Baleswara ରେ ବାହା ହେବା ପାଇଁ ମୋତେ ଦଗାଦିଆ ପ୍ରେମିକ କରିଲେ ଏଭଳି କାମ ଯେ ଜାଣିବା ପରେ ସମସ୍ତଙ୍କ ଆଖିରେ ଲୁହ ଆସିଗଲା…

ଜଣେ ବ୍ୟକ୍ତି କହୁଛନ୍ତି:ପଚାରିଲା କଉଠୁ ମା ବିଷ ଆଣିଥିଲି ନ ବିଶ୍ଵ ଭାଇ।ତା ନା ହଉଛି କାଳିଆ ଲେଙ୍କା ସେ କାଳିଆ ଲେଙ୍କା ସହ ଯାଇଥିଲ ବଧେ।କହିଲା ତୁ ଏଇଟା ନେଇ ଆ ଆଉ ଏଇଟା ତ ବାପାଙ୍କୁ ଦେଖେଇ ଧମକେଇବୁ।ଆଉ ତାପରେ ସେ ରାଜି ହେଲେ ଆମେ ବାହା ହେବା।ମିଡିଆ:ଏ ଝିଅମାନେ ତମେ ସବୁ ପ୍ରେମ କରୁଛ ନା ଟିକେ ଭଲ କରି ଦେଖ।

ତମେ ବି ତମ ପ୍ରେମିକ କୁଅଧ ପ୍ରି ବିଶ୍ୱାସ କରୁଛ ନା ତାହେଲେ ଏହି କାହାଣୀ ଶୁଣି ଆଉଥରେ ଚିନ୍ତା କାର।ପ୍ରେମିକା ମାନେ ଟିକେ ମନ ଦେଇ ଶୁଣ,ଏକଥା ଶୁଣିଲେ ତୁମର ମନ ପ୍ରେମ ଆଉ ପ୍ରେମିକ ଉପରେ ବିଶ୍ୱାସ ଉଠିଯିବ।ଏକଥା ଶୁଣିଲେ ଆଉ ପ୍ରେମ କରିବାକୁ ଇଛା ବି କରିବନି।ଏହି ଦୁନିଆରେ ନିଜ ବାପା

ମା ଆଉ ପରିବାର କୁ ଛାଡ଼ି ଦେଲେ କେହି ବି ଆଉ ନିଜର ନୁହନ୍ତି।ବାପା ମାଆଙ୍କ କଥା ନଶୁଣି ଯେଉଁମାନେ ପର ପୁଅକୁ ମନ ଦେଇ ବସନ୍ତି ତାର ପରିଣତି କେତେ ହେଇପାରେ ତାହା ଆପଣ ଏହି ଭିଡିଓ ଦେଖିବା ପରେ ଜାଣି ପାରିବେ।ଜଣେ ତମ ପରିକା ଝିଅ ନା ତାର ପ୍ରିୟଙ୍କା ପ୍ରିୟଦର୍ଶିନୀ କଲେଜ ରେ ପଢୁଥିଲା।

ସବୁ ଝିଅଙ୍କ ଭଳି ତା ଜୀବନରେ ମଧ୍ୟ ଜଣେ ଯୁବକ ଆସିଲା ତାଙ୍କ ଗାଁରେ ଜଣେ ଯୁବକ ସହ ତାର ପ୍ରେମ ହେଇଗଲା ଲୁଚି ଲୁଚି ଦୁହେଁ ପ୍ରେମ ସଂପର୍କ ଗଢ଼ିବା ଆରମ୍ଭ କରିଦେଲେ। କଲେଜ ଯିବା ବତାରେ ହଉ କିମ୍ବା ଗାଁରେ ଦୁହେଁ ଦୁହିଁଙ୍କ ସହ ସମୟ ବିତାଇଲେ ଫୋନ ରେ ଘଣ୍ଟା ଘଣ୍ଟା ଧରି ଗପିବାକୁ ଲାଗିଲେ।

ପ୍ରେମ ବା କେତେଦିନ ଲୁଚିକି ରହିବ ଧୀରେ ଧୀରେ ତାଙ୍କ ଗାଁ ଲୋକ ମଧ୍ୟ ତାଙ୍କ ପ୍ରେମ ବିଷୟରେ ଜାଣିଗଲେ।ଗାଆଁ ସାରା ଲୋକ ତାଙ୍କ ପ୍ରେମ ବିଷୟରେ ଟୁକୁରୁ ଟାକୁରୁ ହେଲେ କଥା ଆଦି ଝିଅର ବାପା କାନରେ ପଡ଼ିଲା ବାପା ମା ଏକଥା ଜାଣିବା ପରେ ଝିଅ କୁ ରାଗିଲେ ଆଉ ପ୍ରେମ ନକରିବା ପାଇଁ

ମଧ୍ୟ ବାରଣ କଲେ।କିନ୍ତୁ ସବୁ ଝିଅ ପରି ଏହି ଝିଅ ମଧ୍ୟ ବାପା ମାଙ୍କ କଥା ନଶୁଣି ପୁଅର ପ୍ରେମରେ ପାଗଳ ହେବାକୁ ଲାଗିଲା।ପୁଣି ବାପା ମା ଝିଅକୁ ମନା କରିବାରୁ ଝିଅ କହିଲା ମୁଁ ତାକୁ ଭୁଲି ପାରିବିନି।ହେଲେ ଏମିତି କିଛି ସୁଜଗର ଅପେକ୍ଷା କରିଥିଲା ସେ ସଇତାନ ପ୍ରେମିକ।ସେ ଝିଅକୁ ଗୋଟେ ଅସଲି ବି-ଷ ବୋତଲ କିଣି ଆଣି ଦେଇ କହିଲା

ମିଛି ମିଛିକା ଅଭିନୟ କର ବି-ଷ ପିଇ ଦେବାର ଘର ଆଗରେ,ଏ ହେଉଛି ନକଲି ବିଷ ତତେ କେବଳ ଅଭିନୟ କରିବାର ଅଛି।ଏମିତି କଲେ କାଳେ ଝିଅର ପରିବାର ଲୋକେ ରାଜି ହେଇଯିବେ ବୋଲି ଝିଅ ମଧ୍ୟ ରାଜି ହେଇଗଲା।ଆଉ ସେ ଘର ଆଗରେ ଯାଇକି ଅଭିନୟ କରି ସେ ବିଷକୁ ପିଇ ଦେଲା ଆଉ ସତରେ ସେ ଜୀବନ ହାରି ଦେଲା।

Leave a Reply

Your email address will not be published. Required fields are marked *