RUCHIKA ମାମଲା ରେ ଧରାପଡ଼ିଲେ ସେହି ୩ ଜଣ ସିନିଅର,ଭଲ ସେ ଦେଖନ୍ତୁ କିଏ ସେହି ୩ ଜଣ…ଦେଖନ୍ତୁ Video

ନିକଟରେ ଛାତ୍ରୀ ଋଚିକାଙ୍କ ସହିତ ହୋଇଥିବା ଅଘଟଣ ସମ୍ପର୍କରେ ଆମେ ଭଲ ଭାବରେ ଜାଣୁ ତେବେ ତାଙ୍କ ସହିତ ଏହି ଅଘଟଣ ହେବା ପରେ ଏହାକୁ ନେଇ ଅନେକ କଥା ସମ୍ମୁଖକୁ ଆସି ଥିଲା ତେବେ ସେ ଏପରି କରିବାର କାରଣ କଣ ଅଚାନକ ଭାବରେ ଜଣା ପଡି ନଥିଲା।ତେବେ କିନ୍ତୁ ତାଙ୍କର ଶେଷ ଚିଠି ମିଳିବା ପରେ ଏହି ଘଟଣା ସମ୍ପୂର୍ଣ୍ଣ ଭାବରେ ସ୍ପଷ୍ଟ ହୋଇ ଯାଇଛି

କି ସେ ଏପରି ନିଷ୍ପତି କଣ ପାଇଁ ନେଇ ଥିଲେ।ଏହି ଚିଠିରେ ସେ ତିନି ଜଣ ସିନୀୟର ମାନଙ୍କ କଥା ମଧ୍ୟ ଲେଖି ଥିଲେ।ତେବେ ସେମାନଙ୍କ ନାମ ଲେଖିବା କଥା ସେ ଭୁଲି ଯାଇ ଥିଲେ।ତେବେ ସେ କାହାରି ନାମ ମଧ୍ୟ ଲେଖି ନଥିଲେ।ଯାହା ଫଳରେ ପୋଲିସ ସେମାନଙ୍କ ନାମ ଜାଣିବା ପାଇଁ ପ୍ରୟାସ କରୁ ଥିଲା।

ଏହା ସହିତ ସେହି ସିନିୟର ମାନେ ତାଙ୍କୁ ଅନେକ ଭାବରେ ଚାପ ଗ୍ରସ୍ତ କରାଇ ଦେଇ ଥିଲେ।ଯାହା ଫଳରେ ସେ ଅନେକ ଭାବରେ ଦୁଃଖ ପ୍ରକାଶ କରି ଥିଲେ।ଏହା ଫଳରେ ସେ ଏପରି ନିଷ୍ପତି ନେଇ ଥିଲେ ଏହା ଫଳରେ ଏହି ଘଟଣା ଉପରେ ଭିନ୍ନ ଭିନ୍ନ ମୋଡ଼ ଆସି ଯାଇ ଥିଲା ତେବେ ଏହି ଘଟଣା ଉପରେ ବର୍ତ୍ତମାନ

କିଛି କଥା ସମ୍ମୁଖକୁ ଆସିଛି।ତେବେ ଏହି ଘଟଣାରେ ବର୍ତ୍ତମାନ ଅନେକ ଲୋକ ଏହାକୁ ନେଇ ଅନେକ କଥା ପ୍ରକାଶ କରିଛନ୍ତି ଏହା ବ୍ୟତିତ ଏହି ଘଟଣାରେ ବର୍ତ୍ତମାନ ସେହି ତିନି ଜଣ ସିନିୟର ମାନଙ୍କ ମଧ୍ୟରୁ ପ୍ରାୟ ୨ ଜଣ ସିନିୟର ମାନଙ୍କ ଖବର ମିଳି ଯାଇଛି ବୋଲି ଜଣା ପଡିଛି।ଏହା ପରେ ଏହି ଘଟଣାକୁ

ନେଇ ବର୍ତ୍ତମାନ ଅନେକ ଭାବରେ ତଦନ୍ତ ଆରମ୍ଭ କରା ଯାଇଛି।ପୋଲିସ ସହିତ ବର୍ତ୍ତମାନ ଏହାକୁ ନେଇ ତାଙ୍କର କଲେଜର ଛାତ୍ର ଛାତ୍ରୀ ମାନେ ମଧ୍ୟ ବର୍ତ୍ତମାନ କଲେଜ ସମ୍ମୁଖରେ ଧାରଣା ଦେବା ଆରମ୍ଭ କରି ଦେଇଛନ୍ତି ଏହା ବ୍ୟତୀତ ପୋଲିସ ପକ୍ଷରୁ ଏକ ତଦନ୍ତକାରୀ ଦଳ ମଧ୍ୟ ଗଠନ କରା ଯାଇଛି।

ଏହି ଘଟଣାରେ ତାଙ୍କର ପରିବାର ଲୋକ ଅନେକ ଭାବରେ ଅଧିକ ଦୁଃଖ ପ୍ରକାଶ କରିଛନ୍ତି।ତେବେ ସେମାନେ କେବେ ମଧ୍ୟ ଆସା କରି ନଥିଲେ କି ଏପରି ତାଙ୍କର ଝିଅ ସହିତ ହୋଇ ଯିବ ବୋଲି।ପୋଲିସ ପକ୍ଷରୁ ଏହି ଘଟଣାରେ ଅଧିକ ତଦନ୍ତ କରିବା ସହିତ ଏହି ଘଟଣାର ସମ୍ପୂର୍ଣ୍ଣ ସମାଧାନ କରିବା ପାଇଁ କଲେଜର ଛାତ୍ର ଛାତ୍ରୀ ମାନେ ଅନେକ ଭାବରେ ଦାବି କରିବା ସହିତ ଏହି ଘଟଣାରେ ଏକ ନିର୍ଦ୍ଧିଷ୍ଟ ସମାଧାନର ରାସ୍ତା ବାହାର କରିବା ପାଇଁ ଦାବି ମଧ୍ୟ କରା ଯାଇ ଅଛି।

https://www.youtube.com/watch?v=P0mkLAe8wG4

Leave a Reply

Your email address will not be published. Required fields are marked *