ଅର୍ଚନା ଙ୍କ Rajamahala ଭଳି ଘରକୁ ଦାମୀ ଗାଡିର ସମ୍ଭାର,ଏଭଳି ରାତିକୁ କୋଟିଏ ରୋଜଗାର କରୁଥିଲେ ଅର୍ଚନା…

ଆଲିସନ ବଙ୍ଗଳା ସହ ଅଲିସାନ ଗାଡି। ମରସିଡିଜ, ଏଣ୍ଡଭେୟୋର ଠାରୁ ଆରମ୍ଭ କରି ଅନେକ ଗାଡି।ବଡ଼ ବିଲଡିଂରେ ଅର୍ଚ୍ଚନା।ବର୍ତ୍ତମାନ ସେ ହାତରେ ହାତକଡି ପିନ୍ଧି ଜେଲର କାରାଗାର ଭିତରେ ଅଛନ୍ତି।ସେ ଏତେ ଟଙ୍କା କେଉଁଠୁ ଏବଂ କିପରି ଆଣୁଥିଲେ ତାହା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ କଣ ରହିଛି ଏହା ପଛରେ ଘଟଣା।

ନିଜକୁ ଲେଡି ଆଡଭୋକେଟ କହୁଥିବା ଅର୍ଚ୍ଚନାଙ୍କ କାରନାମା ବର୍ତ୍ତମାନ ଜଣା ପଡ଼ିଛି।କଳାହାଣ୍ଡି ଜିଲ୍ଲାରୁ ଆସି ଭୁବନେଶ୍ୱର ସତ୍ୟବିହାରରେ ଏକ ବିରାଟ ବିଲଡିଂ ତିଆରି କରିଛନ୍ତି। ପ୍ରଥମେ ସେ ସମ୍ବାଦିକ କାର୍ଯ୍ୟ କରିଥିଲେ। ସେହି ସମୟରେ ସେ ଆଇନ ପାଇଁ ପାଠ ପଢ଼ିଥିଲେ। ଏହାପରେ ସେ କେଉଁ ବ୍ୟବସାୟ କଲେ ଜଣା ନାହିଁ।

ସେ ବଡ଼ ବଡ଼ କୋଠାର ଘର। ସେହି ଘର ତିଆରି ସମୟରେ ଭୋଜିକୁ ଅନେକ ବଡ଼ ବଡ଼ ଲୋକ ଆସୁଥିଲେ। ଏକାଧିକ ଚଳଚ୍ଚିତ୍ର ଏହି ଘରେ ସୁଟିଂ ହେଉଛି। ବିଭିନ୍ନ ସରଞ୍ଜାମ ସହିତ ସୁସଜ୍ଜିତ ଏହି ବିଲଡିଂ।ସୂଚନାଯୋଗ୍ୟ ଯେ, ଅର୍ଚ୍ଚନା ବଡ଼ ବଡ଼ ଲୋକମାନଙ୍କୁ ଫେସବୁକରେ ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଇ ଥାଆନ୍ତି।

ଫ୍ରେଣ୍ଡ ରିକ୍ୟୁଏଷ୍ଟ ଆକ୍ସେପଟ କଲା ପରେ ଫେସବୁକକୁ ମାଧ୍ୟମ କରି ମାଗନ୍ତି ଫୋନ ନମ୍ବର ମାଗନ୍ତି। ଫୋନ ନମ୍ବର ପାଇ ସରିବା ପରେ ଆରମ୍ଭ ହୁଏ ପ୍ରେମାଳପ।ଆଉ ତାପରେ ଘରକୁ ଡାକି ସମ୍ପର୍କ ରଖନ୍ତି। ଆଉ  ଭିଡିଓ ସୁଟିଂ କରି କରି ଲକ୍ଷ ଲକ୍ଷ ଟଙ୍କା ଆଦାୟ କରନ୍ତି

ଏହି ମହିଳା ଅର୍ଚ୍ଚନା। ଏକ ବଡ଼ ସଂସ୍ଥା ଚଳାଇଥିଲେ ଅର୍ଚ୍ଚନା।ଏହି ପ୍ରକାରର ଅନେକ କେସ ନେଇ ଅର୍ଚ୍ଚନା ସଂଶ୍ଳିଷ୍ଟ ଥାଇ ପାରନ୍ତି ବୋଲି କୁହା ଯାଉଛି।ବଡ଼ ବଡ଼ ଦାମିକିଆ ଗାଡି, ଦାମିକିଆ ଘର ଏବଂ ଅନେକ ଟଙ୍କା ପଇସା ଅଛି। ସମାନ ଗାଡି ନମ୍ବର ମଧ୍ୟ ରହିଥିଲା। ଗୋଟେ ଛୋଟ ଗାଁ ରୁ ଆସି ଏତେ ବଡ଼

ସହରରେ ସେ କିପରି ଏତେ ସବୁ ସମ୍ପତ୍ତି କଲେ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତାଙ୍କ ଏଥିରେ କେଉଁ ମାନେ ଶିକାର ହୋଇଛନ୍ତି ତାହା ମଧ୍ୟ ଘେରରେ।ଅଲଗା ଅଲଗା ତାଙ୍କ ଡିଲ କରୁଥିଲେ ବିଭିନ୍ନ ଲୋକଙ୍କ ଠାରୁ। ତେବେ ରାଜଧାନୀ ପୋଲିସ ଏ ନେଇ ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *