ମାଆଙ୍କ ଏକାଦଶରେ ଭାଙ୍ଗିପଡିଲେ debika, ଆଉ ସମସ୍ତଙ୍କ ସାମ୍ନାରେ କାନ୍ଦି କାନ୍ଦି ହେଲେ ବେହାଲ…

ଓଡ଼ିଆ ସିରିଏଲ ଜଗତର ନାମୀଦାମୀ ଅଭିନେତ୍ରୀ ତିଳୋତିମା ଖୁଣ୍ଟିଆଙ୍କର ମାତ୍ର ୪୯ ବର୍ଷ ବୟସରେ ମୃତ୍ୟୁ ଘଟିଛି। ଆପଣ ତାଙ୍କୁ ଲୋକପ୍ରିୟ ଧାରାବାହିକ ସିରିଏଲରେ ମୁଖ୍ୟତଃ ରୂପରେ ମାଆ ଭୂମିକାରେ ଅଭିନୟ କରୁଥିବାର ଦେଖିଥିବେ ଓ ଆଜି ତାଙ୍କ ମୃତ୍ୟୁକୁ ୧୧ ଦିନ ହୋଇଯାଇଛି। ତାଙ୍କ ମୃତ୍ୟୁଦିନ ବହୁତ ସିରିଏଲ ଜଗତର ଅଭିନେତ୍ରୀ ଓ ଅଭିନେତା

ଶୋକ ବ୍ୟକ୍ତ କରିଥିଲେ ଓ ଆଜି ତାଙ୍କର ଏକାଦଶାହରେ ଏକ ଅଦ୍ଭୁତ ନଜାରା ସାମ୍ନାକୁ ଆସିଛିମାଆଙ୍କ ମୃତ୍ୟୁରେ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗିପଡିଥିବା ତିଳୋତିମାଙ୍କ ଦୁଇଝିଅ ଆନି ଓ ଦେବୀକାଙ୍କ ହାଲତ ଦେଖିଲେ ଆପଣଙ୍କୁ ମଧ୍ୟ ଦୁଃଖ ଲାଗିବ। ଆଜି ମାଆଙ୍କ ଏକାଦଶରେ ସମସ୍ତ ବନ୍ଧୁ ଓ ପରିଜନଙ୍କୁ ଦେଖି ଦେବୀକା

ଭାବବିହ୍ଵଳ ହୋଇଯାଇଥିଲେ ଓ କାନ୍ଦି କାନ୍ଦି ବେହୋସ ହୋଇଯାଇଥିଲେ। ଦେବୀକା ମଧ୍ୟ ଜଣେ ଲୋକପ୍ରିୟ ସିରିଏଲ ଅଭିନେତ୍ରୀ ଅଟନ୍ତି। ନିଜ ମାଆଙ୍କ ଭଳି ସେ ମଧ୍ୟ ବହୁତ ସୁନ୍ଦର ଅଭିନୟ କରନ୍ତି ଓ ସାରା ଓଡ଼ିଶାରେ ମଧ୍ୟ ତାଙ୍କର ବହୁତସାରା ଫ୍ୟାନ୍ସ ମାନ ରହିଛନ୍ତି।ତିଳୋତିମା ଖୁଣ୍ଟିଆଙ୍କ ସ୍ୱାମୀଙ୍କ କଥା କହିବାକୁ

ଗଲେ ଓଡ଼ିଆ ଇଣ୍ଡଷ୍ଟ୍ରିରେ ସେ ଜଣେ ପ୍ରସିଦ୍ଧ ଡାଇରେକ୍ଟର ଓ ପ୍ରଯୋଜକ ଅଟନ୍ତି। ବହୁତସାରା ଫିଲ୍ମ ଗୁଡ଼ିକ ମଧ୍ୟ ତାଙ୍କ ଦ୍ବାରା ନିର୍ଦ୍ଧେଶିତ ହୋଇଛି। ଆଜି ସେ ମଧ୍ୟ ନିଜ ପତ୍ନୀଙ୍କ ଦୁଃଖରେ ବହୁତ ଦୁଃଖିତ ଅଛନ୍ତି। ଏକାଦଶରେ ତାଙ୍କ ବନ୍ଧୁ ପରିଜନ ଆସି ତାଙ୍କୁ ସାହାର୍ଯ୍ୟ କରିବାସହ ତାଙ୍କୁ ସାନ୍ତ୍ୱନା ମଧ୍ୟ ଦେଉଛନ୍ତି।

Leave a Reply

Your email address will not be published. Required fields are marked *