ଗୁରୁ ଦିବସ ପାଳନ କଲେ Anubhav ମହାନ୍ତି,ବାପା ମା ଙ୍କ ପୂଜା କରିଲେ ଆଉ ଲୋକ ଦେଖିକି କହିଲେ ଅତି ଭକ୍ତି ତମର

Uncategorized

ଅଭିନେତା ଅନୁଭବ ମହାନ୍ତିଙ୍କୁ ଆମେ ସମସ୍ତେ ଭଲ ଭାବରେ ଜାଣୁ।ସେ ଜଣେ ଅଭିନେତା ସହିତ ସେ ଜଣେ ରାଜନେତା ମଧ୍ୟ।ତେବେ ଏହି ଓଡ଼ିଆ ଅଭିନେତା ନିଜର ଅଭିନୟ ପାଇଁ ସାରା ଓଡ଼ିଶାରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ।ଏହା ସହିତ ଏହି ଅଭିନେତାଙ୍କ ଅଭିନୟ ଦେଖିବା ପାଇଁ ଅନେକ ଲୋକ ପସନ୍ଦ କରନ୍ତି।ଏହି ଅଭିନେତା ଜଣଙ୍କ ନିଜର ଅଭିନୟ ପାଇଁ ଅନେକ ଲୋକଙ୍କ ନିକଟରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହିତ ଅନେକ ଲୋକଙ୍କ ପାଇଁ ପ୍ରେରଣା ହୋଇ ସାରିଛନ୍ତି।

ତେବେ ସେ ବର୍ତ୍ତମାନ ନିଜକୁ ସମ୍ପୂର୍ଣ୍ଣ ଭାବରେ ଅଭିନୟ ଜୀବନରୁ ଦୂରେଇ ରଖିଛନ୍ତି।ଏହା ସହିତ ସେ ବର୍ତ୍ତମାନ କେନ୍ଦ୍ରାପଡ଼ା ଜିଲ୍ଲାର ସାଂସଦ ଭାବରେ କାର୍ଯ୍ୟରତ ଅଛନ୍ତି।ତାଙ୍କର ଅଭିନୟ ପାଇଁ ସେ ଯେତିକି ପ୍ରସିଦ୍ଧ ତାଙ୍କର ରାଜନୀତି ଜୀବନରେ କାର୍ଯ୍ୟ କରିବାର ଶୈଳୀ ପାଇଁ ମଧ୍ୟ ସେ ଅନେକ ପ୍ରସିଦ୍ଧ ହୋଇ ପାରିଛନ୍ତି।ତେବେ ଏହି ଅଭିନେତା ନିଜର ଅଭିନୟ ଜୀବନ ମଧ୍ୟରେ ଅନେକ ଫିଲ୍ମରେ ଅଭିନୟ କରି ଅନେକ ଦର୍ଶକ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି।

ଏହି ଅଭିନେତାଙ୍କ ଅଭିନୟ ବାସ୍ତବରେ ଅନେକ ଆକର୍ଷଣୀୟ ହୋଇଥାଏ।ଏହା ସହିତ ଏହି ଅଭିନେତା ଜଣଙ୍କ ନିଜର ଅଭିନୟ ପାଇଁ ଅନେକ ଲୋକଙ୍କ ପ୍ରିୟ ହେବା ସହିତ ସେମାନଙ୍କ ପାଇଁ ଅନେକ ସୁପରହିଟ ଚଳଚିତ୍ର ଓଡ଼ିଆ ଅଭିନୟ ଜଗତକୁ ଭେଟି ଦେଇଛନ୍ତି।ତେବେ କିଛିଦିନ ଦେବା ସେ ନିଜର ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହିତ କୌଣସି ପାରିବାରିକ କଳହ ପାଇଁ ଅନେକ ଚର୍ଚ୍ଚାରେ ରହି ଆସୁଛନ୍ତି।ଏହା ସହିତ ଏହି କାରଣରୁ ତାଙ୍କର ଅଭିନୟ ଓ ରାଜନୀତି ଜୀବନ ଉପରେ ବର୍ତ୍ତମାନ ଅନେକ ଖରାପ ପ୍ରଭାବ ମଧ୍ୟ ପଡୁଛି।

ତେବେ ଗତକାଲି ଗୁରୁ ଦିବସ ହୋଇଥିଲା।ସମସ୍ତେ ନିଜର ଗୁରୁ ମାନଙ୍କୁ ପୂଜା କରି ଏହି ଦିନଟିକୁ ଅନେକ ଆନନ୍ଦରେ ପାଳନ କରିଥିଲେ।ତେବେ ଏହି ଅଭିନେତା ଜଣଙ୍କ ନିଜର ପିତାମାତାଙ୍କ ସହିତ ନିଜର ଗୁରୁଦିବସ ପାଳନ କରିଥିଲେ।ସେ କହିଥିଲେ କି ତାଙ୍କର ପିତା ଓ ମାତା ହେଉଛନ୍ତି ତାଙ୍କର ପ୍ରଥମ ଗୁରୁ। ସେଥିପାଇଁ ସେ ନିଜର ପିତାମାତାଙ୍କୁ ପୂଜା କରି ସେମାନଙ୍କ ପାଖରୁ ଆଶୀର୍ବାଦ ଗ୍ରହଣ କରିବା ସହିତ ଏକ ନିଆରା ଢଙ୍ଗରେ ଗୁରୁଦିବସ ପାଳନ କରିଥିଲେ।ଯାହା ଫଳରେ ଅନେକ ଲୋକ ତାଙ୍କୁ ବର୍ତ୍ତମାନ ପ୍ରଶଂସା କରୁଛନ୍ତି ଓ ତାଙ୍କର ଏହିଭଳି କାର୍ଯ୍ୟ ଆଗାମୀ ପିଡ଼ିକୁ ପ୍ରେରଣା ଦେବ ବୋଲି ଅନେକ ଲୋକ ନିଜର ମତ ଦେଇଛନ୍ତି।

ତେବେ ଏହି ଅଭିନେତାଙ୍କ ଅଭିନୟ ମାଧ୍ୟମରେ ସେ ଯେପରି ଭାବରେ ନିଜର ବିଶେଷ ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି।ଠିକ ସେହିଭଳି ସେ ବର୍ତ୍ତମାନ ନିଜର ଅଭିନୟ ସହିତ ସେ ଅନେକ ଲୋକଙ୍କ ପାଖରେ ବର୍ତ୍ତମାନ ନିଜର ଏହିଭଳି ପ୍ରେରଣାଦାୟୀ କାର୍ଯ୍ୟ ପାଇଁ ଅନେକ ପ୍ରଶଂସା ପାଇବାରେ ସଫଳ ହୋଇ ପାରୁଛନ୍ତି।ତେବେ ଏହି ଅଭିନେତାଙ୍କୁ ଅନେକ ଲୋକ ଅନେକ ମାତ୍ରାରେ ପସନ୍ଦ କରନ୍ତି।ଏହା ସହିତ ତାଙ୍କର ଅଭିନୟ ଦେଖିବାକୁ ମଧ୍ୟ ଅନେକ ଲୋକ ଅନେକ ମାତ୍ରାରେ ପସନ୍ଦ କରନ୍ତି।

Leave a Reply

Your email address will not be published. Required fields are marked *