ପୁଣି ଓଡିଶାକୁ ମାଡି ଆସୁଛି ଭୟଙ୍କର Batya,ଏହି ସବୁ ଜିଲ୍ଲାରେ ହେବ ପ୍ରବଳ ରୁ ଅତି ପ୍ରବଳ ବର୍ଷା…

ପୁଣି ପାଣିପାଗକୁ ନେଇ ଆସୁଛି ବଡ ଖବର।ଅବପାତର ରୂପ ନେଲା ଲଘୁଚାପ।୯ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ ସୂଚନା।ଅରେଞ୍ଜ ଚେତାବନୀ ଜାରି କଲା ପାଣିପାଗ ବିଭାଗ।ସେପଟେ ପ୍ରବଳ ବର୍ଷା ପାଇଁ ଜଳକା ନଦୀରେ ଜଳ ସ୍ତର ବୃଦ୍ଧି ପାଇଛି।ପୁଣି ଫେରିପରେ ବନ୍ୟା ସ୍ଥିତି।ସେପଟେ ୧୭ ରେ ଆସୁଛି ଆଉ ଏକ ଲଘୁଚାପ।ନେଇପାରେ ବାତ୍ୟାର ରୂପ।

ରାଜ୍ୟରେ ଆହୁରି ହେବ ଭୀଷଣ ବର୍ଷା।ଲଘୁଚାପ ପ୍ରଭାବରେ ଶନିବାର ପ୍ରବଳ ବର୍ଷା ପାଇଁ ବୌଦ୍ଧ, ଗଜପତି,ଗଂଜାମ,କଳାହାଣ୍ଡି, କନ୍ଧମାଳ,ନବରଙ୍ଗପୁର, ବଲାଙ୍ଗୀର,କରାପୁଟ,ଖୋର୍ଦ୍ଧା,ପୁରୀ ଆଜି ଜିଲ୍ଲାରେ ପ୍ରବଳ ବର୍ଷା।ଆଜି ମଧ୍ୟ ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।କଳାହାଣ୍ଡି,କନ୍ଧମାଳ,ବଲାଙ୍ଗୀର

ନୂଆପଡା,ବୌଦ୍ଧ,ନବରଙ୍ଗପୁର,ଢେଙ୍କାନାଳ, ସୁନପୁର,ବରଗଡ଼,ପୁରୀ ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ।ଏହି ଜିଲ୍ଲା ମାନଙ୍କରେ ୭୦ ରୁ ୨୦୦ ମିଲିମିଟର ବର୍ଷା ହେବାର ସମ୍ବାବନା ରହିଛି।ଆଞ୍ଚଳିକ ପାଣିପାଗ ପକ୍ଷରୁ ଅରେଞ୍ଜ ଚେତାବନୀ ଜାରି କରାଯାଇଛି।ପାଣିପାଗ କେନ୍ଦ୍ରର ସୂଚନା ମୁତାବକ ଉତ୍ତର

ଆନ୍ଧ୍ରପ୍ରଦେଶ ଆଉ ଦକ୍ଷିଣ ଓଡିଶା ପଶ୍ଚମ କେନ୍ଦ୍ରୀୟ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଅଂଚଳରେ ଆଜି ଅଧିକ ଘନୀଭୂତ ହୋଇ ସ୍ପଷ୍ଟ ଜାଗାରେ ଘନୀଭୂତ ହୋଇ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହେବ।ତେବେ ଅବପାତ ଟି ଦକ୍ଷିଣ ଓଡିଶା ଆଉ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ରହିବ।

ଆସନ୍ତା କାଲି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।ପାଣିପାଗ ବିଭାଗ କହିଛି ଉପରୁକ୍ତ ୯ ଟି ଜିଲ୍ଲା ବ୍ୟତୀତ ଅନୁଗୁଳ,ଢେଙ୍କାନାଳ,ନୟାଗଡ, ମୟୁରଭଞ୍ଜ,କେନ୍ଦୁଝର,ସୁନ୍ଦରଗଡ, ରାୟଗଡା, କରାପୁଟ,ଗଜପତି,ଦେବଗଡ଼,ପୁରୀ,ଖୋର୍ଦ୍ଧା ଓ କଟକ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବ।ଏହି ସବୁ ଜିଲ୍ଲାରେ ୭୦-୧୦୦ ମିଲିମିଟର ବର୍ଷା

ହେବାର ସମ୍ଭବନା ଥିବାରୁ ଏହି ସବୁ ଜିଲ୍ଲା ପାଇଁ ୟେଲୋ ଚେତାବନୀ ଜାରି କରାଯାଇଛି।ପୁରୀ ୧୨ ତାରିଖରୁ ବର୍ଷା ହେବାର ସମ୍ଭବନା ରହିଛି।୧୨ ରୁ ୧୩ ତାରିଖ ମଧ୍ୟରେ ବର୍ଷାର ପରିମାଣ ବଢିବ।ଏହାପରେ ରାଜ୍ୟରେ ପାଗ ମୁଖ୍ୟତ ଶୁଖିଲା ରହିବ।ଦିନେ ଦୁଇ ଦିନ ପାଗ ଶୁଖିଲା ରହିବା ପରେ ୧୭ ତାରିଖରେ

ଆଉ ଏକ ଲଘୁଚାପ ପୁଣି ଫେରିବ ବର୍ଷା ନେଇ ସତର୍କ ସୂଚନା।ସୂଚନା ଥାଉକି ସନ୍ଧ୍ୟା ସାଢ଼େ ୭ରେ ମାଲକାନଗିରିରେ ୪୮.୮ ମିଲିମିଟର ଢେଙ୍କାନାଳରେ ୪୪.୦ ମିଲିମିଟର,ଛାତ୍ରପୁରରେ ୩୨ ମିଲିମିଟର,ଯାଜପୁରରେ ୨୮ ମିଲିମିଟର ଲେଖାଏଁ ବର୍ଷା ହୋଇ ଯାଇଛି।ତେବେ ଆଜି ରାଜଧାନୀର ପାଗ ମେଘୁଆ ରହିଛି।

ମଝିରେ ମଝିରେ ତୁହାକୁ ତୁହା ବର୍ଷା ହେଉଛି।ଦିନର ସର୍ବାଧିକ ତାପମାତ୍ରା ୩୧ ଡିଗ୍ରୀ ଆଉ ସର୍ବନିମ୍ନ ତାପମାତ୍ରା ୨୫ ଡିଗ୍ରୀ ରହିବ।ଆଗକୁ ନୂଆ ସୂଚନା ପାଇଁ ଆମ ଚାନେଲ ସହିତ ଯୋଡି ରୁହନ୍ତୁ।

Leave a Reply

Your email address will not be published. Required fields are marked *