ସ୍ୱାମୀ Jagabandhu ନିଜ ସ୍ତ୍ରୀ କୁ କହିଲା ତୁ ଦେଇଦେ,ଆମେ ଆମର ବିଶାଳ ସାମ୍ରାଜ୍ୟ ଗଢ଼ିବା କୋଟିପତି ହେବ କିନ୍ତୁ…

ଦୁନିଆରେ ଗୋଟିଏ ଗରିବ ବ୍ୟକ୍ତିର ସାହାର୍ଯ୍ୟ କରିବାପାଇଁ ପକେଟରୁ ଏକଟଙ୍କା ବାହାରେନାହିଁ କିନ୍ତୁ ନିଜ ଦେହର ସୁଖ ପାଇଁ ବାହାରିଥାଏ କୋଟି କୋଟି ଟଙ୍କା। ଗୋଟିଏ ଗରିବର ପେଟ ବୁଝିବାକୁ ପାଖରୁ ଗୋଟିଏ ଟଙ୍କା ବହାରିନଥାଏ କିନ୍ତୁ ଗୋଟିଏ ଯୁବତୀ ସହିତ ରାତି କାଟିବାପାଇଁ ବାହାରିଥାଏ ଲକ୍ଷାଧିକ ଟଙ୍କା।

ହଁ ଆଜ୍ଞା ଏମିତି ହିଁ ହୋଇସାରିଛି ଆଜିର ଦୁନିଆ ଓ ଏହି କାମରେ ଜଣେ ଯୁବତୀ ମହାରଥ ହାସଲ କରିସାରିଥିଲେ ଓ ନିଜର ଦେହ ବିକ୍ରି କରି ସେ କୋଟିପତି ହୋଇଯାଇଥିଲେ।କଳାହାଣ୍ଡିରୁ ରାଜଧାନୀ ଆସି ଅର୍ଚ୍ଚନା ଏହା ବୁଝିସାରିଥିଲେ ଯେ, ଯଦି କେଉଁଠି ଅଧିକ ଟଙ୍କା ଅଛି ତାହା ହେଉଛି ଶରୀର ସୁଖ।

ଏହାପରେ ସ୍ୱାମୀ ଓ ସ୍ତ୍ରୀ ଯୋଜନା ମୁତାବିକ ଏହି କାମ କଲେ, ସ୍ୱାମୀ ନିଜ ସ୍ତ୍ରୀକୁ କହିଥିଲା ତୁ ଖାଲି ଦେହ ଟିକେ ତ୍ୟାଗ କରିଦେ ଆମେ କୋଟି କୋଟି ଟଙ୍କା କମାଇ ନିଜର ସାମ୍ରାଜ୍ୟ ଗଢିପାରିବା। ଏଥିପାଇଁ ସ୍ୱାମୀ ଓ।ସ୍ତ୍ରୀ ମିଶି ରାଜଧାନୀରେ ରହୁଥିବା ବଡ଼ ବଡ଼ ରାଜନେତା ଓ ଧନଶାଳୀ ବ୍ୟକ୍ତିଙ୍କୁ ଟାର୍ଗେଟ

କରିବା ଆରମ୍ଭ କରିଦେଇଥିଲେ।ଅର୍ଚ୍ଚନା ପ୍ରଥମେ ମିଠାମିଠା କଥା କହି ଧନଶାଳୀ ବ୍ୟକ୍ତିଙ୍କୁ ମେସେଜ ଜରିଆରେ ଫସାଉଥିଲେ ଓ ତାଙ୍କ ସହିତ ଶାରିରୀକ ସମ୍ପର୍କ ରଖୁଥିଲେ। ଅର୍ଚ୍ଚନା ବ୍ୟକ୍ତି ଜଣକର ଅଜାଣତରେ ରୁମ ଭିତରେ କ୍ୟାମେରା ଲଗାଉଥିଲେ ଓ ରାତିରେ ଶାରିରୀକ ସମ୍ପର୍କ ରଖିବାପରେ ଦିନରେ

ଏହି ଭିଡ଼ିଓ ଉକ୍ତ ବ୍ୟକ୍ତିଙ୍କୁ ଦେଖାଇ ବ୍ଲାକମେଲ କରୁଥିଲେ। ଏଥିରେ ବ୍ୟକ୍ତି ଜଣକ ଭୟଭୀତ ହୋଇ ଅର୍ଚ୍ଚନାଙ୍କୁ ମୁହଁ ମାଗିଥିବା ଟଙ୍କା ପ୍ରଦାନ କରି ରହସ୍ୟକୁ ଲୁଚାଉଥିଲେ। କିନ୍ତୁ ଏହିସବୁ କାରନାମା ବର୍ତ୍ତମାନ ସାମ୍ନାକୁ ଆସିସାରିଛି ଓ ପୋଲିସ ଦ୍ୱାରା ଅର୍ଚ୍ଚନା ଗିରଫ ହୋଇସାରିଥିବା ବେଳେ ସ୍ୱାମୀ କୁଆଡ଼େ ଗିରଫ ଅଛନ୍ତି।

ପୋଲିସ ଅର୍ଚ୍ଚନାଙ୍କ ପାଖରୁ ଜବତ କରିଥିବା ଲାପଟପ ଓ ଫୋନରୁ ପାଖପାଖି ୩୦ ଜଣ ବଡ଼ବଡ଼ିଆ ଲୋକଙ୍କ ଭିଡ଼ିଓ ପାଇଛି ବୋଲି କୁହାଯାଉଛି। ଏବେ ପେନଡ୍ରାଇଭ ଜବତ କରିବାପରେ ଜଣାପଡ଼ିବ ଏହି ଲିଷ୍ଟ ଆହୁରି କେତେ ଅଧିକ ହୋଇ ସାମ୍ନାକୁ ଆସିବ।

https://www.youtube.com/watch?v=BFvfxQbo9PE

Leave a Reply

Your email address will not be published. Required fields are marked *