ପିରିଅଡ MISS ହେବାର କାରଣ କଣ,ଏପରି ହେଉଥିଲା କଣ କରିବା ଦରକାର,Doctor କଣ କହୁଛନ୍ତି..

Uncategorized

ତେବେ ମହିଳା ମାନଙ୍କ ଶରୀରରେ ବିଭିନ୍ନ ପ୍ରକାରର ପରିବର୍ତ୍ତନ ଦେଖା ଯାଇଥାଏ।ଏହା ସହିତ ଅନେକ ମହିଳା ମାନଙ୍କ ଶରୀରରେ ପିରିୟଡ଼ ମଧ୍ୟ ମିସ ହେବାର ଦେଖା ଯାଇଥାଏ।ତେବେ ଅନେକ ଲୋକ ଏହା ପଚାରିଥାନ୍ତି କି ଏହା କଣ ପାଇଁ ହୋଇଥାଏ।ଏହିପରି ଏହା ସମ୍ପର୍କରେ ଜାଣିବା ପାଇଁ ଅନେକ ଲୋକ ମଧ୍ୟ ଚେଷ୍ଟା କରି ଥାଆନ୍ତି।ତେବେ ଆମେ ବର୍ତ୍ତମାନ ଏହା ସମ୍ପର୍କରେ ଆଲୋଚନା କରିବା।

ସାଧାରଣ ଭାବରେ ମହିଳା ମାନଙ୍କ ଶରୀରରେ ପିରିୟଡ଼ ମିସ ହେବା ଫଳରେ ଏହା ସେମାନଙ୍କ ଗର୍ଭାବସ୍ଥା ଉପରେ ମଧ୍ୟ ପ୍ରଭାବ ପକାଇ ଥାଏ।ପିରିୟଡ଼ ମିସ ହେବା ଫଳରେ ଏହା ଜଣା ପଡ଼ି ନଥାଏ କି ଆପଣ ଗର୍ଭବତୀ ଅଛନ୍ତି କି ନାହିଁ ଏହା ହେବାର ଏକ କାରଣ ହେଉଛି ଯଦି ଆପଣଙ୍କ ଶରୀରରେ ହର୍ମିନ ମାତ୍ରାରେ କିଛି ଏପଟ ସେପଟ ହୋଇଥାଏ

ତେବେ ଆପଣଙ୍କ ଶରୀରରେ ଏହା ଦେଖାଯିବା ଏକ ସ୍ବାଭାବିକ ଘଟଣା।ଏହା ସହିତ ଯଦି ଆପଣ ଅଧିକ ଭାବରେ ନିଜର ଓଜନ କମାଇବା ପାଇଁ ପ୍ରୟାସ କରୁଛନ୍ତି ତେବେ ମଧ୍ୟ ଆପଣଙ୍କ ପିରିୟଡ ସଠିକ ଭାବରେ ଆସିବ ନାହିଁ।ଏହା ସହିତ ଯଦି ଆପଣ ଅଧିକ ସମୟ ଧରି ଖଟ ଉପରେ ଶୋଇ ରହୁଛନ୍ତି ତେବେ

ମଧ୍ୟ ଆପଣଙ୍କ ଶରୀରରେ ଏହା ଅନିୟମିତତା ଭାବରେ ଦେଖା ଯାଇ ଥାଏ।ଏହା ବ୍ୟତୀତ ଆପଣ ଯଦି ଆପଣଙ୍କ ଶରୀରରେ ପ୍ରୋଲାକ୍ଟିନ ହର୍ମିନର ମାତ୍ରା ବଢ଼ି ଯାଇ ଥାଏ ତେବେ ମଧ୍ୟ ଆପଣଙ୍କ ଶରୀରର ପିରିୟଡ଼ ଅନିୟମିତତା ଭାବରେ ଦେଖା ଯାଇଥାଏ।ଏହା ବ୍ୟତୀତ ଯଦି ଆପଣ ନିଜର ପିଲାକୁ

ପାନ କରାଇ ଥାଆନ୍ତି ତେବେ ମଧ୍ୟ ଆପଣଙ୍କ ଶରୀରରେ ପ୍ରୋଲାକ୍ଟିନ ହର୍ମନର ମାତ୍ରା ବହୁତ ଅଧିକ ଭାବରେ ବଢ଼ି ଯାଇଥାଏ।ଯାହା ଫଳରେ ଆପଣଙ୍କ ପିରିୟଡ଼ରେ ଅନିୟମିତତା ଦେଖା ଯାଇଥାଏ।ତେବେ ଏହା ଦେଖାଯିବା ପରେ ଆପଣ ଚିକିତ୍ସକଙ୍କ ସହିତ ସମ୍ପର୍କ କରିବା ନିହାତି ଭାବରେ ଆବଶ୍ୟକ ଅଟେ।ତାଙ୍କ ପରାମର୍ଶ ଅନୁସାରେ

ଏହାର ଚିକିତ୍ସା କରିବା ସହିତ ଆବଶ୍ୟକ ଔଷଧ ସେବନ କରିବା ମଧ୍ୟ ନିହାତି ଭାବରେ ଆବଶ୍ୟକ ଅଟେ।ନଚେତ ଆପଣଙ୍କ ଶରୀର ଅଧିକ ଖରାପ ହେବାର ମଧ୍ୟ ସମ୍ଭାବନା ରହିଥାଏ।ଏହା ସହିତ ଅନେକ ମହିଳା ଅନେକ ପ୍ରକାରର ଔଷଧ ସେବନ କରୁ ଥିବାର ଦେଖିବାକୁ ମିଳୁଛି ତେବେ ଏହି ଔଷଧ ସେବନ କାରଣରୁ ସେମାନଙ୍କ ଶରୀରରେ ପିରିୟଡ଼ରେ ଅନିୟମିତତା ମଧ୍ୟ ଦେଖା ଯାଇଥାଏ।

ଏହା ସହିତ ଯେଉଁ ଯୁବତୀ ମାନଙ୍କର ଅଳ୍ପ ସମୟ ପୂର୍ବରୁ ପିରିୟଡ଼ ଆରମ୍ଭ ହୋଇଥାଏ କିମ୍ବା ଯେଉଁ ମହିଳା ମାନଙ୍କର ବୟସ ଅଧିକ ହୋଇ ଯାଇଥାଏ ତେବେ ସେମାନଙ୍କ ଶରୀରରେ ମଧ୍ୟ ପିରିୟଡ଼ରେ ଅନିୟମିତତା ହେବାର ସମ୍ଭାବନା ରହିଥାଏ।ତେବେ ଏହା ଏକ ସାଧାରଣ କଥା ଅଟେ ଏହା ପରେ ମଧ୍ୟ ଯଦି ଆପଣଙ୍କର ଅନ୍ୟ କାରଣ ପାଇଁ ପିରିୟଡ଼ରେ ଅନିୟମିତତା ଦେଖା ଯାଇଥାଏ ତେବେ ଆପଣ ଚିକିତ୍ସକଙ୍କ ସହିତ ସମ୍ପର୍କ କରିବା ଆବଶ୍ୟକ ଅଟେ।

Leave a Reply

Your email address will not be published. Required fields are marked *