ଏହି ତିନୋଟି ଫଳର ମିଶ୍ରଣରୁ ୨୦ ବର୍ଷର ପୁରୁଣା କବଜ୍ କୁ ଠିକ୍ କରିଥାଏ, ଏହା ଅମୃତ ତୁଲ୍ୟ ତ୍ରିଫଳା ଘରେ ବନାଇବାର ବିଧି

ବନ୍ଧୁଗଣ , ଆୟୁର୍ବେଦ ଅନୁସାରେ ଆମ ଶରୀରରେ ଯେତେ ବି ରୋଗ ହୋଇଥାଏ, ସେ ତ୍ରିଦୋଷ, ବାତ,ପିତ୍ତ, କଫ ବିଗିଡିବାରୁ ହୋଇଥାଏ, ସେମିତି ଆଜିର ତାରିଖରେ ବାତ,ପିତ୍ତ କଫ ପୁରା ଭାବେ ବୁଝିପାରିବା ସାମାନ୍ୟ ବୃଦ୍ଧି ର ବ୍ୟକ୍ତି ଦ୍ୱାରା ସଂମ୍ଭବ ପର ନୁହେଁ , କିନ୍ତୁ ଆପଣ ଟିକିଏ ବୁଝିବାକୁ ଚାହଁନ୍ତି ତେବେ ଏତିକି ମାନିନିଅନ୍ତୁ, ମୁଣ୍ତରୁ ନେଇକରି ଛାତିର ମଧ୍ୟଭାଗ ପର୍ଯ୍ୟନ୍ତ ଯେତେ ରୋଗ ହୋଇଥାଏ ତେବେ ସେ କଫ ବିଗଡିବା କାରଣରୁ ହୋଇଥାଏ , ଛାତିର ମଧ୍ୟରୁ ପେଟ ଶେଷ ହେବା ପର୍ଯ୍ୟନ୍ତ ଯେତେ ରୋଗ ହୋଇଥାଏ, ସେ ପିତ୍ତ ବିଗଡିବାରୁ ହୋଇଥାଏ, ଓ ତାହାର ତଳ ପର୍ଯ୍ୟନ୍ତ ଯେତେ ରୋଗ ହୋଇଥାଏ ସେ ବାତ ବିଗଡିବା ଯୋଗୁଁ ହୋଇଥାଏ, କିନ୍ତୁ ବହୁତଥର ଗ୍ୟାସ ହେବା ଯୋଗୁଁ ମୁଣ୍ତବିନ୍ଧା ହୁଏ , ତେବେ ଏହି କଥା ବିଗିଡିବା ମାନାଯିବ , ଯେପରି ଥଣ୍ତା ହେବା, ଛିଙ୍କ ଆସିବା, କାଶ ହେବା ଏହା କଫ ବିଗିଡିବାର ରୋଗ ଅଟେ, ତେବେ ଏହି ରୋଗରେ ଆୟୁର୍ବେଦରେ ତୁଳସୀ ନେବାର କୁହାଯାଏ , କାରଣ ତୁଳସୀ କଫ ନାଶକ ଅଟେ, ଏମିତିରେ ପିତ୍ତ ରୋଗ ପାଇଁ ଜିରାର ପାଣି ନେବାକୁ କୁହାଯାଏ , କାରଣ ଜିରା ପିତ୍ତ ନାଶକ ହୋଇଥାଏ, ଏହି ପରି ମେଥି କୁ ବାତ ନାଶକ କୁହାଯାଏ , କିନ୍ତୁ ମେଥିରେ ଅଧିକା ନେଲେ ବାତ ସନ୍ତୁଳିତ ହୋଇଯାଏ , କିନ୍ତୁ ପିତ୍ତ ବଢାଇଦିଏ ।

ମହାରୁଷି ବାଗଭଟ କହନ୍ତି କି ଆୟୁର୍ବେଦରେ ଅଧିକାଂଶ ଔଷଧ , ବାତ ପିତ୍ତ କିମ୍ବା କଫ ନାଶକ ହୋଇଥାଏ ।କିନ୍ତୁ ତ୍ରିଫଳା ଏକ ମାତ୍ର ଏମିତି ଔଷଧୀ ଅଟେ ,ଏ ଯାହା ବାତ,ପିତ୍ତ, କଫ ତିନିକୁ ଗୋଟେ ସହ ସନ୍ତୁଳିତ କରିଥାଏ, ବାଗଭଟ୍ଟଜୀ ଏହି ତ୍ରିଫଳା କୁ ଏତେ ପ୍ରଶଂସା କରିଥାନ୍ତି, ସେ ଆୟୁର୍ବେଦରେ ୧୫୦ ରୁ ଅଧିକା ସୁତ୍ର ମାତ୍ର ତ୍ରିଫଳା ହିଁ ଲେଖିଛନ୍ତି ତ୍ରିଫଳାକୁ ଏହା ସହ ନେବେ ତ  ଲାଭ ହେବ , ତ୍ରିଫଳାକୁ ତାହା ସହ ନେବେ ତ ଲାଭ ହେବ ।

ତ୍ରିଫଳାର ଅର୍ଥ କଣ ଅଟେ ? ତ୍ରିଫଳା-ତିନି ଫଳ, କେଉଁ ତିନି ଫଳ ?୧) ଅଁଳା, ବାହାଡା, ହରଡ ଏହି ତିନିରୁ ହୋଇଥାଏ ତ୍ରିଫଳା ଚୁର୍ଣ୍ଣ ।

