ଏହି ୨ ଟି ଦିଗରେ ମୁଣ୍ତ କରିକି କେବେ ଶୁଅନ୍ତୁ ନାହିଁ ନହେଲେ ଖରାପ ପ୍ରଭାବ ପଡିପାରେ, ଏହା ହେଲା ଶୋଇବାର ସଠିକ୍ ଦିଗ

ବିଶ୍ରାମ କିପରି କରାଯିବ ସେହି ବିଷୟରେ ବିସ୍ତାରରେ କହିଛନ୍ତି , ସେ କହିଲେ କି ବିଶ୍ରାମ ବା ନିଦ୍ରା ନେବାର ସମୟରେ ନିଜ ମୁଣ୍ତ ପୁର୍ବ ଦିଗ ମାନେ ସୁର୍ଯ୍ୟଙ୍କ ଦିଗରେ ହେବା ସବୁଠାରୁ ଭଲ ହୋଇଥାଏ, ଆପଣଙ୍କ ଘରେ ବିଛଣାକୁ ସବୁବେଳେ ପୁର୍ବଦିଗରେ ରଖନ୍ତୁ,  ଓ ଯଦି ରଖିପାରୁନାହାନ୍ତି ତେବେ ଉତ୍ତର କିମ୍ବା ପଶ୍ଚିମ ଆଡକୁ ମୁଣ୍ତ କରି ଶୁଅନ୍ତୁ ନାହିଁ , ଉତ୍ତର ଦିଗରେ ମୃତ୍ୟୁ ଦିଗ ହେବାର ବୈଜ୍ଞାନିକ କାରଣ ପୃଥିବୀର ଗୁରୁତ୍ୱଆକର୍ଷଣ ବଳ ଅଟେ, ପୃଥିବୀର ଦୁଇଟି ସିରା ଅଛି , ଗୋଟେ ହେଲା ଉତ୍ତର୍ ଓ ଦକ୍ଷିଣ , ମାନବ ଶରୀରରେ ବି ଦୁଇଟି ସିରା ଅଛି, ଯେଉଁଥିରେ ପାଦକୁ ଦକ୍ଷିଣ ମାନାଯାଏ , ଓ ମୂଣ୍ତକୁ ଉତ୍ତର ଦିଗ ମାନାଯାଏ ।

ଏବେ ବାଗଭଟ୍ଟଜୀ ଲେଖିଦେଲେ ତ ରାଜୀବ ଭାଇ କିଛି ରିସର୍ଚ୍ଚ କଲେ, ତେବେ ରାଜୀବ ଭାଈ ଲେଖନ୍ତି କି ଗାଁରେ ଯେବେ କିଏ ବୁଲେ ତ କାହାର ମୃତ୍ୟୁ ହୋଇଯାଏ ,ତେବେ ମୋତେ କାହାର ସଂସ୍କାରରେ ଯିବାକୁ ପଡୀଥାଏ, ତେବେ ସେଠାରେ ଦେଖେ କି ଯିଏ ଠିଆ ହୋଇଛନ୍ତି ସଂସ୍କାର୍ ପାଇଁ ଓ ସଂସ୍କାରର ସୁତ୍ର କହିବା ଆରମ୍ଭ୍ କରନ୍ତି ତେବେ ପ୍ରଥମ ସୁତ୍ର ତ କହନ୍ତି , ମୃତ୍ୟୁ ଶରିରକୁ ଉତ୍ତରରେ କର, ପ୍ରଥମ ମନ୍ତ୍ର କହିବେ ମୃତ ବ୍ୟକ୍ତିର ମୁଣ୍ତକୁ ଉତ୍ତରକୁ କର ।

