ସେତେବେଳେ ସୁନିଲ ମେହେର ଆଉ ଏବେ ତାଙ୍କର ଅନୁଗାମୀ ଅର୍ଚ୍ଚନା।ସୁନିଲ ମେହେର ହଉଛନ୍ତି ଏମିତି ଏକ ଦଲାଲ ଯାହା ପାଖରେ ପାଖା ପାଖି ୨ ଶହ ରୁ ଅଧିକ କଲ ଗାର୍ଲ ଥିଲେ।କଲ ଗାର୍ଲ ଠାରୁ ଆରମ୍ଭ କରି ବେଡ଼ ଗାର୍ଲ ପର୍ଯ୍ୟନ୍ତ ସବୁ ଯୋଗାଉଥିଲେ।ସବୁ ଗାର୍ଲ ଥିଲେ ତାଙ୍କ ପାଖରେ ଆଉ ସୁନିଲ ମେହେର ଆରେଷ୍ଟ ହେବା ପରେ ଅର୍ଚ୍ଚନା ନେଇଥିଲେ ତାଙ୍କ ମାନଙ୍କର ସମସ୍ତ ଦାୟିତ୍ଵ।
ଅର୍ଚ୍ଚନା ସିଧା ଯୋଗାଯୋଗରେ ଅଛି ସୁନିଲ ମେହେର।ସୁନିଲ ମେହେର ଏକ ଏମିତି ନା ଯାହା କି ୨୦୧୧ ଆଉ ୨୦୧୬ ମଧ୍ୟରେ ଚର୍ଚ୍ଚାରେ ଥିଲା ଆଉ ଏବେ ବି ଲୋକମାନେ ତାଙ୍କୁ ବହୁତ ମନେ ରଖିଛନ୍ତି।ଆଉ ସେଠି ଭଡ଼ା ଘରେ ଚାଲିଥିଲା ସେକ୍ସ କାରବାର।ଆଉ ଏସବୁର ମୁଖ୍ୟ ଥିଲେ ସୁନିଲ ମେହେର
ଆଉ ସୁନିଲ ମେହେର ର ସାମ୍ରାଜ୍ୟ କୁ ପତନ କୁ ଆଣିଥିଲେ ସେତେବେଳର ଡି ଜି ପି ଦିଗ ଶର୍ମା।ଆଉ ସେ ସୁନିଲ ମେହେର ଙ୍କ ନାମରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।ହେଲେ ସୁନିଲ ମେହେର ଯେତେବେଳେ ଆଉଟ ହେଇଗଲେ ସେତେବେଳେ ଆବଶ୍ୟକ ପଡ଼ିଥିଲା ଆଉ ଜଣେ ଯୁବତୀଙ୍କର
ଯିଏ ଚଳାଇବେ ଏହି ପାପର ସାମ୍ରାଜ୍ୟ।କାହିଁକି ନା ବଡ଼ ବଡ଼ ଲୋକମାନଙ୍କ ପାଖକୁ ଟଙ୍କା ଆଉ ପାୱାର ଆସିଲେ ସେମାନେଙ୍କୁ ଦରକାର ହୁଏ ମଦ ଆଉ ଦେହ ଜୀବି ଆଉ ସେ ବି ଉଚ୍ଚ କ୍ବାଲିଟି ର ହେଇଥିବା ଦରକାର।ଆଉ ସେହି ଅଭାବ କୁ ପୂରଣ କରିଥିଲେ ଅର୍ଚ୍ଚନା।ଅର୍ଚ୍ଚନା ଯେ ଖାଲି ଝିଅ ମାନଙ୍କୁ ଯୋଗାଉ
ନଥିଲେ ବରଂ ସେ ସମସ୍ତଙ୍କୁ ନେଇ ଆଉ ଗୋଟିଏ ଧନ୍ଦା ମଧ୍ୟ ଆରମ୍ଭ କରିଦେଇଥିଲେ।ଆଉ ସେ ଧନ୍ଦା ଥିଲା ସମସ୍ତଙ୍କର ବୁଝାମଣା।ଆଉ ସେ ସମ୍ପର୍କ ରଖିବା ସମୟରେ ଭିଡିଓ ରେକର୍ଡ କରି ଲୋକମାନଙ୍କୁ ଡ଼ରଉଥିଲେ।କିଛି ଏମିତି ଥିଲା ଯେ ସୁନିଲ ମେହେର ଆଉଟ ହଉ ହଉ ଅର୍ଚ୍ଚନା ଇନ କଲେ ଆଉ ତାଙ୍କ
ପାଖରେ ଏତେ ଟଙ୍କା ବଢିଲା ଯେ ସେ ନିଜର ଏକ ପୂର୍ଣ୍ଣ ଘର କରିଦେଲେ।ଆଉ ସେଇଠି ସୁଟିଂ ତ ଚାଲୁଥିଲା କିନ୍ତୁ ଭିତରେ ଥିଲା ଏକ ଦାମୀ ଦାମୀ ମଦ ଥିବା ଏକ ମଦ ବାର।ଆଉ ବଡ ବଡ ଲୋକ ଯେତେବେଳେ ତାଙ୍କ ଘରକୁ ଆସନ୍ତି ତାଙ୍କ ପାଇଁ ସେଠାରେ ଦାମୀ ମଦ ସାଙ୍ଗକୁ ଝିଅ ମଧ୍ୟ ମିଳି ଯାଆନ୍ତି।