ନିମ୍ବର ଦାନ୍ତ କାଠିର ଏହି ସବୁ ଫାଇଦା, ଆଜି ହିଁ ଜାଣିନିଅନ୍ତୁ ଏହି ସବୁ ବିଷୟରେ – ଜୀବନରେ କେବେ ଆପଣଙ୍କ ଦାନ୍ତ ସମସ୍ୟା ହେବ ନାହିଁ..

ଦାନ୍ତକୁ ସଫା କରିବାପାଇଁ ସବୁଠାରୁ ଅଧିକା ନିମ୍ବର ଦାନ୍ତ କାଠି ବେଶୀ ବ୍ୟବହାର କରାଯାଏ , ଏହା ନା କେବଳ ଆପଣଙ୍କ ଦାନ୍ତକୁ ସୁସ୍ଥ୍ୟ ରଖିଥାଏ , ବରଂ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ, ଏହାର ଫାଇଦା କିଛି ଏହିପ୍ରକାର ଅଛି,ଦାନ୍ତ ହଳଦିଆ ଦେଖାଦେଲେ- ନିୟମିତ ରୁପରେ ନିମ୍ବର ଦାନ୍ତ କାଠି ବ୍ୟବହାର କଲେ ଦାନ୍ତରୁ ହଳଦିଆ ଦାଗ ସବୁ ଛାଡିଯାଏ, ଆଜିର ସମୟରେ ଅଧିକାଂଶ ଲୋକଙ୍କର ଦାନ୍ତ ହଳଦିଆ ଦେଖାଯାଏ , ଏମିତିରେ ଯଦି ଆପଣ ନିମ୍ବର ଦାନ୍ତକାଠି ବ୍ୟବହାର କରିବେ ତେବେ ଦାନ୍ତରୁ ହଳଦିଆ ଦାଗ ସବୁ ଦୁର ହୋଇଯିବ , ଓ ମଜବୁତ୍ ଚମକଦାର୍ ନଜର ଆସିବ ।

ମୁହଁରୁ ଛାଲ- ନିମ୍ବରେ ଆଣ୍ଟି ମାଇକ୍ରୋ ବିୟଲ୍ ଗୁଣ ଓ ଆଣ୍ଟି ଏକ୍ସିଡେଣ୍ଟ ତତ୍ତ୍ୱ ମୁହଁର ଛାଲକୁ ଠିକ୍ କରିବାରେ ସାହାଯ୍ୟ କରେ, ଏହା ମୁହଁରୁ ମହଜୁଦ୍ ସବୁ ବ୍ୟାକ୍ଟେରିଆ କୁ ଶେଷ କରି ସମସ୍ୟାକୁ ଆଉଥରେ ସୃଷ୍ଟୀ କରିବାକୁ ଦିଏନାହିଁ ।

ଫେସର କସରତ- ବହୁତଥର ଦେଖାଯାଏ କି ବ୍ରଶ୍ ତ ଆପଣ ସାମାନ୍ୟ ଭାବେ କରନ୍ତି କିନ୍ତୁ ଯେବେ ଦାନ୍ତ ଘସନ୍ତି ତେବେ ଦାନ୍ତର ସଫା ହେବା ସହ ଆପଣଙ୍କ ଫେସର ବି କସରତ୍ ହୋଇଥାଏ, ଯାହାଦ୍ୱାରା ଫେସ୍ ନିୟମିତ ଏକ୍ସରସାଇଜ୍ ହେଉଥାଏ, ଏମିତିରେ ଆପଣଙ୍କ ଚେହେରା ସୁନ୍ଦର ଓ ସ୍ଲିମ୍ ଦେଖାଯାଏ ।

ଦାନ୍ତର ପୀଡା- ନିମ୍ବର ଦାନ୍ତକାଠିରୁ ବାହାରୁଥିବା ରସ ନା କେବଳ ଦାନ୍ତର ସମସ୍ୟାକୁ ଦୁର କରେ ତାହା ସହ ଦାନ୍ତରେ ହେଉଥିବା ପୀଡାକୁ ବି ଦୁର କରିଦିଏ , ଏଥିରେ ମହଜୁଦ୍ ଆଣ୍ଟି ବ୍ୟାକ୍ଟେରିଆଲ୍ ,ଆଣ୍ଟୀ ଫଙ୍ଗଲ୍, ଓ ଆଣ୍ଟି ଭାଇରାଲ୍ ଗୁଣ ଦାନ୍ତର ଶିରାରେ ଯାଇ ଆରାମ ଦେଇକରି କଷ୍ଟ ଲାଘବ କରେ, ତାହା ସହ ମାଢିକୁ ମଜବୁତ୍ କରେ, ନିମ୍ବର ଦାନ୍ତକାଠି ବୁଢାପା ପର୍ଯ୍ୟନ୍ତ୍ ଦାନ୍ତକୁ ସୁସ୍ଥ୍ୟ ରଖିଥାଏ ।

