ବର୍ତ୍ତମାନ ଭାଇରାଲ ହୋଇ ସାମ୍ନାକୁ ଆସିଲା ବାବୁସାନ ଓ ପ୍ରକୃତିଙ୍କ ଆଉ ଏକ Audio କଲ,ପ୍ରକୃତି କହିଲେ ଆଃ କାଟୁଛି..

ଗତ ମାସରେ ବାବୁସାନ ଓ ପ୍ରକୃତି ମିଶ୍ରଙ୍କ ଷ୍ଟୋରୀ ବିଷୟରେ ତ ଆପଣମାନେ ଅବଗତ ଥିବେ ଓ କେମିତି ସେମାନେ ଏକ୍ସଟ୍ରା ମ୍ୟାରିଟାଲ ଆଫେୟାର ରଖିବା ଯୋଗୁଁ ଧରାପଡ଼ିଲେ ଓ ମିଡ଼ିଆରେ କଥା ସାମ୍ନାକୁ ଆସିବାପରେ ସାରା ଓଡ଼ିଶାର ଲୋକ ମଧ୍ୟ ଏହି ଘଟଣା ସମ୍ପର୍କରେ ଜାଣିଥିଲେ। ଯଦି ବା ଆପଣ ସେ ବିଷୟରେ ଜାଣିନାହାଁନ୍ତି ଆସନ୍ତୁ ଏହା ଉପରେ କିଛି ସାରାଂଶରେ ଆଲୋଚନା କରିଦେବା।

ବାବୁସାନ ହେଉଛନ୍ତି ଜଣେ ଜଣାଶୁଣା ଓଡ଼ିଆ ଅଭିନେତା ଓ ପ୍ରକୃତି ମିଶ୍ର ହେଉଛନ୍ତି ଜଣେ ଓଡ଼ିଆ ଅଭିନେତ୍ରୀ। ଉଭୟ ଏକ ଫିଲ୍ମ ଶୁଟିଂ କରୁଥିବା ସମୟରେ ପରସ୍ପରର ନିବିଡ଼ତା ପ୍ରେମରେ ବଦଳିଗଲା। ଏପଟେ ବାବୁସାନ ବିବାହିତ ଥିଲେ ଓ ତାଙ୍କର ପତ୍ନୀ ଓ ଏକ ପୁତ୍ର ସନ୍ତାନ ମଧ୍ୟ ରହିଥିଲା।ସେପଟେ ବାବୁସାନ

ପ୍ରକୃତିଙ୍କ ପ୍ରେମରେ ପଡ଼ିଯାଇଥିଲେ ଓ ସେମାନେ ପରସ୍ପରକୁ ଡେଟ କରୁଥିଲେ ଓ ଦିନେ ବାବୁସାନ ନିଜ କାରରେ ପ୍ରକୃତିଙ୍କୁ ବୁଲାଇ ନେଇଯାଉଥିବା ସମୟରେ ତାଙ୍କ ପତ୍ନୀ ଘଟଣା ସ୍ଥଳରେ ଖବର ପାଇ ଉପସ୍ଥିତ ହୋଇଗଲେ ଓ ଏହାପରେ ବହୁତ ହଙ୍ଗାମା ଘଟିଥିଲା। ମିଡ଼ିଆରେ କଥା ସାମ୍ନାକୁ ଆସିବାପରେ ସାରା ଓଡ଼ିଶାର

ଲୋକେ ବାବୁସାନ ଓ ପ୍ରକୃତିଙ୍କ ଏହିକାମ ପାଇଁ ତାଙ୍କୁ ନିନ୍ଦା କଲେ ଓ ପରେ ଉଭୟ ଆଉ ଏହିପରି କିଛି ନକରି ନିଜ ପରିବାରକୁ ଭୁଲ ମାଗିଥିଲେ ଓ ସବୁକିଛି ଠିକଠାକ ଚାଲୁଥିଲା।ଠିକ ଏହି ସମୟରେ ପ୍ରକୃତି ଓ ବାବୁସାନଙ୍କ ଏକ ଅଡ଼ିଓ କଲ ଭାଇରାଲ ହୋଇ ସାମ୍ନାକୁ ଆସିଛି। ରହି ଅଡ଼ିଓ କଲରେ ପ୍ରକୃତି ଓ

ବାବୁସାନ ଜଣେ ଆଉଜଣଙ୍କ ଠାରୁ ବହୁତ ଦୂରରେ ଅଛନ୍ତି ଓ ବାବୁସାନ ତାଙ୍କୁ କଲରେ କହୁଛନ୍ତି, ଧନ କଣପାଇଁ ତୁ କାନ୍ଦୁଛୁ, ଜମାରୁ ବି କାନ୍ଦେନି। ଏଥିରେ ପ୍ରକୃତି ଉତ୍ତର ଦେଇ କହୁଛନ୍ତି, ବାବୁ ତୁ ମୋ କଷ୍ଟକୁ ବୁଝି ପାରିବୁନି ମୋତେ ବହୁତ କଷ୍ଟ ହେଉଛି ଆଉ ଗୋଡ଼ ହାତ ସବୁ ବିନ୍ଧୁଛି। ଏଥିରେ ବାବୁସାନ ତାଙ୍କୁ ଆଶ୍ୱାସନା ଦେଇ କହୁଛନ୍ତି

ଦେଖେ କାନ୍ଦେନି ତୁ ଭ୍ୟାକ୍ସିନଂ ନେଇଛୁ ଓ କଷ୍ଟ ହେବା ସ୍ବାଭାବିକ ଯାହାକି କିଛିଦିନ ଭିତରେ ସମାପ୍ତ ହୋଇଯିବ। ଏହାପରେ ବାବୁସାନ କୁହନ୍ତି, କାଲି ତୁ କେଉଁ ଡ୍ରେସ ପିନ୍ଧି ଆସିବୁ? ଏଥିରେ ପ୍ରକୃତି ତାଙ୍କୁ କହୁଛନ୍ତି, ମୁଁ ଦୁପଟା ପିନ୍ଧିକି ଯିବି ଆଉ ତୋତେ ଏହାର ଫୋଟ ପଠେଇବି। ଏହାପରେ ଦୁହେଁ ଦୁହିଁଙ୍କୁ ବାଏ କହି କଥାବାର୍ତ୍ତାକୁ ସମାପ୍ତ କରିଦେଉଛନ୍ତି।

Leave a Reply

Your email address will not be published. Required fields are marked *