ରାଣୀ ମହୁମାଛି ହୋଇ କୋଟିପତି ଙ୍କୁ ଖୁସି କରୁଥିଲେ Archana,ଆଉ ଯେବେ ଅସଲ ସତ ଧରାପଡିଲା…

ଆଜି ଅପରାହ୍ନରେ ଭୁବନେଶ୍ୱରରୁ ଏକ ବହୁତ ବଡ଼ ଖବର ସାମ୍ନାକୁ ଆସିଛି। ଏଠାରେ ଅର୍ଚନା ନାଥ ନାମକ ଜଣେ ଯୁବତୀଙ୍କୁ ପୋଲିସ ଗିରଫ କରିଛି ଓ ଗିରଫ କରିବା ପଛରେ ଅର୍ଚ୍ଚନାଙ୍କ କାହାଣୀ ବିଷୟରେ ଜାଣିଲେ ଆପଣ ନିଶ୍ଚୟ ଚମକିପଡିବେ। ଭୁବନେଶ୍ୱରରେ ସେ ମାତ୍ର ଅଳ୍ପ ସମୟରେ କେମିତି କୋଟି କୋଟି ଟଙ୍କାର ମାଲିକ ହୋଇଗଲେ, ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା।

ଅର୍ଚ୍ଚନା ପେଶାରେ ଜଣେ ଆଡଭୋକେଟ ଓ ତାଙ୍କ ସ୍ବାମୀ ମଧ୍ୟ ଜଣେ ବିଜନେସମ୍ୟାନ କିନ୍ତୁ ଏହି ପେଶାରେ ଅଳ୍ପ ସମୟ ମଧ୍ୟରେ ଧନୀ ହୋଇଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବେ। ସବୁକିଛି ଠିକ ଚାଲିଥିଲା ଓ ଅର୍ଚ୍ଚନା ନିଜର ଜୀବନ ବହୁତ ଅୟାଶୀର ସହିତ ଅତିବାହିତ କରୁଥିଲେ କିନ୍ତୁ ଯେତେବେଳେ ପୋଲିସ

ହାତରେ ସୁରାକ ଲାଗିଲା ସେତେବେଳେ ସବୁ ଭଣ୍ଡୁର ହୋଇଯାଇଥିଲା।ଅର୍ଚ୍ଚନା ଏକ ଜବରଦସ୍ତ ମାଷ୍ଟର ମାଇଣ୍ଡ ଥିଲେ। ସେ ଧନୀ ହେବାପାଇଁ ବଡ଼ ବଡ଼ ରାଜନେତା ଓ ଧନୀ ବ୍ୟକ୍ତି ମାନଙ୍କ ସହିତ ପ୍ରଥମେ ହୋଟେଲରେ ସେକ୍ସ କରୁଥିଲେ ଓ ଉକ୍ତ ବ୍ୟକ୍ତିର ଅଜାଣତରେ ତା’ର ଭିଡ଼ିଓ ରେକର୍ଡ଼ିଂ କରାଇ ତାଙ୍କୁ

ଧମକାଉଥିଲେ ଓ ମୋଟା ଅଙ୍କର ଟଙ୍କା ଡିମାଣ୍ଡ କରୁଥିଲେ। ଏହାପରେ କଥାକୁ ଚାପି ଦେଉଥିଲେ, ଏହି କାମରେ ସେ ବହୁତ ସମୟ ହେବ ଲିପ୍ତ ଥିଲେ।ଏହି କାମ ଜରିଆରେ ସେ ଏତେ ଧନୀ ହୋଇଗଲେ ଯେ, ମହିନ୍ଦ୍ରାର ଥାର୍ ଠାରୁ ଆରମ୍ଭ କରି ଅଡ଼ି ପର୍ଯ୍ୟନ୍ତ ସମସ୍ତ ଗାଡ଼ି ରଖିଥିଲେ। ଏପରିକି ବଡ଼ ବଡ଼

ବଙ୍ଗଳା ମଧ୍ୟ ଭୁବନେଶ୍ୱରର ବହୁତ ସ୍ଥାନରେ ତାଙ୍କର ରହିଛି। ସେ ତ ରାଣୀ ମହୁମାଛି ସାଜି ଏହିସବୁ କରୁଥିଲେ ଏହାସହ କିଛି ଯୁବତୀ ମାନଙ୍କୁ ମଧ୍ୟ ସେ ଏହିକାମରେ ଲଗାଇଥିଲେ।ଶେଷରେ ତାଙ୍କର ସବୁ କଳା କାରନାମା ଧରାପଡ଼ିଗଲା ଓ ପୋଲିସ ଦ୍ୱାରା ସେ ଆଜି ଗିରଫ ହୋଇସାରିଲେଣି।

ପୋଲିସ ଏବେ ତନାଘନା କରୁଛି ଓ ଜାଣିବାକୁ ଚାହୁଁଛି କି, ତାଙ୍କର ଏହି ବ୍ଲାକମେଲ ଲିଷ୍ଟରେ କିଏ କିଏ ସବୁ ରହିଛନ୍ତି।

Leave a Reply

Your email address will not be published. Required fields are marked *