ସ୍ବାମୀ ଆଗରେ ସବୁ କାମ କରୁଥିଲା ଅର୍ଚ୍ଚନା,ଆଉ help କରୁଥିଲେ କି ନିଜେ ସ୍ୱାମୀ,ଜାଣିଲେ ଆପଣ ହେବେ ଆଶ୍ଚର୍ଯ୍ୟ…

ବଡ଼ ଜାଲ ବିଛେଇ ଫସଉଥିଲା ଅର୍ଚ୍ଚନା।ତାର ଜାଲରେ ଫସୁଥିଲେ ବଡ ଲୋକ ଓ ଅଫିସର।ବଡ଼ ଲୋକଙ୍କ ସହ ସମ୍ପର୍କ ରଖି କରୁଥିଲା ବ୍ଲାକ ମେଲ।ନାଁ ତାର ଅର୍ଚ୍ଚନା।ଠକ କାମ କରି ବଡ଼ ବଡିଆଙ୍କୁ ଧରୁଥିଲା।ଏବେ ପୋଲିସ ଜାଲରେ ପଡି ଜେଲରେ କାଟିବ ଦିନ।ବଡ ଲୋକ ଅଫିସର ମାନଙ୍କୁ କେମିତି ଆଙ୍ଗୁଠିରେ ନଚା ଯାଏ

ସେ ମଧ୍ୟ ତାକୁ ବେଶ ଜଣା ଥିଲା।ତେବେ ପାପ କାମ କରି ,ଠକ କାମ କରି ବଡ଼ ବଡ ଲୋକଙ୍କୁ ଫସାଉ ଥିଲା। କରି ଟଙ୍କା ଆଦାୟ କରି ଜୀବନ ବିତାଉ ଥିଲା ଏହି ଠକ।ହୋଟେଲରେ ଖାଉଥିଲା ଦାମିକିଆ ଚିକ୍କଣ ଗଦି ପକାଇ ଶୋଉଥିଲା।ଆଉ ଏବେ ଜେଲର କାନ୍ଥ ତଳେ ଶୋଇବ।

ଆଉ ଅନ୍ଧାରରେ ମଶା ମଧ୍ୟ ବାଡେଇବ ଆଜ୍ଞା।ଏବେ ଜେଲର ପାଣିଆ ଡାଲି ଖାଇ ବଞ୍ଚିବା ପାଇଁ ପଡିବ।ତେବେ ବୁଲି ବୁଲି ଏଠି ସେଠି ମୁଁହ ମାରିବାର ଅଭ୍ୟାସ ଥିବା ଶରୀରଟା ଆଜି ଗୋଟିଏ କୋଠରୀରେ ବନ୍ଦ ହୋଇ ସବୁ ଦିନ ପାଇଁ ରହିଯିବ।୧୦ ରୁ ଅଧିକ ଯୁବତୀଙ୍କୁ ପାଖରେ ରଖି   ବ୍ୟବସାୟ ରାକେଟ

ଚଳାଉ ଥିବା ଜଣକ ଏବେ କାନ୍ଦି କାନ୍ଦି ମରିଗଲେ ବି କେହି ତା କଥା ଶୁଣିବେ ନାହିଁ।ନିଜକୁ ଚହଟ ଚିକ୍କଣ କରି ସଜାଉ ଥିବା ଦେହଟା ଏବେ ଗରମରେ ଶିଝି ଯିବ।ତେବେ ଥରେ ପୋଲିସ ହାବୁଡରେ ପଡିଛି ମାନେ ପୋଲିସ ଏବେ ତାର ଫେଣ ବାହାର କରିଦେବ।କେବଳ ବଡ଼ ବଡିଆ ମାନଙ୍କୁ ଟାର୍ଗେଟ କରି ଫସାଉ

ଥିବା ଏହି ଅର୍ଚ୍ଚନାକୁ ପୋଲିସ ଠିକ କରିଦେବ।ନିଜ ଜାଲରେ ଛନ୍ଦି କେତେ ଜଣଙ୍କୁ ଏମିତି କଲ ବଲ କରିଛି ତାର ପ୍ରତି ହିସାବ ନେବ ପୋଲିସ।ଅର୍ଚ୍ଚନା ଓ ତାର ସ୍ବାମୀ ଜଗବନ୍ଧୁକୁ ନେଇ ପୋଲିସ ଏବେ ଯେତେ ଖୋଳ ତାଡ଼ କରୁଚି ସେତେ ବଡ଼ ବଡ଼ିଆଙ୍କ ଲିଙ୍କ ଆସୁଛି।ଏବେ ଅର୍ଚ୍ଚନା ଗିରଫ ହେବା ପରେ

ପୋଲିସ ତା ଠାରୁ ସବୁ କଥା ଉଗାଳିବା ପାଇଁ ଅନେଇ ବସିଛି।ତେବେ ଅଧିକ ତଦନ୍ତ କରିବା ପରେ ଯାଇ ଅର୍ଚ୍ଚନାର ସବୁ କଥା ପଦାକୁ ଆସିବ ଆଜ୍ଞା।

Leave a Reply

Your email address will not be published. Required fields are marked *