ଅକ୍ଟୋବର 10 ତାରିଖରୁ 20 ତାରିଖ ଏହି ଦଶଦିନ ଏମିତି ରହିବାକୁ ଯାଉଛି ସିଂହ ରାଶିର ବ୍ୟକ୍ତି ବିଶେଷଙ୍କ ଦିନ,ଜୀବନର ସବୁଠୁ ବଡ ଖବର ଏହି ଦିନ ମିଳିବ…

Uncategorized

ସିଂହ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଖାଆସ କରି ଆଜି ଆମେ ଗୁରୁତ୍ୱପୂର୍ଣ୍ଣ ସୂଚନା ନେଇଆସିଛୁ ଯାହାକି ସେମାନଙ୍କୁ ଆଶ୍ୱସିତ କରିଦେବ ଯେ, ଆଗାମୀ ଦଶଦିନ ସେମାନଙ୍କ ଜୀବନ କେମିତି କଟିବ। ଆଜି ଆମେ ସିଂହ ରାଶିର ବ୍ୟକ୍ତି ମାନଙ୍କର ଚାକିରୀ କ୍ଷେତ୍ର, ବ୍ୟବସାୟ କ୍ଷେତ୍ର, ଲଭ କ୍ଷେତ୍ର ଓ ସ୍ୱାସ୍ଥ୍ୟ ଉପରେ ଆଗାମୀ ଦଶଦିନ ମଧ୍ୟରେ କଣ ରହିବ ଏହାର ସ୍ଥିତି ଅଲୋଚନା କରିବା।

ଚାକିରୀ କ୍ଷେତ୍ର:- ଯଦି ଆପଣ ଚାକିରୀ କରୁଛନ୍ତି ତାହେଲେ ସହକର୍ମୀଙ୍କ ଠାରୁ ସହଯୋଗ ପାଇବେ ଓ ଆପଣ ସର୍ବଦା ନିଜର କାମ ସଚୋଟତାର ସହିତ କରନ୍ତୁ ଓ କାମରେ ଧ୍ୟାନ ରଖନ୍ତୁ। ଯାହାକି ଆପଣଙ୍କୁ ଭବିଷ୍ୟତରେ ବହୁତ ସଫଳତା ଆଣିଦେବ। ଏହି ଦଶଦିନ କଥା କହିବାକୁ ଗଲେ ଆପଣଙ୍କୁ ସାଥି କର୍ମଚାରୀଙ୍କ ପାଖରୁ ସପୋର୍ଟ ମିଳିବ ତ ସତ କିନ୍ତୁ ଆପଣଙ୍କୁ ଆପଣଙ୍କ ଶତ୍ରୁ ପ୍ରତି ସାବଧାନ ରହିବା ଉଚିତ।

ପାରିବାରିକ କ୍ଷେତ୍ର:- ସିଂହ ରାଶିର ବ୍ୟକ୍ତିଙ୍କ ପାରିବାରିକ କଥା କହିବାକୁ ଗଲେ ଏହି ଦଶଦିନ ଆପଣଙ୍କ ପରିବାରରେ ହସଖୁସିର ମାହୋଲ ଦେଖିବାକୁ ମିଳିବ ଓ ପରିବାରରେ ପ୍ରତ୍ୟେକ ବ୍ୟକ୍ତିଙ୍କ ମଧ୍ୟରେ ଭରସା ମଧ୍ୟ ରହିବ। ଦୀର୍ଘଦିନ ଧରି ପାରିବାରିକ କ୍ଷେତ୍ରରେ ଲାଗି ରହିଥିବା କଳହରେ ମଧ୍ୟ ହ୍ରାସ ହେଉଥିବାର ଆପଣଙ୍କୁ ଦେଖିବାକୁ ମିଳିବ।

ବ୍ୟବସାୟିକ କ୍ଷେତ୍ର:- ବ୍ୟବସାୟିକ କ୍ଷେତ୍ରରେ ଆପଣ ଏହି ସମୟରେ ଲାଭରେ ରହିପାରନ୍ତି। ଯଦି ଆପଣ ନିଜ ବନ୍ଧୁଙ୍କ ସହିତ ମିଶି କୌଣସି ବ୍ୟବସାୟ ଆରମ୍ଭ କରିଛନ୍ତି ତାହେଲେ ଆପଣଙ୍କୁ ଲାଭ ହେବାର ବହୁତ ସମ୍ଭାବନା ରହିଛି। କୌଣସି ବଡ଼ ପ୍ରୋଜେକ୍ଟ ମଧ୍ୟ ଏହି ସମୟରେ ଆପଣଙ୍କ ହାତରେ ଲାଗିପାରେ ଓ ଏହା ଆପଣଙ୍କୁ ମାଲାମାଲ ମଧ୍ୟ କରିଦେଇପାରେ।

ଲଭ କ୍ଷେତ୍ରରେ:- ଏହି ସମୟରେ ଆପଣଙ୍କ ଲଭ ଲାଇଫ ବହୁତ ସୁରୁଖୁରୁ ରହିବାର ନଜର ଆସୁଛି। ପାର୍ଟନର ପ୍ରତି ଆପଣଙ୍କ ମନରେ ଭଲପାଇବା ବଢ଼ିଯିବା ସହିତ ଜଣେ ଆଉଜଣଙ୍କ ପ୍ରତି ଭାବନା ଦୃଢ଼ ଦେଖାଯାଉଛି। ଯଦି ଆପଣ ନିଜର ସାଥିକୁ ଏହା ଭିତରେ କୌଣସି ସ୍ଥାନକୁ ବୁଲାଇବାକୁ ନେଉଛନ୍ତି ତାହେଲେ ଆପଣଙ୍କ ମଧ୍ୟରେ ପ୍ରେମ ଆହୁରି ବଢ଼ିଯିବ।

ସ୍ବାସ୍ଥ୍ୟଗତ ମାମଲା:- ଏହି ସମୟରେ ଆପଣ ନିଜ ସ୍ୱାସ୍ଥ୍ୟ ପ୍ରତି ସାବଧାନ ରୁହନ୍ତୁ ଓ ସୁସ୍ଥ ରହିବାପାଇଁ ସର୍ବଦା ବ୍ୟାୟାମ ଓ ପ୍ରାର୍ଥନା କରନ୍ତୁ। କାରଣ ଆପଣ ନିଜର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେଲେ ସବୁକାର୍ଯ୍ୟରେ ଆପଣ ସଫଳ ହୋଇପାରିବେ।

ବିଶେଷ ସୂଚନା:- ସିଂହ ରାଶିର ବ୍ୟକ୍ତି ଏହି ସମୟ ମଧ୍ୟରେ ଭଗବାନ ଶିବଙ୍କୁ ପ୍ରତିଦିନ ଜଳ ଅର୍ପଣ କରନ୍ତୁ ଓ ଭଗବାନଙ୍କ ପୂଜାକରି ମୁଣ୍ଡରେ ଚନ୍ଦନ ଟୀକା ଲଗାନ୍ତୁ ଯାହାଦ୍ୱାରା ଆପଣଙ୍କ ମନ ନିର୍ମଳ ଓ ଶାନ୍ତ ରହିବ ଏବଂ ଆପଣ ଯେକୌଣସି କାର୍ଯ୍ୟ କରିବେ ବୁଝି ବିଚାରି କରିପାରିବେ।

Leave a Reply

Your email address will not be published. Required fields are marked *