ଦାନ୍ତରେ ପୋକ-ଚକଲେଟ୍ ଆଦି ଖାଇବା କାରଣରୁ ବହୁତଥର ଛୋଟ ଛୁଆଙ୍କୁ ଦାନ୍ତରେ ପୋକ ଲାଗିଯାଏ ,ଯାହାର କାରଣରୁ ଦାନ୍ତରେ ପୀଡା ହେବାକୁ ଲାଗେ, ତାହା ସହ ଖାଇବା ପିଇବାରେ ସମସ୍ୟା ଦେଖାଯାଏ ,ଏମିତିରେ ଯଦି ଆପଣ ନିଜ ଛୁଆଙ୍କୁ ନିୟମିତ ରୁପରେ ନିମ୍ବର ଦାନ୍ତକାଠି କରନ୍ତି, ତେବେ ଦାନ୍ତରେ ପୋକ ଖାଇବ ନାହିଁ ଓ ସେ ଭଲ ଭାବରେ ସଫା ରହିବ ।ଏହି ଦାନ୍ତକାଠି ମୁହଁରେ ଥିବା କିଟାଣୁକୁ ମାରି ଶେଷ କରିଦିଏ ।

ମୁହଁର ଦୁର୍ଗନ୍ଧ- ବହୁତଥର ଖାଇବା କିମ୍ବା ପିଇବା କାରଣରୁ ମୁହଁରେ ଦୁର୍ଗନ୍ଧ ଦେଖାଦିଏ, ଏମିତିରେ ଯଦି ନିୟମିତ୍ ରୁପରେ ନିମ୍ବର ଦାନ୍ତ କାଠି ବ୍ୟବହାର କରିବେ ,ତେବେ ମୁହଁରେ କେବେ ଦୁର୍ଗନ୍ଧ୍ ଆସିବ ନାହିଁ, ଓ ଆପଣଙ୍କ ମୁହଁରୁ ଫ୍ରେସ୍ ଓ ତାଜା ବାସ୍ଣା ଆସିବ ।

ସେନସିଟିଭିଟି- ଦାନ୍ତରେ ସେନସିଟିଭିଟି ହେବା ଆଜିର ସମାଜରେ ସାଧାରଣ ସମସ୍ୟା ହେଉଛି, ଏଥିରୁ ଯଦି ଆପଣ ନିମ୍ବର ଦାନ୍ତ କାଠି ବ୍ୟବହାରକରନ୍ତି ତେବେ ଆପଣଙ୍କ ଦାନ୍ତ ସେନସିଟିଭିଟୀ ସବୁବେଳେ ଦୁର ହୋଈଯିବ , ଓ ଆପାଣଙ୍କ ଦାନ୍ତ୍ ସୁସ୍ଥ୍ୟ ଓ ଭଲ ରହିବ ।

ତେବେ ଏହା ଥିଲା ନିମ୍ବର କିଛି ଫାଇଦା ଯାହାକୁ ଜାଣିକରି ଆପଣ ପ୍ରାକୃତିକ ଦାନ ବ୍ୟବହାର କରିବାରେ ନିଶ୍ଚିତ ଭାବିବେ , ଥରେ ନିମ୍ବର ଦାନ୍ତ କାଠିକୁ ଭାଙ୍ଗି ତାକୁ ବ୍ୟବହାର୍ କରନ୍ତୁ, ସ୍ୱାଦରେ ସେମିତି ପିତା ଲାଗିପାରେ କିନ୍ତୁ ଛୋଟ ଛୁଆଙ୍କୁ ବ୍ୟବହାର କରାଉଥିବା ବେଳେ ବିଶେଷ ଧ୍ୟାନ ରଖିବେ ।

Leave a Reply

Your email address will not be published. Required fields are marked *