ଶୋଇ ରହିଥିବା ସମୟରେ ମହିଳାଙ୍କ ମୁଣ୍ଡକୁ କାମୁଡ଼ିଲା Chandana ବୋଡା ସାପ,ଆଉ ତାପରେ ଯାହା ଘଟିଲା ସାରା ଓଡ଼ିଶାରେ ଖେଳିଗଲା ଶୋକର ଛାୟା…

ବର୍ଷା ଦିନର ସମୟ ଏହି ସମୟରେ ଜନ୍ତୁଜୁନ୍ତା ଘରେ ପଶିବାର ବହୁତ ସମ୍ଭାବନା ରହିଥାଏ କାରଣ ସେମାନଙ୍କ ବାସସ୍ଥଳୀରେ ପାଣି ପଶିବାରୁ ସେମାନେ ମନୁଷ୍ୟ ରହୁଥିବା ବାସସ୍ଥଳୀକୁ ଚାଲି ଆସନ୍ତି। ଏମିତି ଏକ ଘଟଣା ଘଟିଛି ଜଣେ ଗରିବ ପରିବାର ଲୋକଙ୍କ ସହିତ। ଯେଉଁ ସମୟରେ ଘରଲୋକ ଶୋଇଥିବା ସମୟରେ

ଏକ ବୋଡା ସାପ ଘର ଭିତରେ ପଶି ଜଣକୁ ଆକ୍ରମଣ କରିଦେଇଛି।ଘଟଣାଟି ଘଟିଛି ଓଡ଼ିଶାର ଭଦ୍ରକ ଜିଲ୍ଲାରୁ ଯେତେବେଳେ ଜଣେ ମହିଳା ରାତିରେ ନିଜ ପରିବାର ସହିତ ଘରେ ମଶାରୀ ଟାଣି ଶୋଇ ରହିଥିଲେ ସେତେବେଳେ ଏକ ବିଷାକ୍ତ ଚନ୍ଦନ ବୋଡା ସାପ ଆସି ତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା ଓ

ମହିଳା ଜୋରରେ ଚିତ୍କାର କରିଥିଲେ ଓ କିଛି ସମୟରେ ତାଙ୍କ ପାଟିରୁ ବଚ ବାହାରି ଆସିଥିଲା।ମହିଳାଙ୍କ ପରିବାର ଲୋକେ ତୁରନ୍ତ ମହିଳାଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ ଓ ସେଠାରେ ତାଙ୍କର ଅବସ୍ଥା ବହୁତ ଶୋଚନୀୟ ହେବା ଦେଖି ହସ୍ପିଟାଲର ଡ଼କ୍ଟର ତାଙ୍କୁ ବଡ଼ ମେଡ଼ିକାଲକୁ ରେଫର

କରିଦେଇଥିଲେ। ଏପଟେ ଘରଲୋକ ସ୍ନେକ ହେଲ୍ପଲାଇନକୁ ଖବର ଦେବାପରେ ଜଣେ ଅଭିଜ୍ଞ ସାପ ଧରାଳି ସେଠାକୁ ଆସି ସାପଟିକୁ ଉଦ୍ଧାର କରିଥିଲେ|ତେବେ ଏହି ଘଟଣା ଏବେ ସାରା ଓଡ଼ିଶାରେ ଶୋକ ଖେଳେଇ ଦେଇଛି ଓ ଏନଏଲ ଓକା ଏଭଳି ଦୁଃଖ ଖବର ରେ ଭାଙ୍ଗି ପଡିଛନ୍ତି ଓ ଏଭଳି କାହା ସହିତ ନ ଘଟୁଆ ବୋଲି କହିଛନ୍ତି

https://youtu.be/Ig6ydU8fHdY

Leave a Reply

Your email address will not be published. Required fields are marked *