ଯାହା ହେଲେ ବି ମୁଁ ତାକୁ ବାହା ହେବି,ବାଇନମୋତେ ଖୁସି ଦଉଚି ମୋ Husband ଦେଇ ପାରୁନି,ଆଉ ପିଲା ଙ୍କୁ ସୋଇ ଦେଇକି ମୁଁ ତା ପାଖକୁ ଯାଏ…

ତେବେ ନିକଟରେ ଏକ ଭିଡିଓ ବାହାରକୁ ଆସି ଥିଲା ଯେଉଁଥିରେ ଜଣେ ଯୁବକ ନିଜର ଗ୍ରାମର ଜଣେ ମହିଳାଙ୍କ ହାତ ଧରି ତାଙ୍କୁ ନେଇ ଯାଇ ଥିଲେ।ସେ ତାଙ୍କୁ ନେଇ ଯିବା ପରେ ଏହି ଘଟଣା ଅନେକ ଭାବରେ ଚର୍ଚ୍ଚିତ ହୋଇ ଯାଇ ଥିଲା।ଏହା ପରେ ଅନେକ ଲୋକ ଅନେକ କଥା କହିଥିଲେ।ତେବେ ଏହି କଥାକୁ ନେଇ ସେଠାରେ

ଅନେକ ଭାବରେ କଥା ସମ୍ମୁଖକୁ ଆସିଛି।ତେବେ ସେହି ଯୁବତୀଙ୍କ ପତି ମୃତ୍ୟୁବରଣ କରିବା ପରେ ତାଙ୍କର ପ୍ରେମିକ ତାଙ୍କୁ ନେଇ ଆସି ଥିଲେ।ତେବେ ତାଙ୍କୁ ନେଇ ଆସିବା ପରେ ଏହାକୁ ନେଇ ଅନେକ ଲୋକ ଅନେକ କଥା କହିଛନ୍ତି।ତେବେ ସୂଚନା ଅନୁସାରେ ସେହି ଯୁବତୀଙ୍କ ପତି ମୃତ୍ୟୁ ବରଣ କରିବା ପରେ

ତାଙ୍କର ଭଉଣୀ କହିଛନ୍ତି କି ଚାରିଜଣ ପିଲାକୁ ଜନ୍ମ କରିବା ପରେ ମଧ୍ୟ ସେ ଏପରି ଭାବରେ କଣ ପାଇଁ କାହା ସହିତ ସମ୍ପର୍କ ରଖି ଥିଲେ।ଏହା ସମ୍ପୂର୍ଣ୍ଣ ଭାବରେ ଖରାପ ବୋଲି ସେ କହିଥିଲେ।ଏହା ବ୍ୟତୀତ ଏହି ଘଟଣାର ତଦନ୍ତ କରିବା ପାଇଁ ସେ କହିଥିଲେ।ଯାହା ଫଳରେ ଅସଲ କଥା ସମ୍ମୁଖକୁ ଆସି ପାରିବ।

ଏହା ବ୍ୟତୀତ ତାଙ୍କର ଗ୍ରାମ ଲୋକ ତାଙ୍କର ପ୍ରେମିକଙ୍କୁ ଧରିବା ସହିତ କହିଥିଲେ କି ସେ ଏପରି ଭାବରେ କିପରି କରି ପାରିବେ।ଏହା ବ୍ୟତୀତ ସେ କହିଥିଲେ କି ତାଙ୍କର ପରିବାର ଲୋକ ଏହାକୁ ନେଇ ତାଙ୍କ ଉପରେ ସନ୍ତୁଷ୍ଟ ନାହାନ୍ତି।ଏହା ବ୍ୟତୀତ ଗ୍ରାମର ଲୋକମାନେ ତାଙ୍କୁ ପ୍ରଶ୍ନ କରିଥିଲେ କି ଏପରି ଭାବରେ

କାହାର ପତ୍ନୀ ସହିତ ସେ ଏପରି କିପରି ଭାବରେ ସମ୍ପର୍କ ରଖି ପାରିଲେ।ସେ କହିଥିଲେ କି ସେହି ମହିଳାଙ୍କ ପତିଙ୍କ ସହମତିରେ ସେ ତାଙ୍କ ସହିତ ସମ୍ପର୍କ ରଖି ଥିଲେ।ଏହା ବ୍ୟତୀତ ସେ ତାଙ୍କ ସହିତ ସେଠାରେ ସମ୍ପର୍କ ରଖିବା ପାଇଁ ଯେତେବେଳେ ସେହି ମହିଳାଙ୍କ ସହିତ ଦେଖା କରିବା ପାଇଁ ଯାଇ ଥାଆନ୍ତି ତାଙ୍କର ପତି

ଘରର ବାହାରେ ଛିଡା ହୋଇ ରହି ଥାଆନ୍ତି ବୋଲି ସେ କହିଥିଲେ।ଏହା ବ୍ୟତୀତ ସେ କହିଥିଲେ କି ଏପରି କରିବା ପାଇଁ ତାଙ୍କର ପତି ତାଙ୍କୁ ସହମତି ଦେଇ ଥିଲେ।

Leave a Reply

Your email address will not be published. Required fields are marked *