Rairangpur ରେ ପୁଣି ଶଶୁର ବହୂ ସମ୍ପର୍କରେ ଲାଗିଲା କଳଙ୍କିର ଦାଗ,ପୁଅ ମରିବା ପରେ ବହୂକୁ ବିବାହ କଲା ଶଶୁର,ଆଉ ତାପରେ ଯାହା ଘଟିଲା…

ଆଜି ଆମେ ଏପରି ଏକ ଘଟଣା ବିଷୟରେ କହିବୁ ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।ଆପଣ ତ ଜାଣିଛନ୍ତି ବିବାହ କରିବା ଏକ କେତେବଡ ଦାଇତ୍ୱ ହୋଇଥାଏ ଏବଂ ଏହା କେତେ ଯେ ବଡ ସଂପର୍କ ହୋଇଥାଏ।କିନ୍ତୁ ଆଜିକାଲି ଦୁନିଆରେ ତାହା ଆଉ ଦେଖିବାକୁ ମିଳୁନାହିଁ।ବିବାହ ଏକ ଖେଳଘର ହୋଇ ଗଲାଣି।ବିବାହ ପରେ ଜଣେ ଝିଅ

ଯେତେବେଳେ ନିଜର ବାପା ମାଆଙ୍କୁ ଛାଡି ଶଶୁର ଘରକୁ ଆସିଥାଏ ସେ ଶାଶୁ ଶଶୁରଙ୍କୁ ନିଜର ବାପା ଆଉ ମାଆର ସ୍ଥାନ ଦେଇଥାଏ।ଆଉ ଶାଶୁ ଶଶୁର ମଧ୍ୟ ଗୋଟେ ଝିଅ ପାଇଥାନ୍ତି।କିନ୍ତୁ ଆଜି ଆମେ ଏକ ଘଟଣା ବିଷୟରେ କହିବୁ ଯେଉଁଥିରେ ବହୂ ଆଉ ଶଶୁର ଏହି ସଂପର୍କକୁ କଳଙ୍କିତ କରି ଦେଇଛନ୍ତି।

ତେବେ ଆସନ୍ତୁ ପୁରା ଘଟଣାଟି ସଂପର୍କରେ ଆଲୋଚନା କରିବା।ଏକ ଭିଡ଼ିଓରେ ଦେଖିବାକୁ ମିଳିଥିଲା କି ବହୂ ଆଉ ଶଶୁର ଏକ ମଦିରରୁ ବିବାହ କରି ଫେରୁଥିଲେ।ସେହି ସମୟରେ କିଛି ଲୋକ ସେଠାରେ ପହଞ୍ଚି ସେହି ଦୃଶ୍ୟକୁ ମୋବାଇଲ ମାଧ୍ୟମରେ ରେକର୍ଡ କରି ତାଙ୍କୁ ପ୍ରଶ୍ନ ପଚାରିବା ଆରମ୍ଭ କରି ଦେଇଥିଲେ।

ଶଶୁର କହିଥିଲେ କି ମୋ ପୁଅ ମରିଯିବା ପରେ ମୋର ଆଉ କେହି ନ ଥିଲେ ମୁଁ ପୁରା ଏକୁଟିଆ ହୋଇ ଯାଇଥିଲି।ଆଉ ମୋ ବହୂର ମଧ୍ୟ କେହି ନ ଥିଲେ ସ୍ୱାମୀ ମାରିବା ପରେ।ସେ ମଧ୍ୟ ଏକୁଟିଆ ହୋଇ ଯାଇଥିଲା।ତେଣୁ ଆମେ ଦୁହେଁ ବିବାହ କରିଥିଲୁ।ଏହା ପରେ ଲୋକେ ପ୍ରଶ୍ନ କରିଥିଲେ କି ଝିଅ ହିସାବରେ ବହୂକୁ

ବିବାହ କରି ଆପଣଙ୍କୁ ଟିକେ ଲଜ୍ୟା ଆସୁନାହିଁ କି।ସେହି ସମୟରେ ଶଶୁର କହିଥିଲେ କି ଘର କଥା ଘରେ ରହିବ ବୋଲି ବାହା ହେଉଛୁ।ବହୂ ଜଣଙ୍କୁ ମଧ୍ୟ ପ୍ରଶ୍ନ କରାଯାଇଥିଲା ସେମଧ୍ୟ କହିଥିଲେ କି ମୁଁ ମୋ ଇଚ୍ଛାରେ ବିବାହ କରୁଛି।ମୋତେ ଏଥିପାଇଁ ବାଧ୍ୟ କରାଯାଇନାହିଁ।ତେବେ ତାଙ୍କ କହିବା ଅନୁସାରେ ବହୂର ବୟସ ୨୫ ଥିବାବେଳେ

ତାଙ୍କ ଶଶୁରଙ୍କ ବୟସ ୪୫ ବୋଲି ଜଣା ପଡ଼ିଛି।ଯାହାକି ଖୁବ ଲଜ୍ୟା ଜଣକ ଅଟେ।ଏହା ପରେ ଶଶୁର କହିଥିଲେ କି ଏହା ଆମର ଘର ମାମଲା ତମେ ସେଠାରେ ପଶନି କହି ବହୂ ନେଇ ଚାଲି ଯାଇଥିଲେ।ଯଦି ଆପଣ ଦୈନଦିନ ଖବର ସହିତ ଯୋଡି ହେବା ପାଇଁ ଚାହୁଁଛନ୍ତି ତାହେଲେ ଆମ ଚନେଲକୁ ଭିଜିଟ କରନ୍ତୁ।

Leave a Reply

Your email address will not be published. Required fields are marked *