ପଡୋଶୀ ଆଣିଲେ ବଡ ଅଭିଯୋଗ କହିଲେ ନନ୍ଦିନୀ କୁ MALISAHI ରେ ରହିବା କଥା କାରଣ ସେ ବାହାଘର ପର ଦିନ ଯାହା କରିଲେ…ଦେଖନ୍ତୁ Video

ଏହା ସହିତ ସେମାନେ ତାଙ୍କର ଘରର ବିଭିନ୍ନ ଜାଗାକୁ ଯିବା ସହିତ ସେଠାରେ ସେହିପରି ଅନେକ କାର୍ଯ୍ୟ କରୁଥିଲେ ଯାହା ସନ୍ଦେହ ଉତ୍ପନ କରିଥିଲା।ତେବେ ଏହା ପରେ ମଧ୍ୟ ଯେହେତୁ ବିବାହ ହେଉଥିଲା ସେମାନେ ଏହାକୁ ଅଧିକ ଧ୍ୟାନ ଦେଇ ନଥିଲେ।ତେବେ ବିବାହର ପର ଦିନ ଏପରି ହୋଇଯିବ ବୋଲି ସେମାନେ ଏହାକୁ ସହଜରେ ବିଶ୍ୱାସ କରି ପାରୁ ନାହାଁନ୍ତି।ବିବାହ ଅନେକ ଭଲରେ ହୋଇ ଯାଇଥିଲା।

ଏହାର ପର ଦିନ ସେହି ଝିଅ ନିଜର ପତିଙ୍କ ଲମ୍ବା ଆୟୁଷ ପାଇଁ ମାନସିକ କରି ମନ୍ଦିର ଯିବା ପାଇଁ କହିଥିଲେ।ତେବେ ତାଙ୍କର ପରିବାର ଲୋକ ମଧ୍ୟ ତାଙ୍କୁ ଯିବା ପାଇଁ ଛାଡ଼ି ଦେଇ ଥିଲେ।ସେ ନିଜର ପତିଙ୍କ ସହିତ ମନ୍ଦିର ଯିବା ପାଇଁ ବାହାରି ଯାଇଥିଲେ।ମନ୍ଦିର ଯିବା ପରେ କିଛି ବିଳମ୍ବ ହୋଇ ଥିଲା।ଏହା ପରେ ମଧ୍ୟ ସେମାନେ ମନ୍ଦିରରୁ ଫେରି ନଥିଲେ।

ଶେଷରେ ମନ୍ଦିର ଯାଇ ସେମାନେ କୁଆଡେ ଗଲେ ଏହା ତାଙ୍କର ପରିବାର ଲୋକ ଜାଣିବାକୁ ପ୍ରୟାସ କଲେ।ଏହା ସହିତ ଏହା ପରେ ସେମାନେ ଜାଣିବାକୁ ପାଇଥିଲେ କି ସେହି ଝିଅ ସମସ୍ତଙ୍କୁ ଛାଡି ଚାଲି ଯାଇଛନ୍ତି।ଏହା ବ୍ୟତୀତ ସେ ନିଜ ସହିତ ଅନେକ ସୁନା ମଧ୍ୟ ନେଇ ଚାଲି ଯାଇଛନ୍ତି।ତେବେ ସେହି

ପୁଅଙ୍କ ଭାଉଜ କହିଥିଲେ ସେମାନେ କେବେ ମଧ୍ୟ ଚିନ୍ତା କରି ନଥିଲେ କି ସେହି ଝିଅ ସେମାନଙ୍କ ସହିତ ଏପରି କରିବ ବୋଲି ଏହା ବ୍ୟତୀତ ସେହି ଝିଅକୁ ସେମାନେ ନିଜର ଘରର ଝିଅ ବୋଲି ଭାବି ନେଇ ଥିଲେ।ଏହା ପରେ ସେହି ଝିଅ ତାଙ୍କ ସମସ୍ତଙ୍କୁ ଧୋକା ଦେଇ ଚାଲି ଯାଇଥିଲା।ଯାହା ଫଳରେ ଏହାକୁ ନେଇ ପରିବାର ଲୋକ ଅନେକ ଭାବରେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ତେବେ ସେମାନେ ବର୍ତ୍ତମାନ ପୋଲିସ ପାଖରେ ଏହା ଅଭିଯୋଗ କରିଛନ୍ତି କି ସେହି ଝିଅକୁ ଧରିବା ସହିତ ସେହି ଝିଅକୁ ଓ ତାଙ୍କର ପରିବାର ଲୋକଙ୍କୁ ଉପଯୁକ୍ତ ଦଣ୍ଡ ଦିଆ ଯାଉ।ଏହା ବ୍ୟତିତ ସେମାନେ କେତେ ପୁଅଙ୍କ ସହିତ ଏପରି କରି ସାରିଥିବା ବୋଲି ତାଙ୍କର ଭାଉଜ କହିଥିଲେ।ଏହା ବ୍ୟତୀତ ସେମାନଙ୍କୁ ଧରିବା ସହିତ ସେମାନଙ୍କୁ ଉପଯୁକ୍ତ ଦଣ୍ଡ ଦେବା ପାଇଁ ସେ ଦାବି କରିଛନ୍ତି।

https://www.youtube.com/watch?v=_nAmt6cZCCI

Leave a Reply

Your email address will not be published. Required fields are marked *