300 ଟଙ୍କାରେ ଭଡ଼ା କରୁଥିଲି ଭଡ଼ା ବାଲି ହେଲା,TUNGUR ଆଉ ବର୍ଷା ଙ୍କୁ ନେଇ କମେଡି…ଦେଖନ୍ତୁ Video

Uncategorized

ମୋର କୁଞ୍ଚୁ କୁଞ୍ଚିଆ ବାଳ ମୋର ପଡ଼ିଛି ଖରାପ ବେଳ।ମୋ ନାଁଟା ଟୁଙ୍ଗୁରୂ ଭୋଳ ମୋର ପଡ଼ିଛି ଖରାପ ବେଳ।୩୦୦ ଟଙ୍କାରେ ଭଡା ମାରୁଥିଲି ଭଡ଼ା ବାଲି ହେଲା କାଳ।ଭାବିଥିଲି ତାକୁ ନଡ଼ିଆ ସେ ବାହାରିଲା ବୁଢ଼ୀ ତାଳ।ମିଡ଼ିଆ ଆଗରେ ଟୁଙ୍ଗୁ ଟୁଙ୍ଗୁ ହୋଇ ପଛକୁ କଲା ହେମାଳ।ମୋ ନାଁଟା ଟୁଙ୍ଗୁରୂ ଭୋଳ ମୋ କେଶଟା ଟିକେ ସମ୍ଭାଳ।ଗାମୁଛା ପିନ୍ଧେଇ ୮ ଦିନ ରଖିଲା।ଦିନ ରାତି କଲା ଗେଲ।

ପଳେଇବି ଭାବି କବାଟ କିଳିଲା କଲା ମତେ କଲ ବଲ।ଟୁଙ୍ଗୁରୂ ମୋ ଟୁଙ୍ଗୁରୂ ଗାମୁଛା ପିନ୍ଧେଇ ୮ ଦିନ ରଖିଲା କରୁଥିଲା ମତେ ଗେଲ।ପଳେଇବି ଭାବି କବାଟ କିଳୀଲା କଲା ମତେ କଲବଲ।ଲୁଚି ମୁଁ ଫେରାର ମାଇଲି ଦେହରୁ ନିଗାଡ଼ି ଝାଳ।ତଥାପି ଭାଉଜ ପିଛା ଛାଡ଼ିଲା ନାହିଁ ଦେଖେଇ ଦେଲା ତା ବଳ।ଲୁଚି ଲୁଚି ମୁଁ ଫେରାର ମାଇଲି ଦେହରୁ ନିଗାଡ଼ି ଝାଳ।

ତଥାପି ଭାଉଜ ପିଛା ଛାଡ଼ିଲା ନାହିଁ ଦେଖେଇ ଦେଲା ତାର ବଳ।ମୋ ନାଁଟା ଟୁଙ୍ଗୁରୂ ଭୋଳ ମୋ କେଶଟା ଟିକେ ସମ୍ଭାଳ।ମୋ ନାଁଟା ଟୁଙ୍ଗୁରୂ ଭୋଳ ମୋ କେଶଟା ଟିକେ ସମ୍ଭାଳ।କେତେ କଷ୍ଟ ପାଇ ବୋପାକୁ କହିଲି ଝିଅଟିଏ ହେଲା ଦେଖା।ବାହା ନ ହଉ ମାମୁଁ ଘର ଗଲି।ବନେଇ ଦେଲା ସେ ବୋକା।ହଁ କେତେ କଷ୍ଟ ପାଇ ବୋପାକୁ କହିଲି ଝିଅଟିଏ ହେଲା ଦେଖା।

ବାହା ନ ହଉ ମାମୁଁ ଘର ଗଲି।ବନେଇ ଦେଲା ସେ ବୋକା।୨ ଟା ଛୁଆର ମା ହୋଇକୀ ବି କଲା ସେ ମତେ ପାଗଳ।ଭାବିଥିଲି ସବୁ ରଫା ଦଫା କରି ଖାଇବି କଙ୍କଡା ଝୋଳ।୨ ଟା ଛୁଆର ମା ହୋଇକି ବି ସେ କଲା ମତେ ପାଗଳ।ଭାବିଥିଲି ସବୁ ରଫା ଦଫା କରି ଖାଇବି କଙ୍କଡା ଝୋଳ।ମୋ ନାଁଟା ଟୁଙ୍ଗୁରୂ ଭୋଳ ମୋ କେଶଟା ଟିକେ ସମ୍ଭାଳ।ମୋ ନାଁଟା ଟୁଙ୍ଗୁରୂ ଭୋଳ ମୋ କେଶଟା ଟିକେ ସମ୍ଭାଳ।ମୋର ଖରାପ ପଡ଼ିଛି ବେଳ।

https://youtu.be/fZ_bxVPA41c

Leave a Reply

Your email address will not be published. Required fields are marked *