ପୁଣି ଏବେ କମିଲା ସୁନା ରୁପା ଦର,ନୂଆ RATE ଜାଣିଲେ ଆପଣ ମଧ୍ୟ ହେଇଯିବେ ଖୁସି..

ଶସ୍ତା ହେଲା ସୁନା ରୁପା ଦର।କିନ୍ତୁ ଏହି ଅଫର ବହୁତ ଜଲ୍ଦି ଶେଷ ମଧ୍ୟ ହୋଇପାରେ।ବହୁ ମୂଲ୍ୟ ଧାତୁ ଭାବରେ ସୁନା ବହୁତ ପ୍ରସିଦ୍ଧ।ସାଧାରଣତଃ ଭାରତରେ ଏହାର ଚାହିଦା ବହୁତ ଅଧିକ।କିନ୍ତୁ ଭାରତୀୟ ବଜାରରେ ସୁନା ଏବଂ ରୁପାର ମୂଲ୍ୟ କମିଛି।ତେବେ ଏମସିଏସ୍କରେ ସୁନା ମୂଲ୍ୟ ୦.୪ ପ୍ରତିଶତ ହ୍ରାସ ପାଇଛି।ଯାହାଫଳରେ ଦୁଇ ମାସରେ ଏହା ସର୍ଵନିମ୍ନ ଦରରେ ପହଂଚିଛି।

ଏହାର ମୂଲ୍ୟ ବର୍ତ୍ତମାନ ୧୦ ଗ୍ରାମକୁ ୫୦,୦୦୦ ଟଙ୍କା ରହିଛି।ସେହିପରି ରୁପାର ମୂଲ୍ୟ ବହୁତ ବର୍ଷର ସର୍ବନିମ୍ନ କିଲୋଗ୍ରାମକୁ ୫୩୯୫ ଟଙ୍କାକୁ ଖସି ଆସିଛି।ତେବେ ବିଶ୍ୱ ବଜାରରେ ସୁନା ଆମେରିକୀୟ ଡଲାର ମଧ୍ୟରେ ଛଅ ସପ୍ତାହ ତଳକୁ ଖସି ଆସିଛି।ସୁନା ୦.୩ ପ୍ରତିଶତ ହ୍ରାସ ହୋଇ ୧୭୦୬.୩ ଡଲାରରେ ପହଂଚିଛି।

କାରଣ ଡଲାର ସୂଚକାଙ୍କ ୦.୩ ପ୍ରତିଶତ ହ୍ରାସ ହୋଇ ୧୭୦.୩୧ ରେ ପହଂଚିଛି।ତେବେ ଆମେରିକୀୟ ଡଲାରରେ ସ୍ଥିର ପାଇଁ ସୁନା ଦର ବଢିବା କମିବା ଉପରେ ନିର୍ଭର କରୁଛି।ଘରୋଇ ବଜାରରେ କିଛି ବିଶେଷଜ୍ଞ ଆଶା କରୁଛନ୍ତି ଯେ, କିଛି ସମୟ ପାଇଁ ଏହି ଦୁର୍ବଳ ଧାରା ଜାରି ରହିବ।
ତେବେ କିଛି ଦିନ ତଳେ

ମୁମ୍ବାଇ ଏବଂ କୋଲକାତାରେ ୧୦ ଗ୍ରାମ ୨୪ କ୍ୟାରେଟ ସୁନାର ମୂଲ୍ୟ ୫୧,୪୩୦ ଟଙ୍କା ହୋଇଥିବା ବେଳେ ୧୦ ଗ୍ରାମ ୨୨ କ୍ୟାରେଟ ସୁନାର ମୂଲ୍ୟ ୪୭,୧୫୦ ଟଙ୍କାକୁ ଖସି ଆସିଥିଲା।ସେହିପରି ଦିଲ୍ଲୀରେ ୨୪ ଓ ୨୨ କ୍ୟାରେଟ ସୁନାର ମୂଲ୍ୟ ଯଥାକ୍ରମେ ୫୧,୬୦୦ ଟଙ୍କା ହୋଇଥିବା

ବେଳେ ୧୦ ଗ୍ରାମ ପ୍ରତି ୪୭,୩୦୦ ଟଙ୍କା ରହିଥିଲା।ତେବେ ଆପଣ କିଣିବାକୁ ଗଲା ବେଳେ ମୂଲ୍ୟ ଦେଖିକରି ଯିବେ କାରଣ ଦର କମ ବେଶୀ ହୋଇପାରେ।ତେବେ ସତର୍କତା ଅବଲମ୍ବନ କରି ଯିବେ।ଭିନ୍ନ ଭିନ୍ନ ପଜଲ ଆମେ ଆଣୁ ତେବେ ପଜଲ ଆପଣଂକୁ କିପରି ଲାଗେ କମେଣ୍ଟରେ ଜଣେଇପାରିବେ।

ତେବେ ସାଧାରଣ ଜ୍ଞାନ ପ୍ରଶ୍ନ ଓ ଉତ୍ତର ଆଣୁ ତେବେ ସାଧାରଣ ଜ୍ଞାନ ପ୍ରଶ୍ନ ଓ ଉତ୍ତର ପଢି ଆପଣଙ୍କ ଅନୁଭବ କଣ କମେଣ୍ଟ ରେ ଜଣେଇ ପାରିବେ।

Leave a Reply

Your email address will not be published. Required fields are marked *