କାହିଁକି ହଟାତ ହସ୍ପିଟାଲରେ ଭର୍ତ୍ତି ହେଲେ ଓଡ଼ିଆ ହିରୋଇନ POONAM,କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ…

Uncategorized

ସାଙ୍ଗମାନେ ଗଣ ମାଧ୍ୟମରେ ଅନେକ ଖବର ଶୁଣିବାକୁ ମିଳୁଛି।ତେବେ ଏହି ଭଳି ଏକ ଦୁଃଖ ଖବର ଶୁଣିବାକୁ ମିଳୁଛି।ତେବେ ଏହି ସମ୍ପୂର୍ଣ୍ଣ ଖବର ଜାଣିବା ପାଇଁ ଅର୍ଟିକିଲଟିକୁ ଶେଷ ଯାଏ ପଢନ୍ତୁ।ବର୍ତ୍ତମାନ ସମୟରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଓଡ଼ିଆ ଫିଲ୍ମ ହିରୋଇନ ପୁନମ ମିଶ୍ର।ସାଙ୍ଗମାନେ ଆପଣ ତ ପୁନମଙ୍କୁ ବେଶ ଭଲ ଭାବେ ଜାଣିଥିବେ।ଦୀର୍ଘ ଦିନ ଧରି ସେ ଓଲିଉଡ ଜଗତରେ କାମ କରୁଥିଲେ।

ପ୍ରଥମେ ସେ ଆଲବମ ଜରିଆରେ ଓଲିଉଡ ଜଗତକୁ ଆସିଥିଲେ।ଆଉ ଏହା ପରେ ସେ ବହୁତ ସାରା ସିନେମାରେ ଅଭିନୟ କରି ସାରିଛନ୍ତି।ବର୍ତ୍ତମାନ ସମୟରେ ପୁନମଙ୍କୁ ୨୯ ବର୍ଷ ହୋଇ ସାରିଛି।କିନ୍ତୁ ବର୍ତ୍ତମାନ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।ଏହାର ଅସଲ କାରଣ କଣ ଆଜି ଆମେ ଜାଣିବା

ତେବେ ସାଙ୍ଗମାନେ ବର୍ତ୍ତମାନ ସମୟରେ ପୁନମ ମିଶ୍ର ଏକ ଓଡ଼ିଆ ସିନେମାରେ ଅଭିନୟ କରୁଛନ୍ତି।ଆଉ ଏହି ସିନେମାର ସୁଟିଂ ବିଭିନ୍ନ ସ୍ଥାନରେ ଚାଲିଥିବାର ନଜର ଆସିଛି।ଆଉ ଏଥିରେ ହିରୋ ଭାବେ ଶିବାଶିଷ ଶର୍ମାଙ୍କୁ ଦେଖିବାକୁ ପାଇବେ।ଏହା ସହିତ ଶ୍ବେତା ମଧ୍ୟ ଅଭିନୟ କରୁଛନ୍ତି।ଏହି ଫିଲ୍ମର ସୁଟିଂ ସେଟରେ ତାଙ୍କୁ ଆଘାତ ଲାଗିଛି।

ସେଥି ପାଇଁ ସେ ହସ୍ପିଟାଲକୁ ଯାଇଛନ୍ତି।ଆପଣ ମାନେ ଦେଖି ପାରୁ ଥିବେ ପୁନମଙ୍କ ଦେହ ଅସୁସ୍ଥ ଅଛି ଆଉ ସେ ହସ୍ପିଟାଲରେ ଆଡ଼ମିଶନ ହେଇଛନ୍ତି।ତେବେ ଆଗାମୀ ଦଶହରାରେ ତାଙ୍କର ଏହି ଫିଲ୍ମ ରିଲିଜ ହେବ।ଆପଣ ତ ତାଙ୍କର ଅନେକ ଫିଲ୍ମ ଦେଖିଥିବେ।ତେବେ ସେ ବହୁତ ଭଲ ଅଭିନୟ ମଧ୍ୟ କରନ୍ତି।

ସେ ଅନେକ ଫିଲ୍ମରେ ଅଭିନୟ କରି ଅନେକ ଲୋକପ୍ରିୟତା ହାସଲ କରି ପାରିଛନ୍ତି। ତାଙ୍କର ଅଭିନୟ ପ୍ରାୟ ସବୁ ଲୋକଙ୍କୁ ପସନ୍ଦ ଆସେ।ତେବେ ଏବେ ଏବେ ସେ ଅସୁସ୍ଥ ଅଛନ୍ତି।କିଛି ଦିନ ମଧ୍ୟରେ ସେ ଠିକ ହୋଇ ପୁଣି ସୁଟିଂ ସେଟକୁ ଫେରି ଯିବେ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *