ପ୍ରମିଳା ମାଉସୀ କହିଲେ ଦୀନେଶ ଦୀପିକା କୁ ଯାହା କରିଥିଲା ଏବେ ତା ଦିଅର କହୁଛି bhauja ମୁଁ ସବୁଦିନ ପାଇଁ ତମକୁ…

ଦୀପିକା କହିଛନ୍ତି କି ତୁ ମତେ ତୋର ସ୍ତ୍ରୀର ମର୍ଯ୍ୟାଦା ଦେବାକୁ ଚାହୁଁ ନାହୁଁ।ହେଲେ ମୋର ଯେଉଁ ମାନହାନି ହୋଇଛି ତାର ଭରଣା କିଏ କରିବ ତୁ ଯୋଉ ମତେ ଭଲ ପାଉଥିଲି ଆମର ଛୁଆ ହୋଇଗଲା ମୁଁ କେବଳ ଏତିକି କହିବାକୁ ଚାହେଁ କି ସେ ଯୋଉ ପିଲା ହେବା ସମୟରେ ମତେ ଯେଉଁ ନିନ୍ଦା ଅପବାଦ ମିଳିଥିଲା ତାହାର ଭରଣା କିଏ କରିବ।

କାଲି ସକାଳେ କୋର୍ଟ ଯାହା ନିଷ୍ପତି ଦେବେ ତତେ ଜେଲ ହୋଇପାରେ ହେଲେ ମୋ ଛୁଆକୁ ବାପର ପରିଚୟ କିଏ ଦେବ।କାଲି ସକାଳେ ମୁଁ ଆଉ କାହାକୁ ବାହା ହୋଇ ପାରିବି କି ମୋ ପିଲାକୁ ବାପର ପରିଚୟ ମିଳିବ କି ତୁ ନିଜେ ମୋର ପିଲାକୁ ବାପର ପରିଚୟ ଦେଇ ପାରୁନାହୁଁ ଆଉ କିଏ ଦେବ ବୋଲି ତୁ କେମିତି ଚିନ୍ତା

କରୁଛୁ ତୋ ମୁଣ୍ଡରେ ଏହି କଥା ପୁରା।ଯେଉଁ ଭଗବାନ ସୂର୍ଯ୍ୟଦେବ ସକାଳ ସନ୍ଧ୍ୟାରେ ଯିବା ଆସିବା କରୁଛନ୍ତି ତାଙ୍କ କୃପାରୁ ତୋ ମୁଣ୍ଡରେ ଏହି ବୁଦ୍ଧି ପସୁ ସକାଳ ସମୟରେ ଯେପରି ଲୋକଙ୍କ ମୁଣ୍ଡକୁ ନୂଆ ନୂଆ ବୁଦ୍ଧି ଆସେ ତୋ ମୁଣ୍ଡକୁ ବି ଏହି ପରି ବୁଦ୍ଧି ଆସୁ।ଦିନେଶ ଟିକେ ବୁଝିବାକୁ ଚେଷ୍ଟା କର।ସମାଜସେବୀ ପ୍ରମିଳା

ତ୍ରିପାଠୀ କହିଛନ୍ତି କି ଦୀପିକା ଘର ଆଗରେ ବସିବା ପ୍ରାୟ ୨୩ ଦିନ ହୋଇ ଗଲାଣି କିନ୍ତୁ ତାଙ୍କୁ ଏପର୍ଯ୍ୟନ୍ତ ନ୍ୟାୟ ମିଳି ନାହିଁ।କୋର୍ଟ ରେ ଯାହା କେସ ଚାଲିବା କଥା ଚାଲିଛି କିନ୍ତୁ ଅନେକ ଆଇନଜୀବୀ ଏବଂ ଓକିଲ ମାନେ ମଧ୍ୟ କହିଛନ୍ତି କି ଦିନେଶ ଦୀପିକା ଙ୍କୁ ଗ୍ରହଣ କରନ୍ତୁ ବୋଲି କିନ୍ତୁ ସେ କିଛି ଶୁଣି ନାହାନ୍ତି।

ଆପଣ ଶୁଣନ୍ତୁ ଗୋଟିଏ ଘଟଣା କଣ ହେଲା କି ଦୀପିକା ର ମୋର ସେ ଘର ଆଗରେ ବସିଥିଲୁ ତାର ଶାଶୁ,ଶଶୁର ଏବଂ ଦିଅର ଆସିଲେ ତରତର ହୋଇ ଆସିଲେ ଦୀପିକା ଗୋଡ଼ ଉପରେ ଚଢ଼ିଗଲା ମୁଁ ତର ତର ହୋଇ ଉଠି ଆସିଲି କିନ୍ତୁ ଦୀପିକା ର ଗୋଡ଼ ମକଚି ଦେଲେ।ତା ଗୋଡ଼ ମକଚି ଦେଲେ ଏବଂ

ତାର ଚତା ଭାଙ୍ଗିଦେଲା ପୋଲିସ କୁ ଡାକିଲୁ ସେ ଆସିଲା ବେଳକୁ ଏମାନେ ଘରେ ପଶି କବାଟ ବନ୍ଦ କରିଦେଲେ।ପୋଲିସ ବି ଆସିଲେ ଏବଂ କହିଲେ ଏଠି ସମାଧାନ ପାଇଁ ବସିଛନ୍ତି ଏପରି କଲେ କଣ ହେବ।ଦୀପିକା ର କେତେ ସୁନ୍ଦର ପୁଅ ସେ ଏଠି ବସିଛି କଣ ପାଇଁ ତା ପୁଅର ହକ ପାଇଁ ତା ମୁଣ୍ଡରେ ଶଙ୍ଖା ସିନ୍ଦୂର ପିନ୍ଧିବା ପାଇଁ ତାର ସ୍ତ୍ରୀର ମର୍ଯ୍ୟାଦା ପାଇବା ପାଇଁ।

Leave a Reply

Your email address will not be published. Required fields are marked *