ସ୍ବେଛାସେବୀ ହେବାକୁ ଚାହୁଁଥିଲି Archanaa କିନ୍ତୁ କିପରି ବଦଳିଗଲା ପୁରା ଜୀବନ,ଜାଣିଲେ ଆପଣ ମୁଣ୍ଡରେ ହାତ ଦେବେ…

ସାରା ଓଡ଼ିଶାରେ ବର୍ତ୍ତମାନ ଅର୍ଚ୍ଚନାଙ୍କ କାହାଣୀ ଭାଇରାଲ ହେବାରେ ଲାଗିଛି। ଏପରିକି ପୋଲିସ ତାଙ୍କୁ ଗିରଫ କରିବାପରେ ପ୍ରତିଦିନ କିଛି ନା କିଛି ନୂଆ କଥା ସାମ୍ନାକୁ ଆସୁଛି। ଏବେ ଏମିତି କିଛି କଥା ଭାଇରାଲ ହୋଇ ସାମ୍ନାକୁ ଆସୁଛି ଯାହାକୁ ଶୁଣିଲେ ଆପଣ ନିଜ ମୁଣ୍ଡରେ ହାତ ଦେଇଦେବେ। ଆଜି ଆମେ ଯେଉଁ କଥା କହିବୁ ତାହା ସମ୍ପୂର୍ଣ୍ଣ ରୂପରେ

ଅର୍ଚ୍ଚନାଙ୍କ ଅତୀତ ଜୀବନର ଅଟେ। ଆସନ୍ତୁ ଜାଣିବା ସେସବୁ ବିଷୟରେ ସବୁକିଛି।ଅର୍ଚ୍ଚନା ୨୦୧୨ ମସିହାରେ ବାଲେଶ୍ଵରର ଏକ କଲେଜରେ ଯୁକ୍ତ ୨ ବିଜ୍ଞାନ ପଢ଼ୁଥିଲେ ଓ ସେ ଏଥିରେ ସେକେଣ୍ଡ କ୍ଲାସରେ ପାସ କରିବାପରେ ସମାଜସେବା କାମରେ ଲାଗିପଡ଼ିଲେ ଓ ତାଙ୍କ ଏକାଡେ଼ମୀରେ ତାଙ୍କୁ ବହୁତ ଆୱାର୍ଡ଼ ମଧ୍ୟ ପ୍ରଦାନ

କରାଯାଇଥିଲା। କିନ୍ତୁ କାହାକୁ ବା ଜଣାଥିଲା ଯେ, ଏହି ଛାତ୍ରୀ ଜୀବନ ପରେ ସେ ଜଣେ ଦେହଜୀବୀ ହୋଇଯିବେ ବୋଲି, ସମ୍ପୂର୍ଣ୍ଣ ଭାବରେ ଏହା ଅର୍ଚ୍ଚନାଙ୍କର ଆଉଟ ଅଫ ସିଲାବସ ସାବ୍ୟସ୍ତ ହୋଇଥିଲା। ଭୁବନେଶ୍ୱର ଆସିବାପରେ ସେ ଏଠାକାର ଲୋକଙ୍କ ଲାଇଫ ଷ୍ଟାଇଲକୁ ଦେଖି ବଡ଼ଲୋକ ହେବାକୁ

ଚେଷ୍ଟା କରିଥିଲେ।ଯେତେବେଳେ ସେ ଜାଣିଲେ ପରିଶ୍ରମ କରି ସେ ଏହି ଉପଲବ୍ଧି ହାସଲ କରି ପାରିବେନାହିଁ ଶେଷରେ ସେ ଅନ୍ୟ ବୃତ୍ତି ଆପଣାଇଥିଲେ ଓ ତାହା ଥିଲା ଦେହ ବ୍ୟବସାୟ। ଭୁବନେଶ୍ୱରରେ ବଡ଼ ବଡ଼ ବିଲଡ଼ର ମାନଙ୍କୁ ସେ ଟାର୍ଗେଟ କରିଥିଲେ ଓ ସେମାନଙ୍କୁ ନିଜର ହନିଟ୍ରାପରେ ଫସାଇ ସେମାନଙ୍କ ସହ

ରଖୁଥିଲେ ଓ ଏହି ଅନ୍ତରଙ୍ଗ ମୁହୂର୍ତ୍ତର ଫୋଟ ଦେଖାଇ ସେମାନଙ୍କୁ ମଧ୍ୟ କରୁଥିଲେ। ଯାହାଦ୍ୱାରା ସେ କୋଟି କୋଟି ଟଙ୍କା ଏଥିରୁ ହାସଲ କରୁଥିଲେ।ଏବେ ପୋଲିସ ଅର୍ଚ୍ଚନାଙ୍କ ସବୁ କଳା କାରନାମାକୁ ଧରି ନେଇଛି ଓ ତାଙ୍କୁ ଗିରଫ କରି ଗୋଟିଏ ପରେ ଗୋଟିଏ ରାଜ ଖୋଲିବାରେ ଲାଗିପଡ଼ିଛି। ଏବେ ଦେଖିବାକୁ ବାକି ରହିଲା ପୋଲିସ ଆଉ କେଉଁ ରହସ୍ୟ ପର୍ଦାଫାଶ କରୁଛି।

Leave a Reply

Your email address will not be published. Required fields are marked *