ଟୁଙ୍ଗୁରୁ ବର୍ଷା ନୂଆ କଲ ରେକର୍ଡ ହେଲା Vairal,ଟୁଙ୍ଗୁରୁ କହିଲା ମୁଁ ବର୍ଷା କୁ ବାହା ହେବି ମୋ ବାପା ଘରେ ନ ପୁରେଇଲେ ମୁଁ..

ଆପଣ ମାନେ ଟୁଙ୍ଗୁରୁ ଭୋଳ ଆଉ ବର୍ଷାର କାହାଣୀ ବିଷୟରେ ତ ଜାଣିଥାଇପାରନ୍ତି।ତେବେ ବର୍ଷା ଅତ୍ୟନ୍ତ ଚାଲାକ ଭାବରେ ଟୁଙ୍ଗୁରୁ ଭୋଳ ର ଗୋଟିଏ କଲ ରେକର୍ଡିଁ ମିଡ଼ିଆ ଆଗରେ ଶୁଣାଇଛି।ଆସନ୍ତୁ ଜାଣିବା ଏହି କଲ ରେକର୍ଡ ରେ କଣ କୁହା ଯାଇଛି।ଏହି କଲ ରେକର୍ଡ ରେ ଟ୍ଟୁଙ୍ଗୁରୁ ବର୍ଷାଙ୍କ ଖବର ଏବଂ ହାନି ଲାଭ ପଚାରୁ ଥିଲା

।ସେ ବର୍ଷା କୋଉଠି ଅଛି ଏବଂ କଣ କରୁଛି ଆଉ ତା ଦେହ କିପରି ଅଛି ମଧ୍ୟ ପଚାରୁ ଥିଲା।ଟୁଙ୍ଗୁରୁ ଭୋଳ କହିଥିଲା କି ଯଦି ତୁ ତୋର ହାତ ସତରେ କଟିଥିବୁ ନାଁ ତାହାଲେ ତୁ ମତେ ଦେଖା ହେଲେ ତତେ ମୁଁ ବହୁତ ମାରିବି।ବର୍ଷା ତାକୁ ଆପଣ କହିବାରୁ ସେ କହିଥିଲା କି ହଁ ତାହାଲେ ମୁଁ ଏବେ ଆପଣ ହୋଇଗଲି

ହଉ ରେ ହଉ।ଏହା ସହ ଟୁଙ୍ଗୁରୁ କହିଥିଲା କି ମୁଁ ଏବେ କିଛି ଖାଇ ନାହିଁ ମୁଣ୍ଡ ବହୁତ ଟେଂଶନ ଅଛି ମୁଁ ଏବେ ସିଗାରେଟ ଟାଣୁଛି।ବର୍ଷା କହିଥିଲା କି ତମେ ଏବେ ସୁଟିଂ କରୁଛ ମତେ ଆଉ କଣ ପଚାରିବ ଟୁଙ୍ଗୁରୁ କହିଥିଲା କି ତତେ ଏକଥା କେମିତି ଜଣା ପଡିଲା ବର୍ଷା କହିଥିଲା କି ତମ ବାପାଙ୍କ ଠାରୁ।ବର୍ଷା କହିଥିଲା

କି ବାବା ମତେ କହିଲେ ଦେଖ ଝିଅ ତୁ ଯଦି ମୋ ପୁଅ ଠାରୁ ଦୁଇ ବର୍ଷ କି ଚାରି ବର୍ଷ ସାନ ହୋଇ ଥାଆନ୍ତୁ ତାହାଲେ ମୁଁ ତତେ ନିଶ୍ଚୟ ବୋହୂ କରିଥାନ୍ତି କିନ୍ତୁ ମୁଁ ତତେ କେମିତି ବୋହୂ କରିବି।ଟୁଙ୍ଗୁରୁ କହିଥିଲା କି ବାବା ମଦ ପିଇ ଦେଇଥିଲେ ବୋଲି ଏମିତି କହିଲେ କିଛି ଚିନ୍ତା କରନା ମୁଁ ବାବାଙ୍କ ସହ

କଥା ହେବି ଆଉ କହିବି ତୁ ମୋ ଠାରୁ ସାନ ବୋଲି।ତୁ ମୋର ମୁଣ୍ଡ ଖରାପ କରି ଦେଇଥିଲୁ ବୋଲି ମୁଁ ତତେ ମାରିଲି ନହେଲେ ମୁଁ ତତେ କେବେ ମାରେ ମୁଁ ବା କହିଲି ମୁଁ ତତେ ବାହା ହେବି କେବଳ ଆଲୋକ ଆଉ ବର୍ଷା। ସାରା ଦୁନିଆ ଦେଖିବ ସାରା ଓଡ଼ିଶା ଦେଖିବ।ମୁଁ ସବୁ ଯୋଜନା କରୁଛି ତୁ ଚିନ୍ତା କର ନାହିଁ।

ମୁଁ ଆମ ଗ୍ରାମରେ ଯେଉଁ ଜମି ବାଡି ଅଛି ସବୁ ଯୋଜନା କରିଛି ଆମ ସାହି ପଡିଶା ଲୋକେ କଣ କହିବେ ଏହା ତ ଭାବିବା ଦରକାର କି ନାହିଁ।ତୁ ଚିନ୍ତା କରନା।

Leave a Reply

Your email address will not be published. Required fields are marked *