ଆସିଲା ଦ୍ୱାଦଶ PM KISAN ଯୋଜନା ଟଙ୍କା,କିପରି ଜାଣିବେ ଆପଣଙ୍କ ଆକାଉଣ୍ଟ କୁ ପଇସା ଆସିଛି ନା ନାହିଁ…

ପ୍ରଧାନମନ୍ତ୍ରୀ କୃଷକ ଯୋଜନା ନେଇ ଆସିଛି ଏକ ବହୁତ ବଡ଼ ଖୁସି ଖବର।ବର୍ତ୍ତମାନ କୃଷକ ଭାଇମାନେ ଦ୍ୱାଦଶ କିସ୍ତି ପାଇଁ ଅପେକ୍ଷା କରିଛନ୍ତି।ତେବେ ଦ୍ୱାଦଶ କିସ୍ତି ଆସିବା ପୂର୍ବରୁ ଏହି ଯୋଜନାର କିସ୍ତି ଆକାଉଣ୍ଟକୁ ସ୍ଥାନାନ୍ତର ହେବା ପୂର୍ବରୁ ରାଜ୍ୟ ସରକାରଙ୍କ ଅନୁମୋଦନ ଅବଶ୍ୟକ।ଦ୍ୱାଦଶ କିସ୍ତି ପାଇଁ କେତେକ ରାଜ୍ୟ ସରକାର ଅନୁମୋଦନ ଦେଇଛନ୍ତି

ଏବଂ ଆଉ କେତେକ ବିଚାରାଧୀନ ରହିଛି।ଏହି ପରି ପରିସ୍ଥିତିରେ ତମେ ତମର ସ୍ଥିତିକୁ ଯାଞ୍ଚ କରିବା ଜରୁରୀ ଅଟେ।ତେବେ କେମିତି ଯାଞ୍ଚ କରିବେ ଏବଂ ଏହି ଟଙ୍କା କେଉଁ ମାସରେ ଆସିବ ତାହା ଆସନ୍ତୁ ଜାଣିବା।କୃଷକଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ପାଇଁ କେନ୍ଦ୍ରର ମୋଦି ସରକାରଙ୍କ ଦ୍ଵାରା ପ୍ରଧାନମନ୍ତ୍ରୀ କିଷାନ ଯୋଜନାର

୧୧ତମ କିସ୍ତି କୃଷକଙ୍କ ଆକାଉଣ୍ଟକୁ ଆସିଛି।ବର୍ତ୍ତମାନ କୃଷକ ଭାଇମାନେ ଦ୍ୱାଦଶ କିସ୍ତି ପାଇଁ ଅପେକ୍ଷା କରିଛନ୍ତି। ଦ୍ୱାଦଶ କିସ୍ତି ଅଗଷ୍ଟ ନଭେମ୍ବର ମଧ୍ୟରେ ଆସିବ।ଏହି ଯୋଜନା ଅଧୀନରେ ସାରା ଦେଶରୁ ୧୨ କୋଟି କୃଷକ ପଞ୍ଜୀକୃତ ହୋଇଛନ୍ତି।ଦ୍ୱାଦଶ କିସ୍ତି ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ

ଏହି ପ୍ରକ୍ରିୟା କ୍ରମାଗତ ଭାବରେ ଚାଲିଛି।ଏହି ଯୋଜନାରେ କିସ୍ତି ଆକାଉଣ୍ଟକୁ ସ୍ଥାନାନ୍ତର ହେବା ପୂର୍ବରୁ ରାଜ୍ୟ ସରକାରଙ୍କ ଅନୁମୋଦନ ଅବଶ୍ୟକ।ଦ୍ଵାଦଶ କିସ୍ତି ପାଇଁ କେତେକ ସରକାର ଅନୁମୋଦନ ଦେଇଛନ୍ତି ଏବଂ ଆଉ କେତେକ ଅନୁମୋଦନ ବିଚାରାଧୀନ ରହିଛି।ଏପରି ପରିସ୍ଥିତିରେ ତୁମେ ତୁମ ସ୍ଥିତିକୁ

ଯାଞ୍ଚ କରିବା ଜରୁରୀ।ପିଏମ କିଷାନ ୱେବସାଇଟରେ ଯାଞ୍ଚ କଲା ବେଳେ।ଆପନ ଭିନ୍ନ ସ୍ଥିତି ଦେଖିବେମ ଏହି ସ୍ଥିତି ଗୁଡିକର ଭିନ୍ନ ଭିନ୍ନ ଅର୍ଥ ରହିଛି।ଏପରି ପରିସ୍ଥିତିରେ ତୁମେ ପଢି ନିଜ କିସ୍ତିର ସ୍ଥିତି ଜାଣି ପାରିବ।ରାଜ୍ୟ ସରକାରଙ୍କ ଅନୁମୋଦନ ଆସିଛି କି ନାହିଁ କିମ୍ବା ହିତାଧିକାରୀଙ୍କ ତଥ୍ୟ ରାଜ୍ୟ ଦ୍ୱାରା ଯାଞ୍ଚ କରାଯାଇଛି

କି ନାହିଁ କିମ୍ବା ଏହି ରାଶି ସ୍ଥାନାନ୍ତରିତ କରିବାକୁ କେନ୍ଦ୍ରକୁ ଅନୁରୋଧ କରାଯାଉଛି ଏପରି ଅନେକ କିଛି ତଥ୍ୟ ଆପଣ ଜାଣି ପାରିବେ।ଆପଣଙ୍କ ପାଖକୁ ଆସୁଥିବା ପଇସା ସ୍ଥାନାନ୍ତରିତ କାର୍ଯ୍ୟ ଆରମ୍ଭ ହୋଇଛି କି ନାହିଁ ତାହା ମଧ୍ୟ ଆପଣ ଜାଣି ପାରିବେ।ଗଣ ମାଧ୍ୟମ ରିପୋର୍ଟ ଅନୁଯାୟୀ ଏହି ଦ୍ୱାଦଶ କିସ୍ତିର

ପିଏମ କିଷାନ ଯୋଜନା ଟଙ୍କା ସେପ୍ଟେମ୍ବର ମାସ ଦ୍ଵିତୀୟ ସପ୍ତାହ ଶେଷ ସୁଦ୍ଧା ଯୋଗ୍ୟ ଚାଷୀଙ୍କ ଆକାଉଣ୍ଟକୁ ଆସି ଯିବ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକାଦଶ କିସ୍ତିର ଟଙ୍କା ଚଳିତ ବର୍ଷ ମେ ମାସ ୩୧ ତାରିଖରେ ସ୍ଥାନାନ୍ତର କରିଥିଲେ। କୃଷକଙ୍କ ପକ୍ଷରୁ ଅର୍ଥ ସ୍ଥାନାନ୍ତରିତ ପାଇଁ ଅନୁରୋଧ କରାଯାଇଛି।

Leave a Reply

Your email address will not be published. Required fields are marked *