ଓଡ଼ିଆ ହସକଥା : ଦିନେ ଗୋଟେ ମାଛି ବାହାଘର୍ ଗୋଟିଏ ମଶା ସହ ହେଲା ,  କିନ୍ତୁ ଏହାର ପରଦିନ ମାଛି ବହୁତ ଜୋର ଜୋର ରେ କାନ୍ଦିବାକୁ ଲାଗିଲା, କାରଣ ଜାଣିଲେ ଆପଣ ବି ହସି ହସି ବେଦମ୍ ହୋଇଯିବେ

ହସିବା ସ୍ୱାସ୍ଥ୍ୟ ପାଇଁ ବହୁତ ଫାଇଦାଦାୟକ ହୋଇଥାଏ,  ଏଥିପାଇଁ ଆମେ ହସିବାର କିଛି ବି ମଉକା ଛାଡିବା କଥା ନୁହେଁ ଯେବେ ଆମେ ଖୁସି ରହିଥାଉ ତେବେ ଆମର ସ୍ୱାସ୍ଥ୍ୟ ଓ ଆମର ମାନସିକ ସ୍ୱାସ୍ଥ୍ୟ ବି ଏକଦମ୍ ମସ୍ତ ରୁହେ, ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ ଏହି ପୋଷ୍ଟରେ କିଛି ମଜାଦାର୍ ଚୁଟକୁଲା ନେଇକରି ଆସିଛୁ, ଯାହା ସୋସିଆଲ୍ ମିଡୀଆରେ ବହୁତ ଭାଇରାଲ୍ ହେଉଛି, ଆମେ ଆଶା କରୁଛୁ କି ଏହାକୁ ପଢିବାପରେ ଆପଣଙ୍କ ହସ ଅଟକିବ ନାହିଁ , ତେବେ ଆସନ୍ତୁ ଆରମ୍ଭ କରିବା ହସିବା ଓ ହସାଈବାର ମଜାଦାର୍ ସିଲସିଲା ।ତେବେ ବନ୍ଧୁଗଣ ଏହା ଆମ ତରଫ ରୁ ଆପଣଙ୍କୁ ପ୍ରଥମ ହସକଥା | ଯଦି ଆପଣଙ୍କ ଭଲ ପାଇବା ମିଳିବ ତେବେ ଆଗାମୀ ଦିନରେ ଆମେ ନୂଆ ନୂଆ ହସକଥା ଦେବାକୁ ଚେଷ୍ଟା କରିବୁ ନଚେତ ଏହା ଆମର ପ୍ରଥମ ଓ ଶେଷ ହସ କଥା ହେବ |ଧନ୍ୟବାଦ

୧) ସାନ୍ତା- ସକାଳୁ ସକାଳୁ ପଡୋଶୀ କୁ କହୁଥିଲା କି ମୋର ପେଟରେ ମୁଷା ଦୌଡୁଛନ୍ତି । ବାନ୍ତା- ତେବେ ତୁମେ କଣ କଲ ? ସାନ୍ତା- ମୁଁ ସେହି ମୂଷାଙ୍କୁ ମୂଷା ମାରିବାର ମେଡିସିନ୍ ଖୁଆଇଦେଲି, ଦୁଇ ଘଣ୍ଟାରୁ ଶୋଇଛନ୍ତି ଥ୍ୟାଙ୍କ ୟୁ ବି କହିଲେ ନାହିଁ ।

୨) ସ୍ୱାମୀ –କଣ ତୁମେ ମୋର ଜୀବନର ଚନ୍ଦ୍ର ହେବ ?ସ୍ତ୍ରୀ- ବହୁତ ବଢିଆ, ତେବେ ତୁମେ ମୋ ଠାରୁ ୩୮୪,୪୦୦ କିଲୋମିଟର ଦୁରରେ ଅଛ , ତାପରେ ସ୍ୱାମୀର ହେଲା ଜୋରଦାର୍ ପ୍ରହାର ।

୩) ଝିଅ ଏଟିଏମ୍ ପାଖରେ ପପୁକୁ କହେ , ଭାଇ ମୋତେ ବାଲାନ୍ସ ଚେକ୍ କରିବାର ଅଛି ମୋତେ ସାହାଯ୍ୟ କରିବ କି ? ପପୁ ସେ ଝିଅକୁ ଏକ ଶକ୍ତ ଗୋଇଁଠା ପକାଇଲା ଝିଅ-ତଳେ ପଡିଗଲା , ତାପରେ ପପୁ କହିଲା- ଆପଣଙ୍କ ବାଲାନ୍ସ ବହୁତ ଖରାପ ଅଛି, ତାପରେ ଝିଅଟି ପପୁକୁ ବହୁତ ପିଟିଲା ।

୪) ଜଣେ ମହିଳା ଏକ ଦ୍ରୁତ ଗତିରେ ଯାଉଥିବା ଟ୍ରେନରେ ଦୌଡିକରି ଚଢିଲା ତ ସମସ୍ତଙ୍କୁ ଲାଗିଲା ୱାଃ ବଢିଆ ସ୍ତ୍ରୀଲୋକ ଜଣେ , ଏହି କଥା ଶୁଣି ମହିଳା କହିଲା- କମାଲ୍ ତ ମୋର ଦିଅର ଅଟନ୍ତି , ମୁଁ ତ ଜମାଲଙ୍କ ସ୍ତ୍ରୀ ଅଟେ ।

