୪୦ ବର୍ଷର ପୁରୁଣା ଆଣ୍ଠୁଗଣ୍ଠିର ପୀଡାକୁ ୭ ଦିନରେ ଠିକ କରିଦେବ ଏହି ଚମତ୍କାରୀ ଗଛ

Uncategorized

ଶରୀରର ବହୁତ ଗଂମ୍ଭୀର ରୋଗରେ ପାରିଜାତ ଗଛର ପତ୍ର ବହୁତ କାମ ଆସିଥାଏ , ପାରିଜାତ ଗଛର ପତ୍ର ବହୁତ ଭଲ ଔଷଧୀ ଅଟେ । ରାଜୀବ ଜୀ ଏହି ଔଷଧୀ ବିଷୟରେ ଅଧିକା କହିବା ସହ କହିଥିଲେ କି ଏହା ଆଣ୍ଠୁର ତ୍ରାସ ଅଟେ , ଅଣ୍ଟା ବିନ୍ଧା ହୁଏ , ସେଥିପାଇଁ ପାରିଜାତ ଗଛର ପତ୍ର ବହୁତ କାମିକା ଔଷଧୀ ଅଟେ , ବହୁତଥର ଏମିତି ସ୍ଥିତି ହୋଇଥାଏ ଯେବେ କଥା କହିବାର ଅସୁବିଧାରେ ମନୁଷ୍ୟକୁ ଶରୀର ହଲିବା ମୁସକିଲ୍ ହୋଇଯାଏ , ସେ ଯେଉଁ ସ୍ଥିତିରେ ଶୋଇଥାଏ ସେଭଳି ହିଁ ରହିଯାଏ , ଓଲଟିବା ବେଳେ ବି କଷ୍ଟ ଅନୁଭବ ହୁଏ , ଏମିତି ସ୍ଥିତି ଯେବେ ହୁଏ ତେବେ ଏକ ଔଷଧୀ କାମକୁ ଆସେ ଓ ତାହା ହେଲା ପାରିଜାତର ଗଛର ପତ୍ର, ଚାଳିଶ ବର୍ଷ ପୁରୁଣା ଅର୍ଥରାଇଟିସ୍ ପରି ରୋଗକୁ ବି ଠିକ୍ କରିପାରେ,  ପାରିଜାତ ଫୁଲ ଧଳା ବର୍ଣ୍ଣର ହୋଇଥାଏ , ଓ ତାହାର ଡାଳ ନାରଙ୍ଗୀ ହୋଇଥାଏ , ବର୍ଷରେ ଦୁଇ କିମ୍ବା ତିନି ମାସରେ ଫୁଲ ଆସେ ।

ରାଜୀବ ଜୀ କହିଲେ କି ଯାହାଙ୍କୁ ଅର୍ଥରାଇଟିସ୍ ବହୁତ ପୁରୁଣା ରୋଗ ଅଛି, ତାଙ୍କୁ ଗୋଟେ ଚିକିତ୍ସା କହିଲେ ସେ କହିଲେ କି ପାରିଜାତର ୫-୭ ଟି ପତ୍ର ଛିଡାଇ ତାକୁ ଚଟଣିକରି ଏକ ଗ୍ଲାସ ପାଣିରେ ପକାଇଦିଅନ୍ତୁ, ପାଣି ବିଲକୁଲ୍ ଥଣ୍ତା ହୋଇଯିବ ତେବେ ଛାଣିକରି ପିଅନ୍ତୁ , ଏହାକୁ ପିଇବାର ଅଛି ଯଦି ସକାଳୁ ଖାଲି ପେଟରେ ପିଇବେ , ପାଣି ରାତିରେ ତିଆରି କରି ଏହାକୁ ଥଣ୍ତା ହେବାକୁ ଦିଅନ୍ତୁ, ଓ ସକାଳୁ ପିଅନ୍ତୁ , ୪-୫ ଦିନ ପିଇଲେ ଆପଣଙ୍କ ୪୦ ବର୍ଷର ପୁରୁଣା ଅର୍ଥରାଇଟିସ୍ ରୋଗ ୭ ଦିନରେ ଭଲ ହୋଇଯିବ , ଯଦି ଅର୍ଥରାଇଟୀସ୍ ରୋଗ ଆରମ୍ଭ ହେଲା ତେବେ ୨କିମ୍ବା ୩ ଦିନ ନେବା ଉଚିତ୍ , କିନ୍ତୁ ଅଧିକା ପୁରୁଣା ରୋଗ ହୋଇଥିଲେ ୧୫-୨୦ ଦିନ ପର୍ଯ୍ୟନ୍ତ ନେଇପାରିବେ ।

