New Twist, ବଳରାମ ମା କହିଲେ ରାତି 3 ଟା ବେଳେ କବାଟ ଦେଇ ଭିଣେଇ ଶାଳୀକୁ ଧରିଥିବା ମୁଁ ଦେଖିଚି,ଆଉ ତାପରେ ସେ ଦିଜଣ…ଦେଖନ୍ତୁ Video

ମାଉସୀ ଦେଖିଛନ୍ତି ଭିଣେଇ ଶାଳୀ କୁଣ୍ଢା କୁଣ୍ଢି ସମୟର ଚିତ୍ର।ଆଉ ଏହା ସେ ଏବେ ବୁଝି ପାରିଛନ୍ତି କଣ ଚାଲିଥିଲା ସେହି ସମୟରେ।ନା ସେ ଅନାବିଳ ସ୍ନେହ ଥିଲା ନା ଥିଲା ଜଣେ ଜୋଇଁ ଶାଳୀ ଭିତରର କିଛି ସଂପର୍କ।ସେ ଥିଲା ପାପ ସଂପର୍କ।ଯେଉଁ କାମ ବାହାଘର ପରେ ରାତିରେ ନିରୋଳା ରୁମରେ ହୋଇ ପାରିଲା ନାହିଁ ତାହା କରୁଥିଲେ ଏହି ନନ୍ଦିନୀ ଜଣକ। ଦେହର ଗୋଟିଏ ପରେ ଗୋଟିଏ କପଡାକୁ ଧୀରେ ଧୀରେ ଖୋଲିଥିଲେ

ଆଉ ଏହା ସବୁ ଦେଖୁଥିଲେ ତାଙ୍କ ଭିଣେଇ ଯାହାର ନାମ ତ୍ରିଲୋଚନ।ଆଉ ସେତେବେଳେ ବଳରାମ ଆଖି ଆଗରେ ତା ସ୍ତ୍ରୀର ମୁକୁଳା ଦେହ ପଡ଼ିଥିଲା।ଆଉ ସେ ଜାଣିବାକୁ ପାଇଥିଲା କି ତାର ସ୍ତ୍ରୀ ସମ୍ପୂର୍ଣ୍ଣ ନଗ୍ନ ଅଛି।ସେ କିଛି ବୁଝିବାକୁ ବାକି ନଥିଲା।ସେ ନିଜ ସ୍ତ୍ରୀକୁ ପଚାରିଥିଲେ ନନ୍ଦିନୀ ଏ କଣ।ଯାହାର ଉତ୍ତର ନନ୍ଦିନୀ ଏହି ଭଳି କିଛି ଦେଇଥିଲେ।

ସେ କହିଥିଲେ କି ଯେ ମୋର ଭୁଲ ହେଇ ଯାଇଛି।ମୁଁ ଏହି ଭଳି କାମ କେବେ ବି କରିବି ନାହିଁ।କିନ୍ତୁ ସେ ଜାଣି ନଥିଲେ କି କଲ କରୁଥିବା ଲୋକଟି ତାର ଭିଣେଇ ଅଟେ।ଆଉ ମାଉସୀ କହୁଛନ୍ତି କି ଭିଣେଇ ଆଉ ନନ୍ଦିନୀ ଭିତରେ କିଛି ନା କିଛି ସମ୍ପର୍କ ଅଛି।ଆଉ ସେଇ ଭିଣେଇ ସାଳିକୁ ମୋହରା କରି ଗୋଟିଏ ପରେ ଗୋଟିଏ ଜାଗାରେ ରଖୁଛି।

ଯାହା ପରେ ତାକୁ ବୋହୂ ବେଶରେ ସଜେଇ ଲୋକଙ୍କ ଠାରୁ ଟଙ୍କା ଆଦାୟ କରି ସବୁ ନେଇ ଫେରାର ହୋଇ ଯାଉଛନ୍ତି।ତେବେ ଘଟଣା ଅନେକଙ୍କୁ ବିଚଳିତ ମଧ୍ୟ କରିଛି।କାହିଁକି ନା ଏମାନେ ଗୋଟିଏ ସରଳ ପରିବାର ଦେଖି ଝିଅଙ୍କୁ ଦେଖନ୍ତି।ସୁନ୍ଦର ଝିଅ ସାଙ୍ଗକୁ କାହାଣୀ ମଧ୍ୟ ବେଶ ସୁନ୍ଦର କହିଥାନ୍ତି।କୁହନ୍ତି ଯେ ଏହି ଝିଅର ବାପା ମା ନାହାନ୍ତି।ସେ ଝିଅ ତାର କକା ଖୁଡି କି ସମ୍ପର୍କିୟ ପାଖରେ ଚଳୁଛି।

ଗୋଟିଏ ଶାଢ଼ୀ ପିନ୍ଧି ତମ ଘରକୁ ଯିବ ସବୁ କଥା ମାନିବ।ଆଉ ତୁମ ପୁଅକୁ ସ୍ଵର୍ଗର ଦେବତା ଭଳି ଅନୁଭବ ଦେବ।ଏହି ଭଳି ମନ କିଣି ନେବା ପରେ ଧୁମ ଧାମରେ କରନ୍ତି ବାହାଘର।ବାହାଘର ପରେ ଏହି ଭଳି କାଣ୍ଡ କରେ ଏହି ଝିଅଟି। ଏ ନେଇ ତାଙ୍କୁ ତାଙ୍କର କେହି ସମ୍ପର୍କୀୟ କହିଛନ୍ତି ତାଙ୍କ ମାଉସୀ ଜଣକ।ସମ୍ପୂର୍ଣ୍ଣ ଅଭିଯୋଗ ଯଦି ସତ ତାହେଲେ

ଏହା ଏକ ସାଙ୍ଘାତିକ ଅଭିଯୋଗ।କାରଣ ଏହି ପରିବାର ପରେ ଆଉ ଗୋଟିଏ ପରିବାର ହୋଇ ପାରି ଏହି ଝିଅର ଧୋକାର ଶିକାର।ତେଣୁ ପୋଲିସ ତୁରନ୍ତ ଏହି ପରିବାରର ମାମଲା ରୁଜୁ କରି ତୁରନ୍ତ ଏହି ଝିଅକୁ ଧରିବାକୁ ଚେଷ୍ଟା କରୁ।ଏହା ସହିତ ସମ୍ପର୍କ ଯୋଡ଼ିଥିବା ମଧ୍ୟସ୍ଥି ଓ ଅନ୍ୟ ମାନଙ୍କୁ ହାଜତକୁ ନେଇ ଏହାର ତଦନ୍ତ କରୁ।

https://www.youtube.com/watch?v=gRIjiU_agFA

Leave a Reply

Your email address will not be published. Required fields are marked *