KENDRAPADA ରେ ଏପଟେ ୩ ସ୍ତ୍ରୀ ସେପଟେ ସ୍ବାମୀ,ସ୍ୱାମୀ ର ଏଭଳି କାମ ରେ ଲୋକ କହିଲେ…

କିଏ କହୁଚି ସତ?ନିଜ ସ୍ତ୍ରୀ କଣ ପାଇଁ ପାଖରେ ନାହିଁ,ଆଉ ୨,୨ ଟା ସ୍ତ୍ରୀ ଆସିଲେ କୁଆଡୁ?ପ୍ରଥମ ସ୍ତ୍ରୀ ଥାଉ ଥାଉ ଆଉ ୨ ଟ ମହିଳା କୁ ବିବାହ ହେଇଥିବା ଅଭିଯୋଗ ଆସିଛି।କିନ୍ତୁ ସ୍ବାମୀ ଏପଟେ ତାଙ୍କ କଥା କୁ ମନା କରୁଛନ୍ତି।ଆଉ ତାଙ୍କ ସ୍ଵାମୀ କହୁଛନ୍ତି ଗୋଟିଏ ସ୍ତ୍ରୀ ମୋର ଆଉ ତା ନାଁ ହଉଚି ସୁଦେସ୍ନା ସ୍ୱାଇଁ,ଆଉ ମୋର ଗୋଟେ ପୁଅ ଗୋଟେ ଝିଅ ଅଛି

ସେମାନଙ୍କ ନା ହଉଚି ବଜ୍ରଙ୍ଗି ଓ ବୈଷ୍ଣବୀ,ପୁଅ ୧୦ମ ରେ ଆଉ ଝିଅ ୬ଷ୍ଟ ରେ ପଢୁଛନ୍ତି ।କେନ୍ଦ୍ରାପଡ଼ା ଜିଲ୍ଲା ମସାଖାଇ ଅଞ୍ଚଳରେ ଦେଖିବାକୁ ମିଳିଛି ଏମିତି କିଛି ସମସ୍ୟା ଜଉଠୀ କି ଗୋଟିଏ ସ୍ବାମୀ ଓ ତିନି ତିନି ଟା ପତ୍ନୀ ,ତାଙ୍କ ସ୍ଵାମୀ ଯିଏ କି ପ୍ରଥମ ଥର ବାହାଘର ପରେ ଲୋକାୟତ ଭାବରେ ଆଉ ୨ ଜଣଙ୍କୁ ବାହାଘର ହେଇଛନ୍ତି।

ଆଉ ତାଙ୍କର ପ୍ରଥମ ଆଉ ୩ୟ ସ୍ତ୍ରୀ ଏବେ ଅଭିଯୋଗ ଆଣିଛନ୍ତି।କିନ୍ତୁ ଏବେ ସେ କହୁଛନ୍ତି କି ମୁଁ କେବଳ ଜଣଙ୍କୁ ବାହାଘର ହେଇଛି ବୋଲି ।ଅନାଥ କହି ଭଲ ଭଲ କଥା କହି ଫସାଉଥିଲ ଏହି ରସିକିଆ ଚନ୍ଦନ ସେଠି।ପ୍ରଥମ ସ୍ତ୍ରୀ ସହ ଜୁନ ୧୪ ୨୦୦୪ ରେ ହୋଇଥିଲା ବିବାହ।ଆଉ ତାଙ୍କ ଘରେ ଚନ୍ଦନ ସେଠି ବିଷୟ ରେ ଜାଣିବା

ପରେ ପ୍ରଥମେ ତାଙ୍କ ପୁଅ ଅଭିଯୋଗ ଆଣିଥିଲେ ତାଙ୍କ ବାପା ନା ରେ।ଆଉ ଚନ୍ଦନ ସେଠି କହୁଛନ୍ତି କି ମୋର ସମସ୍ତ ଧନ ସମ୍ପତି ନେଇ ମୋ ସ୍ତ୍ରୀ ଚାଲିଗଲା।ପ୍ରଥମ ଆଉ ୩ୟ ସ୍ତ୍ରୀ ଅଭିଯୋଗ କରିଛନ୍ତି ହେଲେ ୨ୟ ସ୍ତ୍ରୀଙ୍କ ଏବେ ଯାଏ ମଧ୍ୟ ଦେଖା ନାହିଁ।୨ୟ ସ୍ତ୍ରୀ କୁ କିଏ ଧମକ ମଧ୍ୟ ଦଉଚି।ଆଉ ଏସବୁ ର ସତ୍ୟତା ପୋଲିସର ତଦନ୍ତ ପରେ ଜଣାପଡ଼ିବ।

https://www.youtube.com/watch?v=Zvr3_mbfw9M

Leave a Reply

Your email address will not be published. Required fields are marked *