NANDINI କହିଲା ମୋ ସ୍ୱାମୀ ଜମା ଭିଡକୁ ନୁହଁ,ମୁଁ ତାକୁ ଦୁଇ ପହଁରା ଦେଇକି କହିଲି ଅଳ ତୋ ପରି ସ୍ବାମୀ ମୋତେ ଦରକାର ନାହିଁ କାରଣ ସେ ରାତିରେ…ଦେଖନ୍ତୁ Video

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା ବର୍ତ୍ତମାନ ସମୟରେ ସାମ୍ନାକୁ ଆସିଥିବା ଏକ ବହୁତ ବଡ଼ ଖବର ବିଷୟରେ।ତେବେ ଆପଣମାନେ ବର୍ତ୍ତମାନ ସମୟରେ ଭାଇରାଲ ହେଉଥିବା ନନ୍ଦିନୀଙ୍କ ଖବର ବିଷୟରେ ନିହାତି ଭାବରେ ଜାଣିଥିବେ।ଏହି ଘଟଣା ଏବେ ସବୁଆଡେ ସବୁଠାରୁ ଅଧିକ ଚର୍ଚ୍ଚାର ବିଷୟ ପାଲଟିଛି।ଏହେ ଏତେ ମାତ୍ରାରେ ଭାଇରାଲ ହୋଇଗଲାଣି ଯେ ଆପଣ ଯେଉଁଠାରେ ଦେଖିବେ ଖାଲି ଏହି କଥାର ଚର୍ଚ୍ଚା।ଏହା ଉପରେ ଅନେକ ଲୋକ ଭିନ୍ନ ଭିନ୍ନ ମତ ରଖୁଛନ୍ତି।ତେବେ ବାସ୍ତବରେ ଏହି ସବୁ ଘଟଣା ସମାଜ ପାଇଁ ଅତ୍ୟନ୍ତ କ୍ଷତିକାରକ ଅଟେ।ଏହା ଦ୍ୱାରା ଆମ ଯୁବ ପିଢ଼ି ଅନେକ ମାତ୍ରାରେ ପ୍ରଭାବିତ ହେଉଛନ୍ତି ଓ ସେମାନଙ୍କ ଉପରେ ଖରାପ ପ୍ରଭାବ ପଡୁଛି।

ତେବେ ଏହି ଘଟଣାକୁ ନେଇ କିଛି ବିଶେଷ ତଥ୍ୟ ସାମ୍ନାକୁ ଆସିଛି।ଆସନ୍ତୁ ଜାଣିବା କଣ ରହିଛି ଏହି ନୂତନ ତଥ୍ୟ।ତେବେ ନନ୍ଦିନୀଙ୍କ ପକ୍ଷରୁ ମଧ୍ୟ କିଛି କଥା ଶୁଣିବାକୁ ମିଳିଛି।ତେବେ ସେ କହିଛନ୍ତି ଯେ ସ୍ୱାମୀ ମୋର ଭିଡ଼ କୁ ନଥିଲା।ବାହା ହେବା ଆଗରୁ ମୁଁ ଏହି ସବୁ କଥା ଜାଣି ନଥିଲି।କେମିତି ରହିଥାନ୍ତି ତା ସହିତ ମୁଁ ଜୀବନ ସାରା।ଏମିତି ମଣିଷ ସହିତ ମୁଁ କିପରି ବଞ୍ଚିପାରିଥାନ୍ତି।ସେଥିପାଇଁ ମୁଁ ଦୌଡ଼ି ପଳେଇ ଆସିଲି।

ମୋ ବିଷୟରେ ଯାହା କୁହାଯାଉଛି ତାହା ସବୁ ମିଛ।ମୁଁ ରାତିରେ ଭିଣେଇକୁ ଭିଡିଓ କଲ କରିନାହିଁ।ଯଦି କରୁଥାନ୍ତି ତେବେ ସେତେବେଳେ ସେ କଣ କରୁଥିଲେ।ମୋ ସ୍ୱାମୀ କଥା କହିବା ମଧ୍ୟ ଠିକ ଭାବରେ ଜାଣୁ ନାହାନ୍ତି।ତାଙ୍କ ପାଟି ଲାଗୁଛି।ସେ ତାଙ୍କ ବାପା ମାଆଙ୍କ ଉପରେ ନିର୍ଭର କରୁଛନ୍ତି।ନିଜର ନିଷ୍ପତ୍ତି ବୋଲି ତାଙ୍କର କିଛି ନାହିଁ।ଏମିତିରେ ସେହି ସ୍ୱାମୀ ସହିତ ମୁଁ ଜୀବନ ସାରା କେମିତି ବଞ୍ଚିଥାନ୍ତି।ସେଥିପାଇଁ ମୁଁ ଦୌଡ଼ି ଆସିଲି।

ତେବେ ସେ କହିଛନ୍ତି ଯେ ରାତିରେ ମତେ ଟରଚର କଲେ କହିଲେ ଦେଖ ତୁମେ ଯୌତୁକ କାହିଁ ଆଣିଲନାହିଁ।ମୁଁ କହିଥିଲି ତୁମେ ତ ନିଜେ ହିଁ ମନା କରିଛ।ଏହା ଥିଲା ନନ୍ଦିନୀଙ୍କ କଲ ରେକର୍ଡ।ସେପେଟେ ଯୁବ କହିଛନ୍ତି ଭିଣେଇ ହେଉଛନ୍ତି ତାଙ୍କ ବଏ ଫ୍ରେଣ୍ଡ।ଯିଏକି ତାଙ୍କ ଭଉଣୀଙ୍କୁ ବାହା ହୋଇ ନାହାନ୍ତି କିନ୍ତୁ ରଖିତା କରି ରଖିଛନ୍ତି

ଆଉ ସେ କୁଆଡେ ନନ୍ଦିନୀ ସହିତ ମଧ୍ୟ ସମ୍ପର୍କରେ ରହିଛନ୍ତି।ସେ କହିଛନ୍ତି ଯେ ଯିଏ ତାଙ୍କ ଭିଣେଇ ଥିଲେ ସେ ଭଉଣୀଙ୍କୁ ବାହା ହୋଇ ନାହାନ୍ତି।ତେବେ ଏଭଳି ପରିସ୍ଥିତିରେ କିଏ କଣ କରିଛି?ସତ କେତେ ପଙ୍କ ତଳେ ଲୁଚି ରହିଛି?ତାହା ରାତିହିଁ କହିପାରିବ।ଯେଉଁ ରାତିରେ ହେଉଥିଲେ ନିଉଡ଼ ଭିଡିଓ କଲ ଯେଉଁଠୁ ଆରମ୍ଭ ହୋଇଥିଲା ଏହି ଘଟଣା।ତେବେ ସତରେ କଣ ନନ୍ଦିନୀ ନିଉଡ଼ ଭିଡିଓ କଲରେ ମାତିଥିଲେ?ତେବେ ସତ କଣ ତାହା ଦେଖିବା ବାକି ରହିଲା।

Leave a Reply

Your email address will not be published. Required fields are marked *