ବାସ୍ତୁ ଟିପ୍ସ- କେବଳ ତୁଳସୀ ନୁହେଁ ବରଂ ଏହି ୩ ଟି ଗଛ କେବେ ବି ମଉଳିଯିବା ହୋଇଥାଏ ଅଶୁଭ , ରଖନ୍ତୁ ଏହି କଥାକୁ ଧ୍ୟାନ

ନିଜ ଆଖ ପାଖ ଗଛ ଲଗାଇବା ସେମିତି ପର୍ଯ୍ୟାବରଣ ପାଇଁ ବହୁତ ଜରୁରୀ ହୋଇଥାଏ , କିନ୍ତୁ ବାସ୍ତୁ ଶାସ୍ତ୍ର କଥା ମାନିଲେ ଘର ଏବଂ ଅଫିସ୍ ରେ ଗଛ ଲଗାଇବା ଲାଭଦାୟକ ହୋଇଥାଏ , ଏଥିରେ କେବଳ ଆମେ ନିଜ କାର୍ଯ୍ୟକ୍ଷେତ୍ର ବରଂ ଘରର ସୁଖ ସମୃଦ୍ଧି ଓ ଶାନ୍ତିର ଅନୁଭବ ହୋଇଥାଏ , ଏହା ଛଡା ଏଥିରୁ ସକରାତ୍ମକ ଉର୍ଜା ମିଳିଥାଏ , ବରଂ ଆମର ହିନ୍ଦୁ ଧର୍ମରେ ଗଛକୁ ବିଶେଷ ଦର୍ଜା ଦିଆଯାଏ , ବାସ୍ତୁ ଶାସ୍ତ୍ରରେ କୁହାଯାଏ କି ଗଛର ସଂବନ୍ଧ ବୁଧ ଗ୍ରହ ହୋଇଥାଏ , ଓ ଯେଉଁଠି ବି ଗଛ ହୋଇଥାଏ ତାହା ସୌଭାଗ୍ୟ ବି ହୋଇଥାଏ , ଆଜି ଆମେ ଆପଣଙ୍କୁ ଏହା କହିବାକୁ ଯାଉଛୁ, ଏମିତି କେଉଁ ଗଛ ଅଛି ଯାହା ମଉଁଳି ଗଲେ ବହୁତ ଅଶୁଭ ହୋଇଥାଏ , ଓ ଆମେ ତାଙ୍କୁ ମଉଁଳିବାରୁ ରୋକିବାର୍ ଅଛି ।

ହିନ୍ଦୁ ଧର୍ମରେ ତୁଳସୀର ଗଛର ବିଶେଷ ମହତ୍ତ୍ୱ ଅଛି ଏହାର ଉପଯୋଗ ପୁଜା ପାଠ ପାଇଁ ପ୍ରସାଦ ରୁ ନେଇକରି ଭଗବାନଙ୍କ ଭୋଗ ଲଗାଇବା ପର୍ଯ୍ୟନ୍ତ କରାଯାଏ , ତୁଳସୀର ଗଛ ଭଗବାନ ବିଷ୍ଣୁଙ୍କର ପ୍ରିୟ ଗଛ ଅଟେ, ଯଦି ଘରେ ତୁଳସୀର୍ ଗଛ ସୁଖିଯାଏ ତେବେ ଏହା ସଙ୍କେତ ଦେଇଥାଏ କି ମା ଲକ୍ଷ୍ମୀ ନାରାଜ୍ ହୋଇଯାଇଛନ୍ତି , ଏଥିପାଇଁ ସବୁବେଳେ ତୁଳସୀର ଗଛକୁ ବିଶେଷ ଧ୍ୟାନ ରଖିବେ ଯଦି ଧ୍ୟାନ ରଖିବା ପରେ ବି ଗଛ ସୁଖିଯାଏ ତେବେ ଆପଣ ଗଛକୁ ବଦଳାଇ ନେବା ଉଚିତ୍ ।

ତୁଳସୀର ଗଛ ପରେ ମନିପ୍ଲାଣ୍ଟ୍ ଏମିତି ଏକ ଗଛ ଯାହା ଲୋକେ ବହୁତ ଘରେ ଲଗାଇଥାନ୍ତି , ବାସ୍ତୁ ଶାସ୍ତ୍ରର ଅନୁସାରେ ମନିପ୍ଲାଣ୍ଟକୁ ସବୁବେଳେ ଦକ୍ଷିଣ ପୁର୍ବ ଦିଗରେ ରଖିବା ଉଚିତ୍ , କାରଣ ଗଣେଷଙ୍କ ଏହି ଦିଗରେ ଦେବତା ବୋଲି ଜଣାଯାଆନ୍ତି , ଭଗବାନ ଗଣେଷ ଏହି ଦିଗରେ ମନିପ୍ଲାଣ୍ଟ ଗଛ ଲଗାଇଲେ ଘରେ କେବେ ବି ଧନର ସମସ୍ୟା ରହେ ନାହିଁ କୁହାଯାଏ କି ଯେଉଁଠି ବି ଗଛ ହରାଭରା ରହିଥାଏ , ତେବେ ସୁଖ ସମୃଦ୍ଧି ରହିଥାଏ , ଓ ଗଛ ସୁଖିବା ଭଲ ହୋଇନଥାଏ ।

କଣ ଆପଣ ଜାଣିଛନ୍ତି ଶମି ଗଛ ଶନିଦେବଙ୍କ ଓ ଭଗବାନ ଶିବଙ୍କର ପ୍ରିୟ ଗଛ ଅଟେ ? ଏମିତି ମାନାଯାଏ କି ଶନିଗ୍ରହର ସଂବନ୍ଧିତ କେଉଁ ବି ସମସ୍ୟା ପାଇଁ ଶମିର୍ ଗଛ ଲଗାଇବା ବହୁତ ଭଲ ଉପାୟ ହୋଇଥାଏ , ଯଦି ଆପଣ ନିଜ ଘରେ ଶମିର ଗଛ ଲଗାଈଛନ୍ତି ତେବେ ଏହାର ଭଲ ଯତ୍ନ ନେବା ଉଚିତ୍ , କାରଣ ଗଛ ମଉଳିଯିବା ଶନିଦେବଙ୍କ ଖରାପ ସ୍ଥିତି କିମ୍ବା ଭଗବାନ ଶିବଙ୍କ ନାରାଜହେବା କାରଣ ଦର୍ଶାଇଥାଏ ।

ଆମର ହିନ୍ଦୁ ଧର୍ମରେ ଆମ୍ବ ଗଛକୁ ନେଇ ବହୁତ ସାରା ମାନ୍ୟତା ଅଛି କେଉଁ ବି ଶୁଭ କାର୍ଯ୍ୟ କରିବା ପୁର୍ବରୁ ପ୍ରଥମେ ଆମେ ଆମ୍ବର ପତ୍ରକୁ ନେଇ ମୁଖ୍ୟ ଫାଟକରେ ଟାଙ୍ଗିଥାଉ, ପୁଜା ପାଠ ପାଇଁ ଯେବେ କଳଶରେ ଆମର ପତ୍ର ପ୍ରୟୋଗ କରାଯାଏ , ଓ ହୋମରେ ଆମ୍ବର କାଠର ବ୍ୟବହାର ବି ହୋଇଥାଏ ,ଏହି କାରଣରୁ ଯଦି ଆପଣଙ୍କ ଘରେ ଆମ୍ବର ଗଛ ଅଛି ତେବେ ସବୁବେଳେ ସେହି ଗଛକୁ ଧ୍ୟାନ ରଖିବାକୁ ହେବ କାରଣ ସେ କେବେ ବି ସୁଖିଗଲେ ତାହା ସଙ୍କଟ ଆଡକୁ ଇଶାରା କରିଥାଏ

Leave a Reply

Your email address will not be published. Required fields are marked *