୫) ମାଷ୍ଟରଜୀ- କାନ୍ଥର ବି କାନ ଅଛି , ଏହି ମୁହାବରା ହିସାବରେ ଆମେ କେଉଁ ଜିନିଷରେ ସାବଧନତା ରଖିବା ଉଚିତ୍ , ପିଣ୍ଟୁ- ସାର୍- ମୁଁ କହିବି ? ଆମେ କାନ୍ଥରେ ପରିଶ୍ରା କରିବା ଉଚିତ୍ ନୁହେଁ , ନହେଲେ ତାଙ୍କ କାନରେ ପାଣି ଚାଲିଯିବ ।

୬) ସ୍ୱାମୀ ଯଦି ମୋର ଲଟେରି ଲାଗିଯାଏ ତୁମେ କଣ କରିବ ? ସ୍ତ୍ରୀ- ଅଧା ପଇସା ନେଇକରି ସବୁଦିନ ପାଇଁ ବାପଘର ଚାଳିଯିବି, ମୁଁ ବି ଖୁସି ଓ ତୁମେ ବି ଖୁସି, ସ୍ୱାମୀ- ୨୦ ଟଙ୍କାର ଲଟେରି ଲାଗିଛି ଏଇ ନେ ୧୦ ଟଙ୍କା ଆଉ ଯା ତୋ ବାପଘରକୁ ।

୭) ଯାତ୍ରୀ ଟ୍ରେନରୁ ଓହ୍ଲାଇଲା ଓ ସାନ୍ତାକୁ କହିଲା, ଏଇଟା କେଉଁ ଷ୍ଟେସନ ଅଟେ ? ସାନ୍ତା ହସିଲା , ଓ ଆହୁରି ଜୋରରେ ହସିଲା , ହସି ହସି ଗଡିଗଲା, ଓ ବହୁତ ମୁସକିଲ୍ ରେ ନିଜକୁ ସଂମ୍ଭାଳିକରି କହିଲା ପାଗଳ ଏଇଟା ରେଲୱେ ଷ୍ଟେସନ ।

୮) ଦିନେ ଗୋଟେ ମାଛି ବାହାଘର୍ ଗୋଟିଏ ମଶା ସହ ହେଲା ,  କିନ୍ତୁ ଏହାର ପରଦିନ ମାଛି ବହୁତ ଜୋର ଜୋର ରେ କାନ୍ଦିବାକୁ ଲାଗିଲା ,  ତେବେ ମାଛିର କାନ୍ଦ ଦେଖି ତା ସାନ ଭଉଣୀ ପଚାରିଲା କଣ ପାଇଁ କାନ୍ଦୁଛୁ କଣ ହେଲା କି? ଏହା ଶୁଣି ମାଛି କହିଲା- ତତେ କଣ ଲୁଚେଇବି ଭଉଣୀ କାଲି ରାତିରେ ମୁଁ ଗୁଡ଼ ନାଇଟ କଏଲ ଆଉ ତୋ ଭିଣେଇ ଭାଇ ମରିଗଲା

୯) ଝିଅ ନିଜ ବୟଫ୍ରେଣ୍ତକୁ ନିଜ ମା ସହ ଦେଖା କରିବାକୁ ନେଲା , ଦ୍ୱିତୀୟ ଦିନ ଗାର୍ଲଫ୍ରେଣ୍ତ- ମୋର ମା ତୁମକୁ ବହୁତ ପସନ୍ଦ କଲେ , ବୟଫ୍ରେଣ୍ତ- ଚାଲ୍ ପାଗେଳି , କିଛି ବି ହେଉ, ମୁଁ ବିବାହ ତ ତୋ ସହ କରିବି, ମାକୁ କହିବୁ ମୋତେ ଭୁଲିଯିବେ

୧୦) ପ୍ରଥମ ସାଙ୍ଗ- ସାଙ୍ଗ ମୋର ନିଜ ଗାର୍ଲଫ୍ରେଣ୍ତ ତାର ବାର୍ଥ ଡେ ରେ ନିଜ ଭଉଣୀକୁ ନୁଆ ହିରାର ମୁଦି ଚୋରିକରି ଦେଇଦେଲା , ଦ୍ୱିତୀୟ ଚାପୁଡା ମାରିକି- ଆବେ କମିନା ତୋର ଭଉଣୀ ମୋର ଗାର୍ଲଫ୍ରେଣ୍ତ ଅଟେ, ମୁଁ ହିଁ ତାକୁ ମହଙ୍ଗା ମୁଦି ଦେଇଥିଲି , ପ୍ରଥମ- ତ ଶଳା ମରୁନୁ କଣପାଇଁ , ତୋର ଘରରେ ହିଁ ତୋ ମୁଦିକୁ ଫେରାଇଛି, ତୋର ଭଉଣୀକୁ ।

Leave a Reply

Your email address will not be published. Required fields are marked *