Parbati ଗଣନାଟ୍ୟ ରେ ମହାକାଣ୍ଡ,ହିରୋଇନ କୁ କହିଲେ କହିଲେ ଆସେ ମୋ ପାଖେ ଶୋଇବୁ,ଯାତ୍ରାପାର୍ଟି ସ୍ୱାମୀ ତତେ କେତେ ପୋଷିବ…

ମତେ କହୁଛନ୍ତି ମୋ ସ୍ବାମୀଙ୍କୁ ଟ୍ରକ ଚଢାଇ ଦେବେ ଆଉ ମତେ ନେଇକି ରଖିବେ।ମତେ ଖରାପ ଭାଷାରେ କଥା କହିକି ମତେ କହୁଛନ୍ତି ତୁ ଆସେ ମୋ ପାଖରେ ଶୋଇବୁ।ସେ ଯାତ୍ରାପାର୍ଟି ସ୍ବାମୀ ତତେ କେତେ ପୋଷିବ,ଆସେ ତତେ ରଖିବି।ଖରାପ ଭାଷାରେ କହୁଛନ୍ତି।ଆଜି ମୋ ସ୍ବାମୀ ମେଶକୁ ଖାଇବା ଆଣିବାକୁ ଯାଇଥିଲେ

ଆଉ ଦେଖିଲେ ଯେତେବେଳେ କେହି ଖାଇବାକୁ ଦଉ ନାହାନ୍ତି ମୋ ସ୍ବାମୀ ନିଜେ ବସିକି ଖାଇବା ବାଢ଼ିକି ଖାଇଲେ।ବାଢିଲେ ଯେମିତି ପ୍ରତା ମେଞ୍ଜର ଆଉ ବିଜ ମେଞ୍ଜର ଆସିକି କହିଲେ ତୁ ମାହାଳିକ ଲୋକ, ତୁ କନ୍ଦ୍ରା ଲୋକ ତୁ ଅଜାତି ତୁ କାହିଁକି ଆସିକି ଖାଇବା ଛୁଇଁଲୁ।ସେ ଖାଇବା ଛୁଇଁବାଟା କଣ

ଭୁଲ କେହି ନଦେଲେ ବୋଲି ସେ ବାଢ଼ିକି ନେଲେ ଆଉ ସେଇଟା ପାଇଁ ମୋ ସ୍ବାମୀଙ୍କୁ ମାରିକି କଉଭଳିଆ କରିଛନ୍ତି।ଦେଖନ୍ତୁ କଉ ଭଳିଆ କରିଛନ୍ତି,ମୁଣ୍ଡ ଫୁଣ୍ଡ ସବୁ ମାରିକି ଫଟେଇ ଦେଇଛନ୍ତି।ଆଉ ମୁଁ ତ ନଥିଲି ମୁଁ ଯେତେବେଳେ ଯାଇକି ପଚାରିଲି ମତେ ବି ମାରିକି ମୋ ନାଇଟ ଫାଇଟ ଚିରି ଦେଇଛନ୍ତି।

ମୋ ଚୁଟି ଫୁଟି ଝିଙ୍କି କି ମତେ ବହୁତ ମାରିଛନ୍ତି।ମୋ ଛୁଆକୁ ବି ମାରିଛନ୍ତି ମୋ ଛୁଟିଆ ଛୁଆଟି, ମୋ ଛୁଆକୁ ମଧ୍ୟ ବହୁତ ମାରିଛନ୍ତି। ଆଉ ସମସ୍ତେ,ମୁଁ କହି ପାରୁନି ମତେ ବହୁତ ଦୁଃଖ ଲାଗୁଛି।ମତେ ବହୁତ ମାରିଛନ୍ତି।ଆଉ ମତେ କହୁଛନ୍ତି ମୋ ସ୍ବାମୀଙ୍କୁ ଟ୍ରକ ଚଢାଇ ଦେବେ ଆଉ ମତେ ନେଇକି ରଖିବେ।

ମତେ ଖରାପ ଭାଷାରେ କଥା କହିକି ମତେ କହୁଛନ୍ତି ତୁ ଆସେ ମୋ ପାଖରେ ଶୋଇବୁ।ସେ ଯାତ୍ରାପାର୍ଟି ସ୍ବାମୀ ତତେ କେତେ ପୋଷିବ,ଆସେ ତତେ ରଖିବି।ଏମିତି କେତେ ଖରାପ କଥା କହି ମତେ କେତେ ଗାଳି ଦେଇଛନ୍ତି।

Leave a Reply

Your email address will not be published. Required fields are marked *