BARSHA ଭୋଳ କହିଲେ ଟୁଙ୍ଗୁରୁ ଦେହର ବାସ୍ନା ମତେ ପାଗଳ କରିଛି,ଆଉ ସେଇଠି ପାଇଁ ମୁଁ ତା ବିନା ରହିପାରିବିନି…

ସରିନି ସରିନି ଟୁଙ୍ଗୁରୁ ଖେଳ,ଦିନ ପରେ ଦିନ ସରୁଚି, ଟୁଙ୍ଗୁରୁ ଭୋଳର ନୂଆ ପରିଚୟ ସୃଷ୍ଟି ହଉଛି।କେତେବେଳେ ଆଲବମ ହିରୋ ହଉଚି ତା ଆଉ କେତେବେଳେ ବର୍ଷା ର ପ୍ରେମିକ ସାଜୁଛି। କେତେବେଳେ ଅଡିଓ କଲ ଭାଇରାଲ ହଉଛି ତ ଆଉ କେତେବେଳେ ବର୍ଷା କୁ ଭଲପାଉଛି ବୋଲି କହୁଛି।

ମୋବାଇଲ ରେ ଗୋଟିଏ କଥା ବୁମ ଆଗରେ ଆଉଗୋଟେ କଥା।ଏ ଟୁଙ୍ଗୁରୁ ତୁ ସତରେ ଖତରନାକ ଖେଳାଳୀ,ବର୍ଷାକୁ କହୁଚି ବାହା ହେବି ହେଲେ ମିଡିଆ ଆଗରେ କହୁଚି ମୁଁ ବର୍ଷାକୁ ଜାଣିନି।ସତରେ ଟୁଙ୍ଗୁରୁ ତା ମାୟା କେବଳ ଭଗବାନଙ୍କୁ ହିଁ ଜଣା।ଦର୍ଶକବନ୍ଧୁ ଏବେ ସବୁଠି ଚର୍ଚା ଟୁଙ୍ଗୁରୁ ଓ ବର୍ଷାର ପ୍ରେମ କାହାଣୀ, ଦୁଇ ବର୍ଷ ଲୁଚା ଛପାରେ

ଗୋଟିଏ ରୁମ ଭିତରେ ଏବଂ ଗୋଟେ ଅଟୋରେ ଚାଲିଥିଲା ପ୍ରେମ।ଏବେ ଖୋଲା ରେ କରୁଛନ୍ତି ପ୍ରେମ।ନିଜ ବୟସ କୁ ଭୁଲି ଦୁହେଁ କରୁଛନ୍ତି ପ୍ରେମ।ଏଠି ଆମେ ଗୋଟିଏ କଥା କହି ପାରିବ ଟୁଙ୍ଗୁରୁ ନୂଆ ନୂଆ ଯୌବନ ରେ ପାଦ ଦେଇଛି,ଆଉ ପ୍ରେମ ତାକୁ ଭଲ ଲାଗୁଛି,ହେଲେ ବର୍ଷା ମାଡ଼ମ ଆପଣ କେମିତି ଭୁଲିଗଲେ

ନିଜ ବୟସକୁ ,କିପରି ନିଜ ପୁଅ ବୟସର ପୁଅକୁ ମାନେ ଟୁଙ୍ଗୁରୁକୁ ନିଜ ମନ ପ୍ରାଣ ଦେଇ ଭଲପାଇ ବସିଲେ। ମାଡ଼ମ ପାଦେ ବଢ଼ିଲେ ଟୁଙ୍ଗୁରୁ ଦି ପାଦ ବଢୁଥିଲା,କାହିଁକି ନା ତା ମନରେ ତ ଆଇ ଲଭ ୟୁ ର ଲଡୁ ଫୁଟୁଥଲା।ସବୁ ଠିକ୍ ହେଲା ଯେ ମାଡ଼ମ ବର୍ଷା,ହେଲେ ନିଜ ଛୁଆ ଆଉ ସ୍ବାମୀଙ୍କୁ କେମିତି ଭୁଲି ଗଲେ ଆପଣ?

ଧନ୍ୟ ତମ ମା ପଣିଆ ଆଉ ଧନ୍ୟ ତମ ସ୍ତ୍ରୀ ପଣିଆ।ଆଉ ଆପଣ ମିଡିଆ ଆଗକୁ ଆସିଲେନି ତ ଟୁଙ୍ଗୁରୁ କୁ ହିରୋ ବନେଇ ଦେଲେ ଆଉ ସେ ବି କହୁଚି ମାର୍କେଟ କୁ ଆସିଚି ଏବେ ଟୁଙ୍ଗୁରୁ ଭୋଳ,ମୋ ଖେଳ ଏବେ ସାରା ଦୁନିଆ ଦେଖିବ।ଅଧିକ କଣ କହିବୁ ଆଜ୍ଞା,ଆପଣ ତ ଜାଣିଥିବେ ଏବେ ଜଉ ଜାଗାରେ ଦେଖିବ ଖାଲି ଟୁଙ୍ଗୁରୁ ଭୋଳ।

ତାଙ୍କ ଗାଡ଼ି ଠିକ ଚାଲିଥିଲା ହେଲେ ମଝିରେ କଣ ଟିକେ ଇଞ୍ଜିନ ଖରାପ ହେଇଗଲା ସେଥିପାଇଁ ସେ ଏବେ ଟିକେ ଅଟକି ଯାଇଛନ୍ତି।ଆଉ ଟୁଙ୍ଗୁରୁ ବର୍ଷାକୁ କହୁଚି ଆମ ଗାଡ଼ି ପୁଣି ଚାଲିବା ବୋଲି ଟୁଙ୍ଗୁରୁ ବର୍ଷାକୁ କହିଚନ୍ତି।ହେଲେ ମିଡିଆ କୁ କହୁଛନ୍ତି ଆମ ଗାଡ଼ି ଆଉ ଚାଲିବନି,ଏକଥା ଶୁଣି ବର୍ଷା ବୁଲ୍ଡୋଜର ଧରି ମାଡି ଆସୁଛନ୍ତି,ଆଉ କହୁଛନ୍ତି ମତେ ବାହା ହେବୁ ତ ହ ନହେଲେ ବୁଲ୍ଡୋଜର ଚଢ଼େଇ ଦେବି। କିନ୍ତୁ ଯାହା କୁହ ବନ୍ଧୁ ଏମାନେ ମାର୍କେଟ ରେ ଖେଳ କରୁଛନ୍ତି।

Leave a Reply

Your email address will not be published. Required fields are marked *