କେନ୍ଦୁଝର ରେ ଯେବେ Truck ସାମ୍ନାରେ ନାଗର ଜୀବନ ଚାଲିଯିବା ପରେ ନାଗୁଣୀ ଡ୍ରାଇଭର ସହିତ ଯାହାକଲା ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ…

Uncategorized

ବନ୍ଧୁଗଣ ଆପଣମାନେ ସମସ୍ତେ ଜାଣିଥିବେ କିମ୍ବା ପ୍ରତ୍ୟେକ ଲୋକ ମୁହଁରୁ ଶୁଣିଥିବେ ଯେ, ଯଦି କେହି ନାଗର ହତ୍ୟା କରିଦିଏ ନାଗୁଣୀ ତା’ର ପ୍ରତିଶୋଧ ନେଇଥାଏ ଓ ଏହାସହ ଜଡ଼ିତ ବହୁତ ସାରା ବଲିଉଡ ଫିଲ୍ମ ମଧ୍ୟ ଆମେ ଦେଖିସାରିଛେ କି, କିଭଳି ନାଗୁଣୀ ଏହାର ପ୍ରତିଶୋଧ ନେଇଥାଏ। ଠିକ ଏହିପରି ଏକ ଘଟଣା ଉତ୍ତର ପ୍ରଦେଶରେ ସାମ୍ନାକୁ ଆସିଛି ଯେଉଁଥିରେ ଗୋଟିଏ

ନାଗୁଣୀ ନିଜ ନାଗ ମରିବା ଦୁଃଖରେ ଯାହାକଲା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ।କେନ୍ଦୁଝରରେ ମୁକେଶ ନାମକ ଜଣେ ବ୍ୟକ୍ତି ରହୁଥିଲେ ଯିଏକି ପେଶାରେ ଜଣେ ଟ୍ରକ ଡ୍ରାଇଭର ଅଟନ୍ତି। ତାଙ୍କର କାମ ସର୍ବଦା ଦିଲ୍ଲୀରେ ରହୁଥିବାରୁ ସେ ଦିଲ୍ଲୀରେ ହିଁ ରୁହନ୍ତି ଓ ମାଲବାହି ଟ୍ରକ ଜରିଆରେ ଦିଲ୍ଲୀରୁ ୟୁପି ଅଭିମୁଖେ

ସର୍ବଦା ଯାତାୟାତ କରିଥାନ୍ତି।ସବୁଦିନ ଭଳି ସେଦିନ ମଧ୍ୟ ମୁକେଶ ନିଜ ଟ୍ରକ ଜରିଆରେ କେନ୍ଦୁଝର ହାଇୱେ ଦେଇ ଯାତ୍ରା କରୁଥିଲେ। ହାଇୱେରେ ଯାତ୍ରା କଲାବେଳେ ତାଙ୍କର ଟ୍ରକ ଅଧିକ ଗତିରେ ଥିଲା ଓ ଏହି ସମୟରେ ଅଚାନକ ଏକ ନାଗ ସାପ ତାଙ୍କ ଟ୍ରକ ଆଗକୁ ଚାଲିଆସିଲା, ସେ ବ୍ରେକ ମାରିଥିଲେ

କିନ୍ତୁ ଟ୍ରକ ଏତେ ଗତିରେ ଥିଲା ଯେ ଗାଡ଼ି ଚକା ସିଧା ସାପ ଉପରେ ଚଢ଼ିଗଲା ଓ ଘଟଣା ସ୍ଥଳରେ ସାପଟି ଛାଟିପିଟି ମରିଗଲା।ମୁକେଶ ଗାଡ଼ିରୁ ଓହ୍ଲାଇଲେ ଓ ସାପ ପାଖକୁ ଯାଇ ଦେଖନ୍ତି ତ ସାପଟି ମରିଯାଇଛି। ଏଥିରେ ସେ ବହୁତ ମନଦୁଃଖ କଲେ ଓ ସାପକୁ ସେଠାରୁ ଉଠାଇ ବଣ ଭିତରେ ଫିଙ୍ଗିଦେଇ ଚାଲିଗଲେ।

କିଛିବାଟ ଯିବାପରେ ମୁକେଶ ଗାଡ଼ିର ଆଇନାରେ ଦେଖନ୍ତି ଏକ ସାପ ତାଙ୍କର ପିଛା କରୁଛି ଓ ସେ ଏହାଦେଖି ଜାଣିଗଲେ ଯେ, ନାଗୁଣୀ ହିଁ ନାଗର ମୃତ୍ୟୁରେ ତାଙ୍କୁ ପିଛା କରୁଛି।ଏହାପରେ ମୁକେଶ ଗାଡ଼ିକୁ ଜୋରରେ ଚଳାଇଲେ ଓ ଭୟଭୀତ ହୋଇ ନିଜ ଘରକୁ ଚାଲିଗଲେ। ମୁକେଶ ରାତିରେ ନିଜ ଘରେ ଶୋଇଲେ

ଓ ସକାଳୁ ତାଙ୍କ ଆଖି ଖୋଲିବାରୁ ସେ ଦେଖନ୍ତି କି, ସେହି ନାଗୁଣୀ ତାଙ୍କ ସାମ୍ନାକୁ ଆସି ଗର୍ଜନ କରୁଛି ଓ ସେ କହିଲେ, ଆଜି ଏହି ନାଗୁଣୀ ମୋତେ ଚୋଟ ମାରି ନିଶ୍ଚୟ ପ୍ରତିଶୋଧ ନେବ। ଏହାପରେ ମୁକେଶ ଧାଇଁବାକୁ ଆରମ୍ଭ କଲେ ଓ ଗାଁ ଲୋକେ ଏହାଦେଖି ମୁକେଶ ପାଖକୁ ଆସିଲେ ଓ ନାଗୁଣୀକୁ ପିଟିପିଟି ହ କଲେ ଯାହାଦ୍ୱାରା ମୁକେଶ ଜୀବନ ବଞ୍ଚି ଯାଇଥିଲା।

Leave a Reply

Your email address will not be published. Required fields are marked *