ଦୀପିକା କୁ କୁକୁର Bilei ଭଳି ବ୍ୟବହାର କରୁଛନ୍ତି,ଆଉ ତା ସହିତ ଯାହା ଘଟୁଛି କାହା ସହିତ…

Uncategorized

ପ୍ରଭାବତୀ ତ୍ରିପାଠୀଙ୍କ ଅନୁସାରେ, ସେ ଏବେ ଯଉଁ ବାରମ୍ବାର କହୁଛି ମତେ ପିଲାର ହକ ଦିଆ ଯାଉ।ସେ ଏବେ ଲେଖୁନି,ସେ ଏବେ ପିଲାର ବାପା ନା ଟା ଲେଖିକି,ସେ ତ ଜାଣିଲାଣି,କୋର୍ଟ ରେ କେସ ଗଲାଣି ଆଉ କେତେ କଣ ନିଉଜ ରେ ବାହାରିଲାଣି,ଜଉଠି ଶାନ୍ତି ନାହିଁ, ଜଉଠି ସମ୍ମାନ ନାହିଁ ଯେଉଁଠିକୁ ଗଲେ ତମର ମାନ ହାନି ହଉଛି ସେ ଯାଗାକୁ ଯାଅ ନାହିଁ।

ସେ କୁକୁର ବିରାଡ଼ି କୁ ଏମିତି କରିବେନି,ସେ ପରିବାର ଏତେ ନୃଶଂସ ପାଲଟି ଯାଇଛନ୍ତି,ମାନେ ତାଙ୍କ ପାଖରେ ଯଦି ଟିକେ ବି ଦୟାଭାବ ଥାଆନ୍ତା ଏଇଟା ସମାଧାନ ହୁଅନ୍ତା।ଦୀପିକା ୬୮ ଦିନ ହେଲା ସେଠି ବସିଲାଣି ମାନେ ଦୁଇ ମାସ ହେଇଗଲାଣି ସେ ସେମିତି ବସିଛି ସେଠି ଗୋଟିଏ ଘଣ୍ଟା ବସିବା ଟା କଷ୍ଟ,ଯିଏ ବସିଛି ସିଏ ଜାଣିଛି କଷ୍ଟ କଣ।

ଜଉ ମାନେ ପ୍ରଲୋଭନ ଦେଖେଇଛନ୍ତି ବା ଯିଏ ତାଙ୍କୁ ସେଠିକି ଆଣିଛନ୍ତି ସେ ଦାୟୀ,ପ୍ରମିଳା ମାଡ଼ମ ତାକୁ ଆଣି ସେଠି ବସେଇ ଦେଇ ଯାଇଛନ୍ତି।ଦୀପିକା ଅସୁବିଧାରେ ପଡ଼ିଛି ତା ସହ ଅଘଟଣ ମଧ୍ୟ ଘଟିଛି ଆମେ ତ ଶୁଣୁଛେ ଦେଖୁଛ କହୁଛେ ସେ ପ୍ରାୟ ୬୦ ଦିନ ହେବ ସେଠି ବସିଛି ସେ ବହୁତ କଷ୍ଟ ପାଉଛି।

କାରଣ ଆମେ ଯଦି ଗୋଟେ ଜାଗାରେ ଅଧିକ ସମୟ ବସି ଗଲେ ଆମକୁ ମଧ୍ୟ କାଟେ।ଆଉ ସେ ସେଠି ବସିଛି ଆଉ କଷ୍ଟ ପାଉଛି,ଶାରୀରିକ ଭାବରେ ମାନସିକ ଭାବରେ କଷ୍ଟ ପାଉଛି,ତାର ମାନସିକ ସ୍ଥିତି ପୁରା ବିଗିଡି ଗଲାଣି।ଆଉ ତାର ସିନିଅର ଲୋକ ମଧ୍ୟ କେହି ନାହାନ୍ତି।ତାର ମାଆ ଯଦି ପାଖରେ ଥାନ୍ତେ ତାହେଲେ

ସେ ତାଙ୍କୁ ବୁଝେଇ ପାରନ୍ତେ।ହେଲେ ସେ ସବୁ ବେଳେ ଜଉ କହୁଛି ମତେ ପିଲାର ହକ ଦିଆ ଯାଉ,ସେ ଏବେ ଲେଖୁନି,ସେ ଏବେ ଲେଖୁ।ପିଲାର ବାପ ନା ଟା ଲେଖୁନି,ସେ ତ ଜାଣିଛି ସେ ତା ବାପା ବୋଲି।କେତେ ଗୋଣ୍ଡଗୋଳ ତ ଗଲାଣି ଆଉ କୋର୍ଟ ରେ କେସ ତ ଲାଗିଛି ଆଉ।ଜଉଠି ଶାନ୍ତି ନାହିଁ, ଜଉଠି ସମ୍ମାନ ନାହିଁ ଯେଉଁଠିକୁ ଗଲେ ତମର ମାନ ହାନି ହଉଛି ସେ ଯାଗାକୁ ଯାଅ ନାହିଁ।

Leave a Reply

Your email address will not be published. Required fields are marked *