ଆଜିର ଯାହା ଆମ ଦିମାଗ ଅଛି ନା ସେ କଣପାଇଁ ବିନା ମାନେ ନାହିଁ , କାରଣ ତାହାର ବିଲକୁଲ୍ ଅସ୍ପଷ୍ଟ ଅଛି । ଆଧୁନିକ ବିଜ୍ଞାନ କହିଥାଏ କି ଆପଣ ଯାହା ଶରିର ଅଛି ଓ ପୃଥିବି ଅହି ଏହି ଦୁହେଁ ମଧ୍ୟରେ ଗୋଟେ ବଳ କାମ କରିଥାଏ ଏଥିପାଇଁ ଆମେ କହୁ ଗୁରୁତ୍ୱଆକର୍ଷଣ ବଳ ।ଏଥିପାଇଁ ଆପଣ ଏମିତି ବୁଝିବେ କି ଆପଣ କେବେ ଦୁଇଟି ଚୁମ୍ବକ ନିଜ ହାତରେ ନେଇଥିବେ ,ତେବେ ଦେଖିବେ କି ସେ ସବୁବେଳେ ଗୋଟେ ତରଫକୁ ଲାଗିଯାଏ,  ଓ ଦ୍ୱିତୀୟ ପଟ ଲାଗେ ନାହିଁ , ଦ୍ୱିତୀୟ ତରଫରୁ ଜଣେ ଅନ୍ୟ ଜଣଙ୍କୁ ଧକା ମାରିଥଏ ,ତେବେ ଏହା ଏଥିପାଇଁ ହୋଇଥାଏ କାରଣା ଚୁମ୍ବକର ଦୁଇଟି ସାଇଡ୍ ଥାଏ, ଗୋଟେ ହେଲା ସାଉଥ୍ ଓ ନର୍ଥ , ଯେବେ ଆପଣ ସାଊଥ୍ ଓ ସାଉଥ୍ କୁ ଓ ନର୍ଥ କୁ ନର୍ଥ କୁ ଯୋଡିବେ ତେବେ ଲାଗିଯିବ ।

ପୃଥିବୀର ଉତ୍ତର ଓ ଏକ ଦକ୍ଷିଣ ମୁଣ୍ତରେ ସବୁଠାରୁ ଅଧିକା ଗୁରୁତ୍ୱଆକର୍ଷଣ ବଳ ଅଛି, ଯଦି ଆପଣ ଶୋଇବା ସମୟରେ ଆପଣଙ୍କ ମୁଣ୍ତ ଉତ୍ତର ତରଫକୁ କରିଦେଇଛନ୍ତି, ତେବେ ଉତ୍ତର ମୁଣ୍ତ ଓ ପୃଥିବୀର ଉତ୍ତର ମିଳିବ , ତେବେ ରିପ୍ଲେଶନ୍ ହେବ , ରିପ୍ଲେସନ୍ ମତଲବ ଧକ୍କା, ଏହା ଫିଜିକ୍ସର ଏକ ନିୟମ ଅଟେ, ପୃଥିବୀର ଉତ୍ତରର ବଳ ଆମର ମୁଣ୍ତକୁ ଧକ୍କା ମାରିବ ତେବେ ଏଥିରେ ମୁଣ୍ତ ଉପରେ ପ୍ରେସର୍ ପଡିବ , ଓ ଆପଣଙ୍କ ପୁରା ଶରୀର ଡିଷ୍ଟର୍ବ ହୋଇଯିବ, ଏହାର କାରଣରୁ ଆପଣଙ୍କ ଶରିରରେ ବ୍ଲଡ୍ ପ୍ରେସର୍ କମ୍ ହେବା ଆରମ୍ଭ ହୋଇଯିବ , ଏହାର କାରଣରୁ ଆୟୁ କମ୍ ହେବାର୍ ଅଛି ,ଆମର ଘରେ ବି ଯଦି କାହାର ମୃତ୍ୟୁ ହୋଇଥାଏ, ତେବେ ତୁରନ୍ତ ତାହାର ମୁଣ୍ତ ଉତ୍ତର ତରଫକୁ କରିଦିଅନ୍ତୁ, ଏଥିପାଇଁ ଆୟୁର୍ବେଦରେ ଏହି ନିୟମକୁ ବହୁତ ଗଭୀରତାର୍ ସହ ସ୍ୱୀକାର କରାଯାଇଛି । ଉଦାହରଣ ପାଇଁ ଆପଣ ଯେପରି ଲେଉଟନ୍ତି ତେବେ ଆପଣଙ୍କୁ କିପରି ଲାଗିଥାଏ, ବହୁତ ଭଲ ଲାଗିଥାଏ , କାରଣ ଶରିର ଟିକିଏ ରିଲାକ୍ସ ଲାଗେ,  ଏଥିପାଇଁ ବାଗଭଟ୍ଟ କହିଲେ କି ଦକ୍ଷିଣକୁ ମୁଣ୍ତ କରିବେ ତ ଫୋର୍ସ ଅଫ୍ ଆଟ୍ରାକ୍ସନ୍ ହେବ , ଉତ୍ତରକୁ ମୁଣ୍ତକରିବେ ତ ଫୋର୍ସ ଅଫ୍ ରିପଲ୍ୟୁଜନ୍ ହେବ , ଏହା ଦ୍ୱାରା ଶରୀରରେ ପ୍ରେସର୍ ପଡେ , ଓ ଫୋର୍ସ ଅଫ୍ ଆଟ୍ରାକ୍ସନ୍ ଶରିରରେ ସଙ୍କୁଚିତ ହୁଏ

