ମହାଦେବଙ୍କର ବଡ଼ ଚମତ୍କାର, Goplapur ରୁ ମିଳିଲା ୮ ବର୍ଷ ତଳେ ହଜି ଯାଇଥିବା ଝିଅ

କଣ ହେଲା ଯେତେବେଳେ ମାଆକୁ ମିଳିଲା ହଜିଯାଇଥିବା ଏକ ମାତ୍ର ଝିଅ।ମହାଦେବଙ୍କର ଏହି ଚମତ୍କାର ଦେଖି ସମସ୍ତଙ୍କର ହୋସ ଉଡିଗଲା।ଏହି ଘଟଣା ଘଟିଥିଲା ଓଡ଼ିଶାର ଗୋପାଳପୁରରେ।ଫୁଟପାଥରେ ରହୁଥିବା ଜଣଙ୍କର ଝିଅ ଜନ୍ମ ହେଲା।ତାର ନାମ ବୈଶାଳୀ ଥିଲା ଓ ସମସ୍ତେ ତାର ଜନ୍ମରେ ବହୁତ ଖୁସି ଥିଲେ।ସେ ମାନୁ ଥିଲେ କି ତାଙ୍କ ଘରେ ଲକ୍ଷ୍ମୀ ଜନ୍ମ ହୋଇଛନ୍ତି।ଏବେ ଆମ ଜୀବନରେ ଖୁସି ଆସିବ।ବୈଶାଳୀର ମା ମଧ୍ୟ ଜୀବନରେ ବହୁତ କଷ୍ଟ ସହିଥିଲେ।

ସେ ବୈଶାଳୀକୁ ସ୍କୁଲ ଯିବା ପାଇଁ ସେଠାରେ ଥିବା ପାଇପ ଭିତରେ ପ୍ରସ୍ତୁତ କରୁଥିଲେ।ସେ କହୁଥିଲେ କି ସେ ଶିକ୍ଷିତ ହେବା ଜରୁରୀ ଯାହା ଦ୍ଵାରା ସେ ଆମ ଭଳି ଏହି ଫୁଟପାଥରେ ଯେମିତି ନ ରହୁ।ବୈଶାଳୀ ଯେତେବେଳେ ୪ ବର୍ଷର ଥିଲା କିଛି ଲୋକ ଆସିକି ତାକୁ ଅପହରଣ କରିନେଇଥିଲେ।ଦେଖୁ ଦେଖୁ ରାତି ହେଇଗଲା କିନ୍ତୁ ବୈଶାଳୀର କିଛି ପତା ମିଳିଲା ନାହିଁ।

ତାର ବାପା ମା ପୋଲିସ ଷ୍ଟେସନ ଯାଇ ଏଫଆଇଆର ଲେଖେଇଥିଲେ।ତେବେ ବୈଶାଳୀର ହଜିବାକୁ ୧ ମାସ ହୋଇଯାଇଥିଲା।କିନ୍ତୁ ପୋଲିସ ତାକୁ ଖୋଜି ପାରିନଥିଲା। ସମସ୍ତେ ତାଙ୍କ ମାଆଙ୍କୁ କହୁଥିଲେ କି ଏବେ ତାଙ୍କ ଝିଅକୁ ଭୁଲିଯିବା ଦରକାର।କାରଣ ସେ ଆଉ କେବେ ବି ଫେରିବ ନାହିଁ।କିନ୍ତୁ ତାଙ୍କ ମାଆ କହୁଥିଲେ କି ମୋର ମହାଦେବଙ୍କ ଉପରେ ପୁରା ବିଶ୍ଵାସ ଅଛି।

ଦେଖୁ ଦେଖୁ ୨ ବର୍ଷ ବିତି ଯାଇଥିଲା।ଏହା ମଧ୍ୟରେ ତାଙ୍କ ଜୀବନ ଶୈଳୀରେ ମଧ୍ୟ ବହୁତ ପରିବର୍ତନ ହୋଇଯାଇଥିଲା।ସେ ଫୁଟପାଥ ଛାଡ଼ି ଏକ କଲୋନୀରେ ଏକ ଭଡ଼ାଘର ନେଇ ରହୁଥିଲେ।ଏହି ପରିଭାବେ ୮ ବର୍ଷ ବିତି ଯାଇଥିଲା।ଦିନେ ରାତିରେ ତା ମାଆଙ୍କୁ ସ୍ଵପ୍ନ ଆସିଲା କି ମହାଦେବ ତାଙ୍କ ସ୍ୱପ୍ନରେ ଆସି କହିଲେ କି ତୋ ଝିଅ ଉଜ୍ଜୟିନୀରେ ଅଛି ତାକୁ ଆସିକି ନେଇଯା।ସେ ଏହି କଥା ନିଜ ସ୍ବାମୀଙ୍କୁ କହିଲେ ଓ ଉଜ୍ଜୈନି ପାଇଁ ସଙ୍ଗେ ସଙ୍ଗେ ଯାତ୍ରା କଲେ।ସେ ଉଜୈୟନିରେ ଯାଇ ମହାଦେବଙ୍କ ଧାମକୁ ଗଲେ।

ସେଠାରେ କିଛି ଛୋଟ ଛୋଟ ପିଲା ହାତରେ ଚନ୍ଦନ ଧରି ଲୋକମାନଙ୍କ ମଥାରେ ଓଁ ଆଙ୍କୁଥିଲେ।ଏକ ୧୨ ବର୍ଷର ଝିଅ ଆସି ତାଙ୍କ ମଥାରେ ଓଁ ଆଙ୍କିଲା।ଏହି ସମୟରେ ତା ମାଆଙ୍କର ନଜର ପଡିଲା ସେହି ଝିଅ ହାତରେ ଥିବା ଚିହ୍ନ ଉପରେ ଯାହା ମଧ୍ୟ ବୈଶାଳୀ ହାତରେ ଥିଲା।ଏହା ଦେଖି ସେ ତାଙ୍କ ଝିଅକୁ ଚିହ୍ନି ପାରିଲେ ଓ ବହୁତ ଖୁସି ହୋଇ ମହାଦେବଙ୍କୁ ସାଷ୍ଟଙ୍ଗ ପ୍ରଣାମ କଲେ।ଏହି ପରିଭାବେ ସେ ପ୍ରମାଣ କଲେ କି ସେ ହିଁ ବୈଶାଳୀର ମାତା ପିତା।ସେ ବୈଶାଳୀକୁ ଘରକୁ ଆଣିଲେ ଓ ତାକୁ ଦେଖି ସମସ୍ତେ ଖୁସିରେ ଥିଲେ।ଏହା ସହ ସମସ୍ତେ ଖୁସିରେ ଜୟ ମହକାଳ ନାରା ଲଗାଇଥିଲେ।

Leave a Reply

Your email address will not be published. Required fields are marked *