପଡ଼ିବ।କିନ୍ତୁ ମୁଁ ଫୋନ ପେରେ ନେବି ନାହିଁ।ମତେ ହାତରେ ଆଣି କ୍ୟାଶ ଦିଅ। ଅନଲାଇନ ମୁଁ ନେବା ପାଇଁ ଚାହୁଁନି।ଲକ୍ଷ ଲକ୍ଷ ଟଙ୍କାର କଥା।ଯଦି ମୁଁ ଧରା ପଡ଼ିଗଲି ତାହେଲେ ମୋର କଣ ହେବ।ମୁଁ ଫସି ଯିବି।ତମେ ମୋ ଘରକୁ ଆସି ସିଧା ମୋ ହାତରେ ଦିଅ।

ଅର୍ଚ୍ଚନା ସିନା ଦଶମ ପାସ କରିବା ପରେ ଗାଁରୁ ବାହାରି ପଡ଼ିଥିଲେ ରାଜଧାନୀ ହେଲେ ବିୟୁଟି ପାର୍ଲରରେ କାମ କରିବା ବେଳେ ବଡ଼ ବଡ଼ ଘରର ଝିଅ ବୋହୁଙ୍କ ଦେଖି ଆଶ୍ଚର୍ଯ୍ୟ ହେଉଥିଲେ।ଆଉ ସବୁବେଳେ ତାଙ୍କ ଜୀବନଶୈଳୀ ଦେଖି ଲୋଭେଇ ଯାଉଥିଲେ।ମୁଣ୍ଡକୁ ପାପୀ କାମ ଆସିଥିଲା କି କିଭଳି ସେ ତାଙ୍କ ଶରୀରକୁ

ନେଇ କୋଟି କୋଟି ଟଙ୍କା ରୋଜଗାର କରି ପାରିବେ।ଆଉ ଆପଣ ଜାଣିଛନ୍ତି କିଏ ନ ଫସିଲା ତା କାମରେ। ରାଜନେତାଙ୍କ ଠାରୁ ଆରମ୍ଭ କରି ବଡ଼ ବଡ଼ ଲୋକେ କୋଟି ପତି ବିଲଡର ଫସିଲେ।ତେବେ ଅର୍ଚ୍ଚନା ଗାଁରୁ ଭୁବନେଶ୍ବର ଆସିବା ପରେ ନିଜ ଚେହେରାରେ ଚମକ ଆଣିଥିଲେ।ଯେମିତି ସମ୍ଭ୍ରାନ୍ତ ଶ୍ରେଣୀର ଜଣେ

ମହିଳା ଭଳି ଦେଖା ଯିବେ।ଯିଏ ଦେଖିବ ପାଖକୁ ଟାଣି ହୋଇ ଆସିବ।ତେବେ ସବୁ ବଡ଼ ବଡ଼ ଲୋକ ତାଙ୍କର ଏହି ଫାଶରେ ପଡ଼ିଥିଲେ।ଏହାକୁ ନେଇ ସେ ଟଙ୍କା ରୋଜଗାର କରୁଥିଲେ।ସ୍ଵାମୀ ସ୍ତ୍ରୀ ମିଶି ନିଷ୍ପତି ନେଇଥିଲେ କି ଠକ ସ୍ତ୍ରୀ ଯେତେ ଯାହା ସହ ସମ୍ପର୍କ ରଖୁ ଟଙ୍କା ନେବା ବେଳେ ଅନଲାଇନ ନେବେ ନାହିଁ।

ଯେତେବେଳେ ବଡ଼ ଆକାର ଟଙ୍କା ବ୍ୟାଙ୍କକୁ ଆସେ ବ୍ୟାଙ୍କବାଲାଙ୍କ ନଜର ପଡ଼ିଯାଏ।ଏହା ଦ୍ବାରା ସହଜରେ ଫସିଯାଏ ମଣିଷ। ସେଥି ପାଇଁ ଅର୍ଚ୍ଚନା ସଂପର୍କ ରଖିବା ପରେ ସିଧା କ୍ୟାସ ମାଗୁଥିଲେ।ତାହା ପୁଣି ପାଖକୁ ଆସି ହାତରେ ଦିଅ।ଦରକାର ପଡିଲେ ଆଉ ଥରେ  ସଂପର୍କ ରଖ କିନ୍ତୁ ପଇସା

ହାତରେ ଦିଅ।ତେବେ ଅନଲାଇନ ପଇସା ଦେବା ପାଇଁ ରୋକ ଠୋକ ମନା କରୁଥିଲେ ଅର୍ଚ୍ଚନା।କିଏ ଖୁସିରେ ଟଙ୍କା ଦେଉଥିଲା ତ କିଏ ଭିଡିଓ ଭାଇରାଲ ଭୟରେ ଟଙ୍କା ଦେଉଥିଲା।ଏହି ଭଳି ଭାବେ ସେ କୋଟି କୋଟି ଟଙ୍କା ଆଦାୟ କରୁଥିଲେ।କିନ୍ତୁ ତାହା ହାତରେ କ୍ୟାସ ନେଉଥିଲେ। ଅନଲାଇନ ଦେଲେ ମନା କରି ଦେଉଥିଲେ।

Leave a Reply

Your email address will not be published. Required fields are marked *