ସ୍ୱାମୀକୁ ଛାଡ଼ି 19 ବର୍ଷୀୟ ଟୋକା ସହିତ ଫେରାର ହୋଇଗଲେ ପତ୍ନୀ,ଏହାପରେ ସ୍ୱାମୀ ଯାହାକଲେ..

Uncategorized

ପତି ଓ ପତ୍ନୀଙ୍କ ସମ୍ପର୍କ ଏହା କେତେ ମାତ୍ରାରେ ପବିତ୍ର ହୋଇଥାଏ ଏହା ଆପଣ ସମସ୍ତେ ଜାଣିଥିବେ। ଦୁହିଁଙ୍କ ମଧ୍ୟରେ ଯଦି। ବୁଝାମଣା ଠିକ ରୁହେ ଓ ଭରସା ରହିଥାଏ ତାହେଲେ ଗୋଟିଏ ପରିବାର ସୁରୁଖୁରୁରେ ଚାଲିଥାଏ କିନ୍ତୁ ଯଦି ସେମାନଙ୍କ ମଧ୍ୟରେ ଏହାର ଅଭାବ ରହିଲା ତାହେଲେ ଗୋଟିଏ ପରିବାର ଶେଷ ହେବାକୁ ଗୋଟିଏ ମିନିଟ ଲାଗିନଥାଏ।

ଘଟଣାରେ ଜଣେ ପତ୍ନୀ ନିଜ ପତିକୁ ଧୋଖା ଦେବାର କଥା ସାମ୍ନାକୁ ଆସିଛି। ଏଥିରେ ପତ୍ନୀ ଜଣକ ନିଜ ସ୍ୱାମୀକୁ ଛାଡ଼ି ଏକ ୧୭ ବର୍ଷୀୟ ଯୁବକ ସହିତ ଫେରାର ହୋଇଯାଇଛନ୍ତି। ପତ୍ନୀ ଜଣକ ଘରୁ ଫେରାର ହୋଇଥିବାର ଦେଖି ତାଙ୍କ ସ୍ୱାମୀ ଆଉ ଭାଇ ପୋଲିସକୁ ଖବର ଦେଇଥିଲେ ଓ ପୋଲିସ ସେମାନଙ୍କ

ଅଭିଯୋଗକୁ କେନ୍ଦ୍ର କରି ତୁରନ୍ତ ଯାଞ୍ଚ କାର୍ଯ୍ୟ ଆରମ୍ଭ କରି ଦେଇଥିଲା।ପୋଲିସ ଖୋଜାଖୋଜି କରିବା ପରେ ମହିଳାଙ୍କୁ ସେହି ନାବାଳକଙ୍କ ଘରୁ ଉଦ୍ଧାର କରିଥିଲେ। ଏହାପରେ ମହିଳାଙ୍କ ସ୍ୱାମୀ ତାଙ୍କୁ ଗ୍ରହଣ କରିବାକୁ ମନା କରିଦେଲେ ଓ ସେ କହିଥିଲେ କି, ମୋ ସ୍ତ୍ରୀ ମୋତେ ଧୋଖା ଦେବା କାରଣରୁ ମୁଁ ତାଙ୍କୁ

ଆଉଥରେ ନିଜ ସ୍ତ୍ରୀ ର ମାନ୍ୟତା ଦେବାକୁ ଚାହୁଁନାହିଁ କିନ୍ତୁ ସେପଟେ ସ୍ତ୍ରୀ ପୁଣିଥରେ ନିଜ ସ୍ୱାମୀଙ୍କ ସହିତ ରହିବାକୁ ଚାହୁଁଥିଲେ।ପତ୍ନୀଙ୍କ କହିବାହେଲା, ମୋର ଦୁଇଟି ଛୁଆ ଅଛନ୍ତି ଯଦି ମୋତେ ଓ ମୋ ସ୍ୱାମୀ ତ୍ୟାଗ କରିଦେବେ ତାହେଲେ ସେମାନଙ୍କ ଯତ୍ନ ମୁଁ କେମିତି ନେବି? ସ୍ତ୍ରୀ ର ଏହିକଥାରେ ସ୍ୱାମୀ

ଭାବବିହ୍ଵଳ ହୋଇଯାଇ ଓ ନିଜ ସ୍ତ୍ରୀ ର ସବୁ ଭୁଲକୁ କ୍ଷମା କରିଦେଇ ତାଙ୍କୁ ପୁଣିଥରେ ଗ୍ରହଣ କରିବେ ବୋଲି ରାଜି ହୋଇଗଲେ। ଯଦି ସ୍ୱାମୀ ଏମିତି କରିନଥାନ୍ତେ ତାହେଲେ ଦୁଇ ପିଲାଙ୍କ ଭବିଷ୍ୟତ ସମ୍ପୂର୍ଣ୍ଣ ଭାବରେ ଅନ୍ଧକାର ହୋଇଯାଇଥାନ୍ତା। ସ୍ୱାମୀଙ୍କ ଏହି ନିଷ୍ପତ୍ତି ଦୁଇ ପିଲାଙ୍କ ଜୀବନକୁ ଆଲୋକ ପ୍ରଦାନ କରିଦେଲା

Leave a Reply

Your email address will not be published. Required fields are marked *