ପାରିଜାତ ମରାଠିରେ କୁହାଯାଏ ହିନ୍ଦୀରେ ଏହାର ନାମ ହରସିଙ୍ଗାର ଅଟେ, ଓ ସଂସ୍କୃତରେ ପାରିଜତକ କହନ୍ତି , ପାରିଜାତ ଫୁଲ ଧଳା ହୋଇଥାଏ , ଆଜିକାଲି ଲୋକଙ୍କୁ ସନ୍ଧିବାଦ ରୋଗ ବହୁତ ହୋଇଥାଏ,  ଓ ଚିକେନ୍ ଗୁନିଆ ରେ ପାରିଜାତ ଗଛର ପତ୍ର ପିଇଲେ ତିନି ଦିନରେ ଠିକ୍ ହୋଇଯିବ , ଡାକ୍ତରଙ୍କ ପାଖକୁ ଗଲେ ୬ ମାସ ଲାଗିଯିବ କିନ୍ତୁ ଠିକ୍ ହୋଇପାରିବ ନାହିଁ । ସେ ଆଗକୁ ଆହୁରି ଫାଇଦା ବିଷୟରେ କହିଲେ କି ମୁତ୍ର ସହ ଯୋଡି ହୋଇଥିବା ଯେତେ ଅସୁବିଧା ଅଛି ଯେପରି ମୁତ୍ର ଅଟକି ଅଟକି ହେବା, ଅଳ୍ପ ପରିମାଣରେ ପରିଶ୍ରା ହେବା, ବୁନ୍ଦା ବୁନ୍ଦା ପରିଶ୍ରା ପଡିବା ଓ ପରିଶ୍ରା ବେଳେ ଜଳାପୋଡା ହେବା , ଆଦି ପାରିଜାତ ପତ୍ରର ରସକୁ ପିଇଲେ ଠିକ୍ ହୋଇଯାଏ , ସେମିତି ପାଣି ଅଧା ନହେଉ ସେତେ ପର୍ଯ୍ୟନ୍ତ ପତ୍ରକୁ ସିଝାନ୍ତୁ, ଏବେ ପାଣିକୁ ରଖିଦିଅନ୍ତୁ ,ପାଣି ବିଲକୁଲ୍ ଥଣ୍ତା ହେଲେ ତାକୁ ଛାଣିକରି ପିଅନ୍ତୁ, ପତ୍ରକୁ ଚୋବାଇ ଖାଇଲେ ଏହା ପ୍ରଭାବ ଦେଖାଏ , ଏଥିପାଇଁ ପତ୍ରକୁ ପେଷିକରି ଚଟଣିକରି ପିଇଲେ ଏହା ପ୍ରଭାବ ପକାଇବ ।

 

ଏହି କଥାକୁ ଧ୍ୟାନରେ ରଖିବେ କି ଏହି ଗଛର ପତ୍ର ନେବାର ଅଛି ଫୁଲ ନୁହେଁ , ଫୁଲର ବିଷୟରେ କେବଳ ପରିଚୟ କହିଛି, ଓ ଲଗାତାର ନିଅନ୍ତୁ ନାହିଁ , ଏକ ମାସରୁ ନେଇକରି କିଛି ଦିନ ଗ୍ୟାପ୍ ରଖନ୍ତୁ ତାପରେ ଏକ ମାସ ନିଅନ୍ତୁ ।

Leave a Reply

Your email address will not be published. Required fields are marked *