ଏଥିପାଇଁ ବାଗଭଟ୍ଟ ସବୁଠାରୁ ଭଲ ବିଶେଷ୍ଳଣ କରି, ଏହି ବିଶ୍ଲେଷଣ ଜୀବନରେ ମାନସିକ ରୋଗ ଶେଷ କରିବାର ଉତ୍ତମ ଉପାୟ କହିଛନ୍ତି , ନିଦ ଭଲ ନେଉଛନ୍ତି ତ ଶାନ୍ତି ଅଛି, ଏଥିପାଇଁ ଭଲ ନିଦ ନିଅନ୍ତୁ, ଦକ୍ଷିଣରେ ମୁଣ୍ତ କରି କେବେ ଶୁଅନ୍ତୁ ନାହିଁ କିମ୍ବା ପୁର୍ବରେ , ଏବେ ପୁର୍ବ କଣ ? ପୁର୍ବ ବିଷୟରେ ପୃଥିବୀରେ ରିସର୍ଚ୍ଚ କରୁଥିବା ସବୁ ବୈଜ୍ଞାନିକଙ୍କ କହିବା କଥା କି ପୁର୍ବ ନୁଟୁଲ ଅଟେ, ମତଲବ୍ ନ ତ ସେଠାରେ ଫୋର୍ସ ଅଫ୍ ଆଟ୍ରାକ୍ସନ୍ ଅଛି ନା ହିଁ ଫୋର୍ସ ଅଫ୍ ରିପ୍ଲୁଜନ୍ ଅଛି, ଯଦି ଅଛି ତେବେ ଦୁହେଁ ଜଣେ ଅନ୍ୟ ଜଣଙ୍କ ସହ ବାଲାନ୍ସ କରିଛନ୍ତି, ଏଥିପାଇଁ ପୁର୍ବ ଦିଗରେ ମୁଣ୍ତ କରି ଶୋଇଲେ ଆପଣ ବି ନୁଟୁଲ୍ ରହିବେ , ଓ ଭଲ ନିଦ ଆସିବ , ପଶ୍ଚିମ ପଚାରିଲେ ବାଗଭଟ୍ଟ ଏବେ ଚୁପ୍ ଅଛନ୍ତି ସେଥିରେ କିଛି କହିନାହାନ୍ତି, ଓ ଆଜି ବି ବିଜ୍ଞାନ ଲାଗିଛି ଏହି ବିଷୟରେ ଯାହା କିଛି ଜଣାପଡିପାରିନାହିଁ ।

Leave a Reply

Your email address will not be published. Required fields are marked *