ପୁରି ମନ୍ଦିର ଉପରେ ଉଡ଼ୁଛି କାଳ! Viral ହେଉଥିବା ଏହି କଥାର ସତ୍ୟତା କଣ ରହିଛି,ଅସଲ ସତ ଜାଣିଲେ ଆପଣ ହେବେ ଆଶ୍ଚର୍ଯ୍ୟ…

ଓଡିଶାକୁ ଏବେ ମାଡି ଆସୁଛି ବାରମ୍ବାର ବାରମ୍ବାର ବଡ଼ ବିପଦ।କେତେବେଳେ ବାତ୍ୟା ତ କେତେବେଳ ବନ୍ୟା, କେବଳ ପ୍ରଭୁ ଙ୍କ ନାମ ଜପ କର ପାଇଯିବ ରକ୍ଷା।ଏ ଦୁନିଆରେ କେବଳ ଭଗବାନ ହିଁ ସତ୍ୟ, ଯେତେ ବିପଦ ଆସୁ ନା କାହିଁକି ମହାପ୍ରଭୁ ଆମକୁ କରିଥାନ୍ତି ରକ୍ଷା।ସେ ବାତ୍ୟା ହେଉ କି ବନ୍ୟା, କି ହେଉ ମରୁଡି, କାଳିଆ ଦୟାରୁ ଆମେ ପାଇଯାଉ ରକ୍ଷା।ସବୁ ପ୍ରଭୁଙ୍କ ଦୟା , ପ୍ରଭୁଙ୍କ ଇଛା।

ମହାପ୍ରଭୁ ଆମକୁ ପ୍ରତିଟି ବିପଦରୁ କରିଥାନ୍ତି ରକ୍ଷା।ସେ ଅନନ୍ତ,ସେ ଅପାର ସେ ମହାପ୍ରଭୁ , ସେ ସର୍ବଜ୍ଞ,ସେ ସର୍ବଶକ୍ତିମାନ, ସବୁ ତାରି ଇଛା,ତାରି ଦୟା।ତେବେ ଏହି ବିପଦ ଆସିବା ପୂର୍ବରୁ ଆମକୁ ସଙ୍କେତ ମହାପ୍ରଭୁ ଦେଇଥାନ୍ତି।ଠିକ ଯେପରି କିଛି ଦିନ ପୂର୍ବେ ଶ୍ରୀମନ୍ଦିର ପାଖରେ ଚିଲ ଉଡୁଥିଲେ ଏବଂ

ଏହାପରେ ଆମ ଓଡିଶାକୁ ଭୟଙ୍କର ବନ୍ୟା ଆସିଥିଲା। ହେଲେ ସେ ଯେତେ ବିପଦ ଆସିଲେ ମଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥ ଆମକୁ ସମସ୍ତ ବିପଦରୁ ରକ୍ଷା କରିଛନ୍ତି।କିନ୍ତୁ ବର୍ତ୍ତମାନ ଯେଉଁ ସଂକେତ ମିଳିଛି ତାହା କେଉଁ ବିପଦ ହୋଇପାରେ ? ଏହା କେବଳ ସମୟ କହିବ।କିନ୍ତୁ ଏହାକୁ ନେଇ ଆମେ ଆଗରୁ

ସତର୍କ ହେବା ଆବଶ୍ୟକ।ବର୍ଷା ପବନ ଯାହାବି ହେଉ ଭଗବାନଙ୍କ ଦୟାରୁ ଆମେ ପାଇଯାଉ ରକ୍ଷା। ସେ କାଳ ହେଉ,କି ବାତ୍ୟା ହେଉ ,କି ବନ୍ୟା ହେଉ ,କି ହେଉ ମରୁଡି ଭାଗବାନଙ୍କର ନାମ ଜପ କର କର ସବୁ ଦୁଃଖ କଷ୍ଟରୁ ମିଳିବ ମୁକ୍ତି, ପାଇଯିବେ ରକ୍ଷା। ଭଗବାନଙ୍କ ନାମ ଜପ କର,ପୂଜା ଅର୍ଚ୍ଚନା କର ସବୁଥିରେ ମିଳିବ ଶାନ୍ତି।

ତେବେ କଣ ହୋଇପାରେ ଏହା ପଛର କାରଣ?କଣ ହୋଇପାରେ ଖବର ?ଏବେ କେଉଁ ବିପଦ ଆସିବା ଅଛି ଯେଉଁଥିପାଇଁ ଏଭଳି ସଂକେତ ମିଳୁଛି ? ଏସବୁ କଥା ଭାବି ସାରା ଓଡ଼ିଶାବାସୀ ଚିନ୍ତାରେ ଥାଇପାରନ୍ତି କିନ୍ତୁ ବର୍ତ୍ତମାନ ପ୍ରତ୍ୟେକ ଓଡ଼ିଆର ଭରସା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଉପରେ।

ଆମ ସମସ୍ତଙ୍କ ସହିତ ସେ ଅଛନ୍ତି।ତାଙ୍କ ସନ୍ତାନଙ୍କୁ ସେହି ହିଁ ରକ୍ଷା କରିବେ।ସବୁ କାଳିଆର ଦୟା, ତା ବିନା କିଛି ସମ୍ଭବ ନୁହେଁ ସବୁ ଭଗବାନଙ୍କ ଇଛା, ଭଗବାନଙ୍କ କୃପା।ଏ ଦୁନିଆ ତାଙ୍କର, ସବୁ ତାଙ୍କର, ଆମେ ତ ତୁଚ୍ଛ ମଣିଷ,ତାର ସେବକ ହୋଇଯାଅ ସବୁ ଦୁଃଖ ଦୂର ହୋଇଯିବ।ଭଗବାନଙ୍କ ନାମ ଜପ କର,ଭଜନ କୀର୍ତ୍ତନରେ ମନ ରଖ, ସବୁ ଦୁଃଖ ହେବ ଦୂର।

Leave a Reply

Your email address will not be published. Required fields are marked *