ବାଗଭଟ୍ଟ ତ୍ରିଫଳା ଚୁର୍ଣ୍ଣ ବିଷୟରେ କହନ୍ତି କି ତ୍ରିଫଳା ଚୁର୍ଣ୍ଣ ତିନିଫଳରୁ ମାତ୍ରା କେବେ ସାମାନ୍ୟ ହେବା ଉଚିତ୍ ନୁହେଁ , ଏହା ଅଧିକା ଉପଯୋଗୀ ହୋଇନଥାଏ, ତ୍ରିଫଳା ଚୁର୍ଣ୍ଣ ସବୁବେଳେ ୧:୨:୩ ମାତ୍ରାରେ ହେବା ଉଚିତ୍ , ଅର୍ଥାତ୍ ମାନିନିଅନ୍ତୁ, ଆପଣଙ୍କୁ ୨୦୦ ଗ୍ରାମ ତ୍ରିଫଳା ଚୁର୍ଣ୍ନ ବନାଇବାର ଅଛି, ତେବେ ହରଡର ଚୁର୍ଣ୍ଣ- ୩୩,୩୩ ଗ୍ରାମ, ବାହାଡା ଚୁର୍ଣ୍ନ ହେବା ଉଚିତ୍-୬୬,୬୬ ଗ୍ରାମ, ଓ ଅଁଳାର ଚୁର୍ଣ୍ଣ ହେବା ଉଚିତ୍- ୯୯,୯୯ ଗ୍ରାମ ତେବେ ଏହି ତିନୋଟିକୁ ମିଶାଇ ହେବ ସଂପୁର୍ଣ୍ଣ ଆୟୁର୍ବେଦରେ କୁହାଯାଇଥିବା ବିଧି ତ୍ରିଫଳା ଚୁର୍ଣ୍ଣ , ଯାହା ଶରୀର ପାଇଁ ଲାଭକାରୀ ଅଟେ,

ଯଦି ଆପଣଙ୍କୁ କବଜ୍ ଦୁର କରିବାର ଅଛି , ତେବେ ରାତିକୁ ଚୁର୍ଣ୍ଣ ନିଅନ୍ତୁ, ତ୍ରିଫଳା କେତେ ମାତ୍ରାରେ ନେବାର ଅଛି, କାହା ସହ ନେବାର ଅଛି ରାତିରେ କବଜ୍ ଦୁର କରିବାପାଇଁ ତ୍ରିଫଳା ନେଉଛନ୍ତି ତେବେ ଏକ ଅଧା ଚାମଚ ଗରମ ପାଣି ସହ ନିଅନ୍ତୁ ଓ ତାଉପରେ କ୍ଷୀର ପିଇଦିଅନ୍ତୁ, ସକାଳୁ ତ୍ରିଫଳା ସେବନ କରିବାର ଅଛି, ତେବେ ମହୁ କିମ୍ବା ଗୁଡ ସହ ନିଅନ୍ତୁ, ତିନି ମାସ ତ୍ରିଫଳା ନେଲେ ପରେ ୨୦-୨୫ ଦିନ ଛାଡି ଦିଅନ୍ତୁ, ତାପରେ ଆଉଥରେ ଆରମ୍ଭ କରିଦିଅନ୍ତୁ ।

ଏହି ପ୍ରକାର ତ୍ରିଫଳା ଚୁର୍ଣ୍ଣ ଆପଣଙ୍କୁ ବହୁତ ରୋଗର ଉପଚାର କରାଇଥାଏ, ଏହାର ଅତିରିକ୍ତ ଯଦି ଆପଣ ରାଜୀବ ଭାଇଙ୍କ ଦ୍ୱାରା କୁହାଯାଇଥିବା ଆୟୁର୍ବେଦ ନିୟମକୁ ପାଳନ କରିବେ ତେବେ ତ୍ରିଫଳା ଆହୁରି ଅଧିକା ଲାଭ ପହଞ୍ଚାଇବ, ଯେପରି ମଇଦାରେ ବନା ହୋଇଥିବା ବର୍ଗର, ନୁଡଲ୍, ପିଜା ଆଦି ଖାଆନ୍ତୁ ନାହିଁ , ଏହି କବଜ୍ ବହୁତ ବଡ କାରଣ ଅଟେ, ରିଫାଇନ୍ ତେଲ କେବେ ଖାଆନ୍ତୁ ନାହିଁ , ସବୁବେଳେ ଶୁଦ୍ଧ ସୋରିଷ ତେଲ, ନଡିଆ, ବାଦାମ, ଆଦି ତେଲ ଖାଆନ୍ତୁ, ଲୁଣ ଉପଯୋଗ କରନ୍ତୁ, ଯଦି କେହି ଭାଇ ଭଉଣୀ ନିଜେ ତ୍ରିଫଳା ଚୁର୍ଣ୍ଣ ବନାଇପାରୁନାହାନ୍ତି, ତେବେ ନିମ୍ବ ଲିଖିତ ନମ୍ବରରେ କଲ୍ କରି ବନାଇପାରିବେ ।

Leave a Reply

Your email address will not be published. Required fields are marked *